fbpx
Browsing Category

ରାଜ୍ୟ

IAS ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର,୨୭ ।୧୨(ଓଡିଶା ଭାସ୍କର): IAS ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ନିରଞ୍ଜନ ସାହୁଙ୍କୁ ଉତ୍ତରାଞ୍ଚଳର ରାଜସ୍ୱ କମିସନର ଭାବେ ବଦଳି କରାଯାଇଛି । ସୁଶାନ୍ତ ମହାପାତ୍ରଙ୍କୁ ଇଷ୍ଟେଟସ୍…

କଂଗ୍ରେସ ପାଳିବ ୧୩୪ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୭ ।୧୨(ଓଡିଶା ଭାସ୍କର): ଆସନ୍ତାକାଲି ୧୩୪ତମ ପ୍ରତିଷ୍ଠା ଦିବସ ପାଳିବ କଂଗ୍ରେସ । ଏନେଇ ଭୁବନେଶ୍ୱରରୁ ବାହାରିବ ଭାରତ ବଞ୍ଚାଅ ଓ ସମ୍ବିଧାନ ବଞ୍ଚାଅ ରାଲି । ଏହି ରାଲି କଂଗ୍ରେସ ଭବନରୁ ଆରମ୍ଭ ହୋଇ…

ପ୍ରଦୀପ ମାଝୀଙ୍କ ନାଁରେ ଏତଲା

ନବରଙ୍ଗପୁର,୨୭ ।୧୨(ଓଡିଶା ଭାସ୍କର): କଂଗ୍ରେସ ନେତା ବା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନାଁରେ ଏତଲା ରୁଜୁ ହୋଇଛି । ନିଜଆଡୁ ନବରଙ୍ଗପୁର ଟାଉନ୍ ଥାନା ପୋଲିସ ଏତଲା ରୁଜୁ କରିଛି । ହିଂସାକୁ…

ଆଜି ଘୋଷଣା ହୋଇପାରେ ଯୁକ୍ତ ଦୁଇ ପରୀକ୍ଷା ତାରିଖ

ଭୁବନେଶ୍ୱର, ୨୭ା୧୨(ଓଡ଼ିଶା ଭାସ୍କର): ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା ହେବା ପରେ ଆଜି ଯୁକ୍ତ ଦୁଇ ପରୀକ୍ଷା ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି । ଅପରାହ୍ନ ସାଢ଼େ ୫ଟାରେ ତାରିଖ ଘୋଷଣା କରିପାରନ୍ତି ସିଏଚଏସଇ…

ବଟଲିଂ ପ୍ଲାଣ୍ଟ ଲୋକାର୍ପିତ

ବଲାଙ୍ଗୀର, ୨୭ା୧୨(ଓଡ଼ିଶା ଭାସ୍କର): ବଲାଙ୍ଗିରରେ ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପିତ ହୋଇଛି । ଟେଲି କନଫରେନ୍ସିଂ ଜରିଆରେ ଲୋକାର୍ପଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ । ସେହି ଉତ୍ସବରେ…

ଭିଜିଲାନ୍ସ ଜାଲରେ କୋଟିପତି ଫରେଷ୍ଟର

ବାଲିଗୁଡ଼ା, ୨୭ା୧୨(ଓଡ଼ିଶା ଭାସ୍କର): ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି ଫରେଷ୍ଟର କୈଳାଶ ଚନ୍ଦ୍ର ସାହୁଙ୍କ ବାଲିଗୁଡ଼ାର ସାତଟି ସ୍ଥାନରେ ଫୁଲବାଣୀ ଓ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।…

ଉପରାଷ୍ଟ୍ରପତିଙ୍କ ଗସ୍ତ ବାତିଲ

ଭୁବନେଶ୍ୱର, ୨୭ା୧୨(ଓଡ଼ିଶା ଭାସ୍କର): ଘନ କୁହୁଡ଼ି ଯୋଗୁଁ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡ଼ୁଙ୍କ ବଲାଙ୍ଗୀର ଗସ୍ତ ବାତିଲ ହୋଇଛି । ରାୟପୁରରେ ରହି ଫେରି ଯାଇଛନ୍ତି ଉପରାଷ୍ଟ୍ରପତି । ବିମାନବନ୍ଦରରେ ପ୍ରାୟ ୨ଘଣ୍ଟା…

ରାଜ୍ୟରେ ଶୀତ ବଢ଼ିବ, ରାତିରେ ୩ରୁ ୪ଡିଗ୍ରୀ ଖସିବ ତାପମାତ୍ରା

ଭୁବନେଶ୍ୱର, ୨୭ା୧୨(ଓଡ଼ିଶା ଭାସ୍କର): ୨୪ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶା ଉପର ଦେଇ ଟ୍ରପ୍ ଲାଇନ ଯାଇଥିବାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।…

ନୟାଗଡ଼ ଓ ମହୀପୁର ରେଳ ଲାଇନ ସମ୍ପ୍ରସାରଣ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୬ା୧୨(ଓଡ଼ିଶା ଭାସ୍କର): ନୟାଗଡ଼ ଓ ମହୀପୁର ରେଳ ଲାଇନ ସମ୍ପ୍ରସାରଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୟାଗଡ଼ ଟାଉନରୁ ୧୨ କିମି ଦୂର ମହୀପୁରକୁ ଟ୍ରେନର ଶୁଭାରମ୍ଭ ପାଇଁ ସୁଯୋଗ…