Browsing Category

ରାଜ୍ୟ

ଏଣିକି ଅନଲାଇନରେ EWS ଆଡମିଶନ

ଭୁବନେଶ୍ୱର,୧୯ ।୨(ଓଡିଶା ଭାସ୍କର): ଏଣିକି ଅନଲାଇନ ଜରିଆରେ EWS ପିଲାମାନେ ସ୍କୁଲରେ ଆଡମିଶନ କରିପାରିବେ । ଆର୍ଥିକ ଅନଗ୍ରସର ବର୍ଗ ପିଲାମାନେ ଅନଲାଇନରେ ଆଡମିଶନ କରିବେ । ନିର୍ଦ୍ଦିଷ୍ଟ ପୋର୍ଟାଲରେ ଆବେଦନ ସହ…

କାଲି ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର,୧୯ ।୨(ଓଡିଶା ଭାସ୍କର): ବିଧାନସଭାରେ ଦେଖିବାକୁ ମିଳିଛି ବିରୋଧୀଙ୍କ ଜୋରଦାର ହଙ୍ଗାମା । ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ହଟ୍ଟଗୋଳକୁ ଦୃଷ୍ଟିରେ ରଖି ଆସନ୍ତାକାଲି…

ବଡ ଭାଇ ନାଁରେ ସେନାରେ ସାନ ଭାଇର ଚାକିରି

ଭୁବନେଶ୍ୱର,୧୯ ।୨(ଓଡିଶା ଭାସ୍କର): ବଡ ଭାଇ ନାଁରେ ସେନାରେ ଚାକିରି କରିଥିବା ସାନ ଭାଇ ଧରାପଡିଛି । ଅଭିଯୁକ୍ତ ସାନ ଭାଇକୁ ଗିରଫ କରିଛି ଖାରବେଳ ନଗର ପୋଲିସ । ଫେକ୍ ଡକ୍ୟୁମେଣ୍ଟ ଦେଇ ଚାକିରି କରିବା ଅଭିଯୋଗରେ ସାନ…

କଳା ସାରଙ୍କ କାରନାମା: ଲକ-ଡାଉନରେ କରିଦେଲେ ଖେଳ

କଟକ,୧୯ ।୨(ଓଡିଶା ଭାସ୍କର): ରସିକିଆ କଳା ସାରଙ୍କ କାରନାମାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ସମ୍ପୃକ୍ତ ଶିକ୍ଷକ ଜଣେ କି ୨ଜଣ ନୁହେଁ, ବରଂ ୪ ଜଣଙ୍କୁ ବିବାହ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।…

ସାବଧାନ୍! ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,୧୯ ।୨(ଓଡିଶା ଭାସ୍କର): ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆସନ୍ତାକାଲି ଯାଏଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ୧୧ଟି ଜିଲ୍ଲାଗୁଡିକ…

କୋଟିଆ ପରେ କାଶୀନଗରରେ ଚାଲିଛି ଆନ୍ଧ୍ରର ରାସ୍ତା ନିର୍ମାଣ

ଗଜପତି,୧୯ ।୨(ଓଡିଶା ଭାସ୍କର): କୋଟିଆ ପରେ ଏବେ ଗଜପତି କାଶୀନଗର ବ୍ଲକର ୬ ମାଇଲରେ ଦାଦାଗିରି ଚଳାଇଛି ଆନ୍ଧ୍ର । ଆନ୍ଧ୍ରର ଆଳତି ଗାଁ ନିକଟରେ ଓଡିଶା ସୀମାରେ ଚାଲିଛି ରାସ୍ତା ନିର୍ମାଣ । ରାସ୍ତା ନିର୍ମାଣ କାମ ବନ୍ଦ…

ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା

ଭୁବନେଶ୍ୱର,୧୯ ।୨(ଓଡିଶା ଭାସ୍କର): ମୟୂରଭଞ୍ଜ ଜିଲ୍ଲାର ସାରକଣାଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି…

ଜେଲରେ ଲାଗିବ କିଓସ୍କ

ଭୁବନେଶ୍ୱର, ୧୯ା୨ (ଓଡିଶା ଭାସ୍କର): ରାଜ୍ୟର ସବୁ ଜେଲରେ କଏଦୀଙ୍କ ପାଇଁ ଲାଗିବ କିଓସ୍କ ମେସିନ୍ । ଏହି ମେସିନ୍ ଜରିଆରେ ମାମଲାର ବିଚାର ଓ ଜାମିନ ଆବେଦନର ସ୍ଥିତି ବିଷୟରେ କଏଦୀମାନେ ଜାଣିପାରିବେ । କାରଗାର ଓ…

ରାଜ୍ୟରେ ଆଜି ପୁଣି ୫୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୧୯ା୨ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୫୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୧ ଓ ସ୍ଥାନୀୟ ଅଞ୍ଚଳରୁ…

କୋଟିଆ ପ୍ରସଙ୍ଗ: ଓଡ଼ିଶାକୁ ୨୮ ଦିନ ସମୟ ଦେଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର, ୧୯ା୨ (ଓଡିଶା ଭାସ୍କର): କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗକୁ ନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଜି ବିଚାରପତି ଏଏସ୍ ଖାନୱିଲକର ଓ ଦୀନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠ ଏହି…