fbpx
Browsing Category

ରାଜ୍ୟ

ବାଲେଶ୍ୱର ଆଲଏଜ ଖଣିରେ ଅଗ୍ନିକାଣ୍ଡ, ଜଣେ ଗୁରୁତର

ବାଲେଶ୍ୱର,୨୬ ।୧୧(ଓଡିଶା ଭାସ୍କର): ବାଲେଶ୍ୱର ଜିଲ୍ଲାର କାଳିଆପାଣି ସ୍ଥିତ ଆଲଏଜ ଖଣିରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତ…

ବ୍ରହ୍ମପୁରରୁ ବସ୍ ଚଳାଚଳ ବନ୍ଦ

ବ୍ରହ୍ମପୁର,୨୬ ।୧୧(ଓଡିଶା ଭାସ୍କର): ବ୍ରହ୍ମପୁରରୁ ସମସ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ହୋଇଛି । ମରାମତି ଓ ନବୀକରଣ ପାଇଁ ସିଟି ବସଷ୍ଟାଣ୍ଡକୁ ୨ ମାସ ପର୍ଯ୍ୟନ୍ତ ବନ୍ଦ ରଖିଲା ପ୍ରଶାସନ । ମରାମତି ଶେଷ ପର୍ଯ୍ୟନ୍ତ…

ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲା, ୨୯ରେ ଜାମିନ ଆବେଦନର ଶୁଣାଣି

ଜଗତସିଂହପୁର,୨୫ା୧୧(ଓଡ଼ିଶା ଭାସ୍କର): ଜଗତସିଂହପୁର ହରିଦାସପୁରରେ ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା ଘଟିଥିଲା । ଆସନ୍ତା ୨୯ରେ ଅଭିଯୁକ୍ତ ରୂପେଶ ଭଦ୍ରଙ୍କର ଜାମିନ ଆବେଦନର ଶୁଣାଣି ହେବ ବୋଲି ସୂଚନା ମିଳିଛି । ଏହାର…

ମନୋଜ ଛାବ୍ରା ହେଲେ ସ୍ୱତନ୍ତ୍ର ଜେଲ୍ ମହାନିର୍ଦ୍ଦେଶକ

ଭୁବନେଶ୍ୱର,୨୫ା୧୧(ଓଡ଼ିଶା ଭାସ୍କର): ସ୍ପେଶାଲ ଜେଲ୍ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ମନୋଜ ଛାବ୍ରାଙ୍କୁ ଦିଆଯାଇଛି । ମନୋଜ ଛାବ୍ରା ହେଉଛନ୍ତି ୧୯୮୮ ବ୍ୟାଚ ଆଇପିଏସ । ଏବେ ମନୋଜ ସ୍ୱତନ୍ତ୍ର ସଶସ୍ତ୍ର ପୋଲିସର…

ଖରିଫ ଧାନ ସଂଗ୍ରହକୁ ନେଇ ବିବୃତି ରଖିଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର,୨୫ା୧୧(ଓଡ଼ିଶା ଭାସ୍କର): ଖରିଫ ଧାନ ସଂଗ୍ରହକୁ ନେଇ ଗୃହରେ ବିବୃତି ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି ୮ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି । ସେହି…

ଜଗତସିଂହପୁରରେ ଝିଅକୁ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ୱର,୨୫ା୧୧(ଓଡ଼ିଶା ଭାସ୍କର): ବିଧାନସଭାରେ ଜାରି ରହିଛି ଶୀତକାଳିନ ଅଧିବେଶନ । ଏହାରି ମଧ୍ୟରେ ଜଗତସିଂହପୁର ନାଉଗାଁ ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗରେ ବିଧାନସଭାରେ ହଟ୍ଟଗୋଳ ହୋଇଥିଲା । ଏନେଇ ଗୃହରେ…

ଲୋକସଂଖ୍ୟା ତୁଳନାରେ ଓଡ଼ିଶା ନାବାଳିକା ଦୁଷ୍କର୍ମରେ ପ୍ରଥମ: ନରସିଂହ

ଭୁବନେଶ୍ୱର,୨୫ା୧୧(ଓଡ଼ିଶା ଭାସ୍କର): ବିଧାନସଭାରେ ଜାରି ରହିଛି ଶୀତକାଳିନ ଅଧିବେଶନ । ବିଧାନସଭାରେ ସରକାର ଭୁଲ ତଥ୍ୟ ଦେଇଥିବା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି । ପୂର୍ବରୁ ସୁପ୍ରିମକୋର୍ଟରେ ୧୦୦୫ ଜଣଙ୍କୁ ଦୁଷ୍କର୍ମ…

ନୂଆ ଟ୍ରାଫିକ ଆଇନ ପରେ ରାଜ୍ୟରେ କମିଛି ୧୬% ଦୁର୍ଘଟଣା

ଭୁବନେଶ୍ୱର,୨୫ା୧୧(ଓଡ଼ିଶା ଭାସ୍କର): ଗତ କିଛି ମାସ ତଳେ ନୂଆ ଟ୍ରାଫିକ ନିୟମ ଲାଗୁ ହୋଇଥିଲା । ଯାହାଫଳରେ ଉଲ୍ଲଙ୍ଘନକାରୀଙ୍କୁ ୧୦ଗୁଣା ଫାଇନ ଦେବାକୁ ପଡ଼ୁଥିଲା । ଏହାପରେ ସରକାର ୩ମାସ ନିୟମକୁ କୋହଳ କରି ସବୁ ଗାଡ଼ିର…

ବଢୁଛି ସାଇବର ଅପରାଧ ମାମଲା

ଭୁବନେଶ୍ୱର,୨୫ ।୧୧(ଓଡିଶା ଭାସ୍କର): ରାଜ୍ୟରେ ବଢ଼ିବାରେ ଲାଗିଛି ସାଇବର ଅପରାଧ ମାମଲା । ଏନେଇ ଗୃହରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ଵରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ସେ…

ବିଧାନସଭାରେ ସରକାରଙ୍କ ୫ଟି କାର୍ଯ୍ୟକ୍ରମକୁ କଂଗ୍ରେସ ନେତାଙ୍କ ପ୍ରଶଂସା

ଭୁବନେଶ୍ୱର,୨୫ା୧୧(ଓଡ଼ିଶା ଭାସ୍କର): ବିଧାନସଭାରେ ଜାରି ରହିଛି ଶୀତକାଳିନ ଅଧିବେଶନ । ଆଜି ବିଧାନସଭାରେ ସରକାରଙ୍କ ୫ଟି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ସେ କହିଛନ୍ତି ୫ଟି…