CHARIDHAM
Browsing Category

ରାଜ୍ୟ

ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୧୦ା୩ (ଓଡିଶା ଭାସ୍କର): ମାର୍ଚ୍ଚ ଶେଷ ସୁଦ୍ଧା ଛାତ୍ରଛାତ୍ରୀଙ୍କ ସମସ୍ତ କୋର୍ସ କଭର ହୋଇଯିବ । ତେଣୁ ରେଗୁଲାର କ୍ଲାସର ଆଉ ଆବଶ୍ୟକତା ନାହିଁ । ସ୍କୁଲରେ ପିଲାଙ୍କ ସଂଖ୍ୟା ଧୀରେଧୀରେ କମିବାକୁ ବସିଲାଣି ।…

ଆଜି ଶ୍ରୀମନ୍ଦିର ବଜେଟ୍

ପୁରୀ, ୧୦ା୩ (ଓଡିଶା ଭାସ୍କର): ଆଜି ଉପସ୍ଥାପିତ ହେବ ପୁରୀ ଶ୍ରୀମନ୍ଦିରର ବାର୍ଷିକ ବଜେଟ୍ । ଦିନ ୧୧ଟା ସମୟରେ ବସିବ ଅର୍ଥ ସବ୍ କମିଟି ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି…

ଲିଙ୍ଗରାଜ ମନ୍ଦିରରେ ନୀତି ବନ୍ଦ

ଭୁବନେଶ୍ୱର, ୧୦ା୩ (ଓଡିଶା ଭାସ୍କର): ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ନୀତି ବନ୍ଦ କରାଯାଇଛି । ମନ୍ଦିର ନୀତିରେ ସେବାୟତ ଅସହଯୋଗ କରିବାରୁ ଏପରି ଘଟିଥିବା କୁହାଯାଉଛି । ଜାଗର ଦିନକ ପୂର୍ବର ରୋଷ ହୋମଠାରୁ ନୀତି ବନ୍ଦ…

ଶିମିଳିପାଳ ଅଗ୍ନିକାଣ୍ଡ ପ୍ରତିବାଦ: ଆଜି ମୟୂରଭଞ୍ଜ ୯ ଘଣ୍ଟିଆ ବନ୍ଦ

ବାରିପଦା, ୧୦ା୩ (ଓଡିଶା ଭାସ୍କର): ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ପ୍ରତିବାଦରେ ଆଜି ମୟୂରଭଞ୍ଜରେ ୯ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଭଞ୍ଜ ସେନା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ଜଣାପଡ଼ିଛି । ସକାଳ…

ଆଜିଠାରୁ ବିଧାୟକଙ୍କ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର, ୧୦ା୩ (ଓଡିଶା ଭାସ୍କର): ଆଜିଠାରୁ ରାଜ୍ୟର ସମସ୍ତ ବିଧାୟକଙ୍କ କୋଭିଡ୍ ଟେଷ୍ଟ କରାଯିବ । ଦୁଇଦିନ ଧରି ବିଧାୟକଙ୍କ ଆଣ୍ଟିଜେନ ଟେଷ୍ଟ କରାଯିବ । ସକାଳ ୮ଟା ୩୦ ମିନିଟରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନମୂନା…

ପାରାଦୀପରେ ପ୍ଳାଷ୍ଟିକ୍ ପାର୍କ ପାଇଁ ଚୁକ୍ତି

ପାରାଦୀପ,୯ ।୩(ଓଡିଶା ଭାସ୍କର): ପାରାଦୀପ ରେ ଅତ୍ୟାଧୁନିକ ପ୍ଲାଷ୍ଟିକ ପାର୍କ ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ପ୍ଲାଷ୍ଟିକ ପାର୍କ ନେଇ ଇଣ୍ଡିଆନ୍ ଅଏଲ ଓ ଇଡକୋ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।…

ପ୍ରକାଶ ପାଇଲା OJS ରେଜଲ୍ଟ

ଭୁବନେଶ୍ୱର,୯ ।୩(ଓଡିଶା ଭାସ୍କର): ଓଡିଶା ଜୁଡିସିଆଲ ସର୍ଭିସ ବା ଓଜେଏସ ଚୂଡାନ୍ତ ରେଜଲ୍ଟ ଆଜି ପ୍ରକାଶ ପାଇଛି । ଓଜେଏସରେ ମୋଟ ୪୭ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କୁ ସିଭିଲ ଜଜ୍ ଭାବେ ନିଯୁକ୍ତି…

ବଡ ଖବର: ୧୫ ଓ ୧୬ରେ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର ,୯ ।୩(ଓଡିଶା ଭାସ୍କର): ମାର୍ଚ୍ଚ ୧୫ ଓ ୧୬ ତାରିଖରେ ହେବ ୨ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ । ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି । ଧର୍ମଘଟରେ ରାଜ୍ୟର…

ଟ୍ୱିନସିଟିର ଦାୟିତ୍ୱ ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେଶ୍ୱର,୯ ।୩(ଓଡିଶା ଭାସ୍କର): ନୂଆ ପୋଲିସ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ଟ୍ୱିନସିଟିର ଦାୟିତ୍ୱ ନେଇଛନ୍ତି ୧୯୯୫ ବ୍ୟାଚର ଆଇପିଏସ ଅଧିକାରୀ ସୌମେନ୍ଦ୍ର ।…

ଅଗ୍ନିଶମ ଦାୟିତ୍ୱ ନେଲେ ଏମ ଅକ୍ଷୟ

ଭୁବନେଶ୍ୱର,୯ ।୩(ଓଡିଶା ଭାସ୍କର): ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଏମ ଅକ୍ଷୟ । ଏମ ଅକ୍ଷୟ ହେଉଛନ୍ତି ୧୯୮୮ ବ୍ୟାଚର ଆଇପିଏସ ଅଧିକାରୀ । ଗତକାଲି ଅଗ୍ନିଶମ ବିଭାଗର ନୂଆ…