CHARIDHAM
Browsing Category

ରାଜ୍ୟ

ହାଇଦର୍ ଫେରାର୍ ଘଟଣା: ୬ ପୋଲିସ୍ ଅଫିସର ସସପେଣ୍ଡ୍

ଭୁବନେଶ୍ୱର, ୧୧ା୪(ଓଡିଶା ଭାସ୍କର) : କଟକ ବଡ ଡାକ୍ତରଖାନାରୁ ଗ୍ୟାଙ୍ଗଷ୍ଟାର ହାଇଦର୍ ଫେରାର୍ ଘଟଣାରେ ସୁରକ୍ଷା ଦାୟିତ୍ୱରେ ଥିବା ୬ ଜଣ ପୋଲିସ୍ ଅଫିସରଙ୍କୁ ନିଲମ୍ବିତ କରାଯାଇଛି । ସେମାନଙ୍କ ମଧ୍ୟରେ ୫ କନେଷ୍ଟବଳ…

ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ ପୋଲିସ୍ ର ସ୍ପେଶାଲ ସ୍କ୍ୱାଡ଼୍ ଗଠନ

କଟକ  ୧୧ା୪(ଓଡିଶା ଭାସ୍କର) : କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର SCB ମେଡ଼ିକାଲରୁ ଫେରାର ହୋଇଯିବା ପରେ ଏବେଯାଏ ତାର ପତ୍ତା ମିଳିପାରି ନାହିଁ । ହାଇଦରକୁ ଧରିବା ପାଇଁ ସ୍ପେଶାଲ ସ୍କ୍ୱାଡ଼୍ ଗଠନ କର।ଯାଇ ସର୍ଚ୍ଚ ଅପରେସନ…

ରାଜ୍ୟରେ ବଢ଼ି ଚାଲିଛି କରୋନାର ଲହରୀ: ଆଜି ଚିହ୍ନଟ ହେଲେ ୧୩୭୯ ପଜିଟିଭ୍

ଭୁବନେଶ୍ୱର, ୧୧ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି…

ପୋଲିସକୁ ଚକ୍କମା ଦେଇ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର

କଟକ,୧୦ ।୪(ଓଡିଶା ଭାସ୍କର): କଟକ ଏସସିବି ମେଡିକାଲରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହୋଇଛି । ଏସସିବି ମେଡିକାଲର ସର୍ଜରୀ ବିଭାଗରୁ ହାଇଦର ଫେରାର ହୋଇଥିବା ସୂଚନା ମିଳିଛି । ସୁରକ୍ଷାକର୍ମୀଙ୍କୁ ନିଶା ଦେଇ…

ରାଜ୍ୟରେ ଆଉ ୪୦୩ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୦।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ମେ ୧୫ରୁ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିବେ ନବୀନ

ଭୁବନେଶ୍ୱର, ୧୦ା୪ (ଓଡିଶା ଭାସ୍କର): ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ଉପରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗାମୀ ମେ ୨୯ ତାରିଖ ଦିନ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ସରକାର ତାର…

ଭୁବନେଶ୍ୱରରୁ ଆଜି ପୁଣି ୧୭୧ ପଜିଟିଭ, ୫୩ ସୁସ୍ଥ

ଭୁବନେଶ୍ୱର,୧୦ ।୪(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପରିକି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି । ଆଜି ରାଜଧାନୀରୁ ପୁଣି ୧୭୧ କରୋନା ପଜିଟିଭ୍‌…

ରାୟଗଡାର ଏହି ଆପାର୍ଟମେଣ୍ଟକୁ ଅବରୋଧ ଅଞ୍ଚଳ ଘୋଷଣା କଲା ପ୍ରଶାସନ

ରାୟଗଡା,୧୦ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ପୁଣି ସକ୍ରିୟ ହେବାରେ ଲାଗିଛି । ଏହାରି ମଧ୍ୟରେ ରାୟଗଡା ରାଣୀଗୁଡା ଫାର୍ମରେ ଥିବା ସାଇ ଅମୃତା ଆପାର୍ଟମେଣ୍ଟରେ କଟକଣା ଲଗାଯାଇଛି । ଏହି ଆପାର୍ଟମେଣ୍ଟକୁ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୧୨ ଟି ସହରରେ ଜାରିରହିବ ଲକ୍-ଡାଉନ୍

ଇନ୍ଦୋର,୧୦ ।୪: ସାରା ଦେଶରେ କରୋନାର ଦ୍ୱିତୀୟ ଲହରୀ ଜାରି ରହିଛି । ଏହାରି ମଧ୍ୟରେ ମଧ୍ୟପ୍ରଦେଶର ଶିବରାଜ ସରକାର ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି । ସରକାର ୧୨ଟି…

ସାବଧାନ୍! ରାଜ୍ୟର ଏହି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ଆଶଙ୍କା

ଭୁବନେଶ୍ୱର,୧୦ ।୪(ଓଡିଶା ଭାସ୍କର): ରାଜ୍ୟରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । କାଳବୈଶାଖୀ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଝଡବର୍ଷା ହୋଇପାରେ । ଆସନ୍ତାକାଲି ସୁଦ୍ଧା ୧୬ଟି ଜିଲ୍ଲାରେ ବଜ୍ରପାତ ସହ…