Browsing Category

ରାଜ୍ୟ

ଖୁସି ଖବର : ରାଜ୍ୟରେ ଆଜି ୪୬୭୯ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୯।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪୬୭୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

ଜଳୁଛି ଓଡିଶା! ୪୨ ଡିଗ୍ରୀ ଉପରେ ୬ ସହରର ତାପମାତ୍ରା

ଭୁବନେଶ୍ୱର,୨୯ ।୪(ଓଡିଶା ଭାସ୍କର): ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଜଳୁଛି ସାରା ଓଡିଶା । ଆଜି ରାଜ୍ୟର ୬ଟି ସହରର ତାପମାତ୍ରା ୪୨ଡିଗ୍ରୀ ସେଲସିଅସ ଉପରେ ରହିଛି । ୪୩.୧ ଡିଗ୍ରୀ ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର…

ଭୁବନେଶ୍ୱରରେ ଲାଗିପାରେ କଡା କଟକଣା ! ଆଜି ୮୫୧ ପଜିଟିଭ ଚିହ୍ନଟ,ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୯।୪(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତକାଲି ରାଜଧାନୀ ଭୁବନେଶ୍ୱରରୁ ହଜାରେରୁ ଅଧିକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୮୫୧…

ମାସ୍କ ପାଇଁ ଫାଇନ ୫.୨୪ କୋଟି

ଭୁବନେଶ୍ୱର, ୨୯/୦୪: ରାଜ୍ୟରେ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ କଡାକଡି ହୋଇଛି କୋଭିଡ କଟକଣା । ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ସଟ ଡାଉନ ଭଳି କଟକଣାକୁ କଡା କଡି ଭାବରେ ପାଳନର ନିର୍ଦ୍ଧେଶ ରହିଛି । ତେବେ ଆଜି…

୭୭୨ କୋଟି ୪ ଲକ୍ଷ ଟଙ୍କାର ଟିକା ପର୍ଚେଜ ଅର୍ଡର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର, ୨୯/୦୪: ଭାରତରେ କୋଭିଡର ଦ୍ୱିତୀୟ ଲହର ସଂକ୍ରମଣରୁ ବଞ୍ଚିବା ପାଇଁ ଟିକାକରଣକୁ ବ୍ୟାପକ କରିବା ପାଇଁ ସରକାର ୧୮ ରୁ ୪୪ ବୟସ୍କ ବର୍ଗଙ୍କୁ ଟିକାକରଣରେ ସାମିଳ ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ସେପଟେ ଏହି…

ଅଭିଜିତଙ୍କ ଷ୍ଟୁଡିଓରେ ଭାଇରାଲ୍ ବୟ୍ ତୈଲୋକ୍ୟ

ଭୁବନେଶ୍ୱର, ୨୮/୪(ଓଡ଼ିଶା ଭାସ୍କର): କିଛି ଦିନ ତଳେ ମିଡିଆ ଆଗରେ ବାଇଟ୍ ଦେଇ ରାତାରାତି ଚର୍ଚ୍ଚାକୁ ଆସିଥିବା ତୈଲୋକ୍ୟ ରାୟ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । କଥାରେ କଥାରେ କହିଦେଇଥିବା କେଇ ପଦ କଅଁଳ କଥା ତାକୁ…

କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

ସମ୍ବଲପୁର ୨୯ ।୪ (ଓଡ଼ିଶା ଭାସ୍କର) :  କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ । ଦିଲ୍ଲୀରେ କାମ କରୁଥିବା ଓଡିଆ ସାମ୍ବାଦିକ ମାନଓ ରଞ୍ଜନ ଜୟପୁରିଆଙ୍କ ଆଜି ଦେହାନ୍ତ ହୋଇଛି । କରୋନା ପଜିଟିଭ ହୋଇ ମେଡିକାଲରେ…

ଭୁବନେଶ୍ୱରରେ ୪ ସରକାରୀ କାର୍ଯ୍ୟାଳୟ ସମେତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ସିଲ କଲା ବିଏମସି

ଭୁବନେଶ୍ୱର, ୨୯/୦୪: ଆଜି ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଭୁବନେଶ୍ୱରର ଚାରିଟି ସରକାରୀ ଅଫିସ ଏବଂ ଶ୍ରୀୟା ଛକ ନିକଟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ରାଞ୍ଚର କିଛି ଷ୍ଟାଫ କୋଭିଡ ପଜିଟିଭ ବହାରିବା ପରେ…

୪ଟି ପିଲାର ମା’କୁ ନେଇ ୬୦ ବର୍ଷର ବୃଦ୍ଧ ଫେରାର

କେନ୍ଦୁଝର ୨୯ ।୪ (ଓଡ଼ିଶା ଭାସ୍କର) : ଚାରିଟି ପିଲାର ମା’କୁ ନେଇ ୬୦ ବର୍ଷର ବୃଦ୍ଧ ଫେରାର । ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ମୁଣ୍ଡାସାହିରେ । ଅଜି ବ୍ୟକ୍ତି ଜଣଙ୍କ ଗାଁକୁ ଆସିଥିବା…

ଲୋକାର୍ପିତ ହେଲା “ଆମ ଜନଜାତି” ପତ୍ରିକାର ତୃତୀୟ ସଂଖ୍ୟା

ଭୁବନେଶ୍ୱର, ୨୮/୪(ଓଡ଼ିଶା ଭାସ୍କର): ଚୈତ୍ର ପୂର୍ଣ୍ଣିମା ଅବସରରେ ଓଡ଼ିଶାର ପ୍ରଥମ ନିଶୁଳ୍କ ଜନଜାତି ଡିଜିଟାଲ ପତ୍ରିକା "ଆମ ଜନଜାତି"ର ତୃତୀୟ ସଂଖ୍ୟା ଗତ ୨୭ ତାରିଖ ସନ୍ଧ୍ୟାରେ ଲୋକାର୍ପିତ ହୋଇଛି । ସାମ୍ପ୍ରତିକ…