CHARIDHAM
Browsing Category

ରାଜ୍ୟ

ଖୁସି ଖବର : ରାଜ୍ୟରେ ଆଜି ୨୪୫୨ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୩।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨୪୫୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

କରୋନାରେ ଅଣନିଃଶ୍ୱାସୀ ହେଉଛି ଭାରତ, ସଞ୍ଜୀବନୀ ଯୋଗାଉଛି ଓଡିଶା

ଭୁବନେଶ୍ୱର,୨୪ ।୪(ଓଡିଶା ଭାସ୍କର): କରୋନା ମହାମାରୀ ପୁଣି ଥରେ ହୁ ହୁ ହୋଇ ମାଡିବାରେ ଲାଗିଛି । ଏହାର ମୁକାବିଲା ପାଇଁ ଅକ୍ସିଜେନ ଓ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ନିଃଶ୍ୱାସ ନେବାରେ କଷ୍ଟ ହେଉଥିବା ଗୁରୁତର…

କରୋନା ନେଲା ୪ ସାମ୍ବାଦିକଙ୍କ ଜୀବନ !

ଭୁବନେଶ୍ୱର ୨୩ ।୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନାର ରୂପ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଏନେଇ ପ୍ରଶାସନ ଓ ଜନତା ଉଭୟ ଚିନ୍ତାରେ । ଏଥି ମଧ୍ୟରେ କରୋନା ଯୋଗୁ ୩ ଦିନରେ ୪ ଜଣ ସାମ୍ବାଦିକଙ୍କର ମୃତ୍ୟୁ…

ସଟଡାଉନ୍ ସମୟରେ ରେଳ ଷ୍ଟେସନରୁ ଗଡିବ ମୋ ବସ୍

ଭୁବନେଶ୍ୱର, ୨୩ା୪ (ଓଡିଶା ଭାସ୍କର) : ଆସନ୍ତାକାଲି ଠାରୁ ଲାଗୁ ହେବ ସପ୍ତାହାନ୍ତ ସଟଡାଉନ୍ । ଏହି ସମୟରେ ଭୁବନେଶ୍ୱରରେ ମୋ ବସର ନିୟମିତ ଯାତାୟାତ ବନ୍ଦ ରହିବାକୁ ଥିବା ବେଳେ କେବଳ ଜରୁରୀକାଳୀନ ସେବାରେ ଲାଗିବା ପାଇଁ…

ଆସନ୍ତାକାଲି ସଟଡାଉନ୍, ଟୁଇନ୍ ସିଟିର ୬୮ ପଏଣ୍ଟରେ ଚେକିଂ କଡାକଡି

ଭୁବନେଶ୍ୱର, ୨୩ା୪ (ଓଡିଶା ଭାସ୍କର) : ଆସନ୍ତାକାଲି ସଟଡାଉନ୍ ହେବାକୁ ଯାଉଥିବାରୁ ଟୁଇନ୍ ସିଟିର ୬୮ ପଏଣ୍ଟରେ ଚେକିଂ କଡାକଡି ହେବ । କଟକର ୨୫ ସ୍ଥାନରେ ଏବଂ ଭୁବନେଶ୍ୱରର ୪୩ ସ୍ଥାନରେ ନାକା ପଏଣ୍ଟରେ ଲୋକମାନଙ୍କୁ…

ଏସସିବିରେ ବଢ଼ିଲା କୋଭିଡ୍ ବେଡ୍ ସଂଖ୍ୟା

କଟକ, ୨୩ା୪ (ଓଡିଶା ଭାସ୍କର) : ଏସସିବି ମେଡିକାଲରେ କୋଭିଡ୍ ବେଡ୍ ସଂଖ୍ୟା ୫୦୦ ରେ ପହଞ୍ଚିଛି । ଏହା ପୁର୍ବରୁ ସେଠାରେ ବେଡ୍ ସଂଖ୍ୟା ୩୧୫ ଥିବା ବେଳେ ବର୍ତ୍ତମାନ ଏହା ୫୦୦ ହୋଇଯାଇଛି । ହସ୍ପିଟାଲର ନୁଆ ମେଡିସିନ୍…

ଭିଜିଲାନ୍ସ ଜାଲରେ କର୍ଲାମୁଣ୍ଡା RI

କର୍ଲାମୁଣ୍ଡା, ୨୩ା୪ (ଓଡିଶା ଭାସ୍କର): ଭିଜିଲାନ୍ସରେ ଫଶିଛନ୍ତି ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ) । କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କର୍ଲାମୁଣ୍ଡାର ଆରଆଇ ରମେଶ ବରାଳ ଲାଞ୍ଚ ନେଉଥିବା ସମୟରେ ଧରାପଡ଼ିଛନ୍ତି । ସୂଚନା…

ସପ୍ତାହନ୍ତା ସଟଡାଉନରେ ମିଳିବ ଘଣ୍ଟାଏ କୋହଳ

ଭୁବନେଶ୍ୱର ୨୩ ।୪ (ଓଡିଶା ଭାସ୍କର) : ଅସନ୍ତା କଲିଠାରୁ ଆରମ୍ଭ ହେଉଛି ସପ୍ତାହନ୍ତା ସଟଡାଉନ୍ । ଶନିବାର ଓ ରବିବାର ସମସ୍ତ ସହର ସଟଡାଉନ୍ । ଏହି ଦୁଇ ଦିନ ମିଳିବ ଘଣ୍ଟାଏ ଲେଖାଏଁ କୋହଳ । ସକାଳ ୫ ଟାରୁ ୬ଟା ଘଣ୍ଟାଏ…