Browsing Category
ରାଜ୍ୟ
ରାଜ୍ୟରେ କାଳବୈଶାଖୀ ପ୍ରଭାବ, ୨୦ ନୁହେଁ ୨୫ ଯାଏଁ ପ୍ରବଳ ଝଡ଼ ବର୍ଷା
ଭୁବନେଶ୍ୱର: ରାଜ୍ୟରେ ଏବେ ଜାରି ରହିଛି କାଳବୈଶାଖୀ ପ୍ରଭାବ। ୨୦ ତାରିଖରୁ ବର୍ଷା କମିବା ସହ ଖରାର ପ୍ରକୋପ ବଢିବା ନେଇ ଅନୁମାନ କରାଯାଉଥିଲା। ହେଲେ ଏବେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ କରିଛି କି, ୨୦…
ଓଡ଼ିଶାରେ ଆୟୁଷ୍ମାନ କାର୍ଡରେ ବାଧକ ସାଜିଛି ସଫ୍ଟଓ୍ୱେର ଇସ୍ୟୁ
ଭୁବନେଶ୍ୱର: ଏବେ ରାଜ୍ୟରେ ନୂଆ କରି ଲାଗୁ ହୋଇଛି ଆୟୁଷ୍ମାନ କାର୍ଡ। ଆଉ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା। ହେଲେ ଏବେ ଏହି କାର୍ଡର କାର୍ଯ୍ୟକାରିତା…
Breaking: ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଗର୍ଭବତୀ କଲା ନାବାଳକ ପୁଅ
ରାୟଗଡ଼ା: ପୁଣି ଜଣେ ଷଷ୍ଠ ଷ୍ରେଣୀ ଛାତ୍ରୀ ଗର୍ଭବତୀ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଅଞ୍ଚଳର ଘଟଣା। ପୁଣି ଥରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣା ପଡିଛି। ନିକଟରେ ଦୁଇରୁ ତିନୋଟି ଘଟଣା ସାମ୍ନାକୁ…
‘ଟ୍ୱିନସିଟିରେ ହେବ ନୂଆ ଆଇଟି ପାର୍କ’, ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର: ଟ୍ୱିନସିଟିରେ ହେବ ନୂଆ ଆଇଟି ପାର୍କ। ଏ ନେଇ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ୧୦୦୦ ହେକ୍ଟର ଜମିରେ ତିଆରି ହେବ ନୂଆ ଆଇଟି ପାର୍କ।
ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ…
ଅନଲାଇନ୍ ଗେମ ଖେଳି ୬ ଲକ୍ଷ ଟଙ୍କା ହାରି ଆତ୍ମହତ୍ୟା ଉଦ୍ୟମ କଲେ ବ୍ୟକ୍ତି
ବାଲେଶ୍ୱର: ଆନଲାଇନ୍ ଗେମ୍ ହେଲା କାଳ। ଲକ୍ଷାଧିକ ଟଙ୍କା ହରାଇ ମାନସିକ ଭାରସାମ୍ୟ ହରାଇ ବସିଲେ ଜଣେ ବ୍ୟକ୍ତି। ପରିବାର ପିଲା ଛୁଆ କାହାରି କଥା ଚିନ୍ତା ନ କରି, ପାଖାପାଖି ୬ ଲକ୍ଷ ଟଙ୍କାର କ୍ଷତି ସହି ନ ପାରି ଶେଷରେ…
ଏହି ମାସ ୨୪ ତାରିଖରେ ମିଳିବ ସୁଭଦ୍ରାର ଷଷ୍ଠ ପର୍ଯ୍ୟାୟ ଟଙ୍କା, ଏତିକି ମହିଳା ପାଇବେ ୧୦ ହଜାର, ଜାଣନ୍ତୁ
ଭୁବନେଶ୍ୱର: ସୁଭଦ୍ରା ଟଙ୍କାକୁ ନେଇ ବଡ଼ ଖବର। ଅପ୍ରେଲ ୨୪ ତାରିଖରେ ମିଳିବ ସୁଭଦ୍ରା ଟଙ୍କା। ଏହି ଦିନ ଷଷ୍ଠ ପର୍ଯ୍ୟୟର ଟଙ୍କା। ଏ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ଯେ, ପୁରୀରେ…
ଶଙ୍ଖ ଭବନରେ ବୈଠକ: କିନ୍ତୁ କାହିଁକି ଆସିଲେନି ହେଭିଓ୍ବେଟ୍ ନେତା
ଭୁବନେଶ୍ୱର : ନବମ ଥର ପାଇଁ ବିଜେଡି ସଭାପତି ହୋଇଛନ୍ତି ନବୀନ ପଟ୍ଟନାୟକ। ହେଲେ ବିଜେଡି ସଭାପତିଙ୍କ ନାମ ଘୋଷଣା ବେଳେ ଅନୁପସ୍ଥିତ ଥିଲେ ହେଭିଓ୍ବେଟ୍। ଏସବୁ ନେତାଙ୍କ ମଧ୍ୟରେ ଥିଲେ ରଣେନ୍ଦ୍ର ପ୍ରତାପ…
ରାଉରକେଲାରେ ବଡ଼ ଅଘଟଣ: ଆନ୍ଦୋଳନକାରୀ- ପୋଲିସ ମୁହାଁମୁହିଁ, ଜଣେ ମୃତ ଏକାଧିକ ପୋଲିସ ଆହତ
ରାଉରକେଲା: ନୂଆ ରେଳ ଲାଇନ୍ ନିର୍ମାଣକୁ ବିରୋଧ ବେଳେ ଜୀବନ ଗଲା । ବନ୍ଧମୁଣ୍ଡା ଥାନା ବରକାନି ଲୋକଙ୍କ ବିରୋଧ ବେଳେ ଯୁବକ ମୃତ ।
ଜେସିବି ଆଗକୁ ଜଣେ ଯୁବକ ଚାଲି ଆସିବାରୁ ଚାପି ହୋଇ ପ୍ରାଣ ହରାଇଛନ୍ତି । ଜଣଙ୍କ…
ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ପରଲୋକ ଘଟିଛି । ଶନିବାର ଭୋରରୁ ତାଙ୍କ ପରଲୋକ ଘଟିଛି । କିଛି ଦିନ ଧରି ସେ ଅସୁସ୍ଥ ଥିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।…
ଓଡ଼ିଶାରେ ଶକ୍ତିକାନ୍ତ ଦାସ, କେନ୍ଦୁଝର ଯାଇ କଲେ ମାଆ ତାରିଣୀଙ୍କ ଦର୍ଶନ
କେନ୍ଦୁଝର: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ। ସେ ଗତକାଲି ଆସି ଓଡ଼ିଶାରେ ପହଞ୍ଚିଥିଲେ।
ଆଜି କେନ୍ଦୁଝର ଘଟଗାଁ ଯାଇ ମା' ତାରିଣଙ୍କ ଦର୍ଶନ କରିଛନ୍ତି…