Browsing Category
ରାଜ୍ୟ
ସିଲ୍ ହେଲା ଏକାମ୍ର ପାର୍କ, ୨୩ ନଂ ୱାର୍ଡରେ କଣ୍ଟେନମେଣ୍ଟ୍ ଜୋନ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମିନି କରୋନା କି ଥମିନି ଭୟ । ଏହାରି ମଧ୍ୟରେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ସାମାନ୍ୟ ନିୟମ କୋହଳ କରୁଛନ୍ତି ସରକାର । କିନ୍ତୁ କଟକଣା ମାନିବାକୁ ବାରମ୍ବାର କୁହାଯାଉଥିଲେ ମଧ୍ୟ କେତେକ…
‘ଟାଟା ପାୱାର’ର ଦାଦାଗିରି, ବୃଦ୍ଧାଙ୍କୁ ମାଡ଼ ମାରିଲେ କର୍ମଚାରୀ
ରାଉରକେଲା(ଓଡ଼ିଶା ଭାସ୍କର): ରାଉରକେଲା ଜେଲ୍ ରୋଡରେ ଜଣେ ବୃଦ୍ଧାଙ୍କ ଉପରକୁ ହାତ ଉଠାଇଲେ ଟାଟା ପାୱାରର କର୍ମଚାରୀ । ବିଦ୍ୟୁତ ବିଭାଗ କର୍ମଚାରୀ ଜଣେ ବୃଦ୍ଧାଙ୍କୁ ମାଡ଼ ମାରିବା ନେଇ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ…
ଆଜି ଓଡ଼ିଶା ଆସିବେ କେନ୍ଦ୍ରୀୟ କୋଭିଡ୍ ଟିମ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଓଡ଼ିଶା ଆସିବେ କେନ୍ଦ୍ରୀୟ କୋଭିଡ୍ ଟିମ୍ । ୬ଟି ରାଜ୍ୟକୁ ଏହି ଟିମ୍ ଗସ୍ତ କରି କୋଭିଡ୍ ସମ୍ପର୍କରେ ଅନୁଧ୍ୟାନ କରିବେ । ଏହି ୬ଟି ରାଜ୍ୟ ମଧ୍ୟରେ ଓଡ଼ିଶା, ତ୍ରିପୁରା, ଛତିଶଗଡ଼,…
୭୦% ସିଲାବସ୍ ରେ ହେବ ଅଫ୍ ଲାଇନ୍ ମାଟ୍ରିକ୍ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅସନ୍ତୁଷ୍ଟ ପିଲା ଦେଇପାରିବେ ଅଫଲାଇନ୍ ପରୀକ୍ଷା । ପରୀକ୍ଷା ପ୍ରଶ୍ନପତ୍ର କିଭଳି ହେବ ବୋର୍ଡ ନିଷ୍ପତ୍ତି ନେବ । ପରୀକ୍ଷାର ୧୫ ଦିନ ମଧ୍ୟରେ ରେଜଲ୍ଟ ବାହାରିବାକୁ ଉଦ୍ୟମ କରାଯିବ ।…
‘ମରିବୁ ପଛେ ଏଇଠୁ ଉଠିବୁନି’, ତାତିଲେ ଜିମ୍ ମାଲିକ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଲ୍ ଓଡ଼ିଶା ଜିମ୍ ଓନର୍ସ ଆସୋସିଏସନ ତରଫରୁ ହଙ୍ଗର ଷ୍ଟ୍ରାଇକ୍ ଆରମ୍ଭ ହୋଇଛି । ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଆସୋସିଏସନ୍ କର୍ମକର୍ତ୍ତା ଧାରଣାରେ ବସିଛନ୍ତି । ଜିମ୍ ଖୋଲିବାକୁ…
ଓଡ଼ିଶାରେ ପ୍ରକୃତ କରୋନା ମୃତ୍ୟୁସଂଖ୍ୟାକୁ ଲୁଚାଯାଉଛି? ଏହା ସତ ନା ମିଛ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁର ପ୍ରକୃତ ସଂଖ୍ୟା କେତେ? ମୃତ୍ୟୁ ସଂଖ୍ୟା ଲୁଚାଇବାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ବିବାଦ । ଆଜି ସୁଦ୍ଧା ରାଜ୍ୟର ମୋଟ କରୋନା ମୃତ୍ୟୁ ସଂଖ୍ୟା ୪୧୦୯ ହୋଇଥିଲେ ହେଁ…
ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମଣ, ଆଜି ୩୨୨୨ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା କିଛିଦିନ ଧରି ଲୁଚକାଳି ଖେଳିବାରେ ଲାଗିଛି । ଦୁଇଦିନ ଧରି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଉପରେ ରହୁଛି । ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସଂକ୍ରମଣ…
ଆଜି ପୁଣି ରାଜ୍ୟରେ ୪୬ କରୋନା ରୋଗୀଙ୍କ ମୃତ୍ୟୁ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପ୍ରାୟତଃ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…
ଭୁବନେଶ୍ୱରରେ ଶତକ ମାରିଲା ପେଟ୍ରୋଲ ଦର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସମୟରେ ବଢ଼ି ଚାଲିଛି ପେଟ୍ରୋଲ ଦର । ଫଳରେ ଏହାକୁ ନେଇ ଜନସାଧାରଣଙ୍କ ଚିନ୍ତା ବଢ଼ି ଯାଇଛି । ଗୋଟିଏ ପଟେ କରୋନା ସମସ୍ତଙ୍କର ଜୀବିନ ଜୀବିକା ଛଡ଼ାଇ ନେଇଥିବା ବେଳେ ଏହି ସମୟରେ ପୁଣି…
୫୦% କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ୍, ଦୁଇଟି ଡୋଜ୍ କୋଭିଡ୍ ଟିକା ନେଇ କର୍ମଚାରୀ ଅଫିସ୍ ଆସିବା ବାଧ୍ୟତାମୂଳକ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକ ଜୁଲାଇ ୧୫ତାରିଖ ପର୍ଯ୍ୟନ୍ତ ଅତିକମରେ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ଉପସଚିବ ଓ ତ୍ଉର୍ଦ୍ଧ୍ବ ପାହ୍ୟାର…