Browsing Category
ରାଜ୍ୟ
ଦୁଷ୍କର୍ମ ଅଭିଯୋଗରେ ବଳଙ୍ଗା ଥାନା ଏଏସଆଇ ଅଟକ
ପିପିଲି, ୩ା୧(ଓଡ଼ିଶା ଭାସ୍କର): ପୁଣି ଖାକି ବର୍ଦ୍ଦିରେ କଳଙ୍କ । ବଳଙ୍ଗା ଥାନା ଏଏସଆଇଙ୍କ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ । ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ବଳଙ୍ଗା ଥାନା ଏଏସଆଇ ଅଟକ…
୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ !
ଭୁବନେଶ୍ୱର, ୩ା୧(ଓଡ଼ିଶା ଭାସ୍କର): ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ୧୧ଜିଲ୍ଳା ପାଇଁ ୟୋଲୋ…
ବସ୍-ଟ୍ରକ ମୁହାଁମୁହିଁ ,୨ମୃତ ଓ ୨୮ଆହତ
ଭଦ୍ରକ, ୩ା୧(ଓଡ଼ିଶା ଭାସ୍କର): ଭଦ୍ରକ ବନ୍ତଛକରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଥିବା ଓଭରବ୍ରିଜ ଉପରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ତୀର୍ଥଯାତ୍ରୀ ବସ୍ ସହ ଟ୍ରକ ମୁହାଁମୁହିଁ ହୋଇଛି । ଯାହା ଫଳରେ…
ଭିଡ଼ିଓ କନଫରେନ୍ସିଂ ଜରିଆରେ ବୌଦ୍ଧ ମହୋତ୍ସବକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨ା୧(ଓଡ଼ିଶା ଭାସ୍କର): ଆଜି ବୌଦ୍ଧ ମହୋତ୍ସବ ଉଦଘାଟିତ ହୋଇ ସାରିଛି । ଲୋକସେବା ଭବନରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ବୌଦ୍ଧ ମହୋତ୍ସବ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ବୌଦ୍ଧ…
ଓଡିଶାକୁ ‘କୃଷି କର୍ମଣ’ ପୁରସ୍କାର
ତୁମୁକୁରୁରୁ,୨ ।୧: ଓଡିଶାକୁ କୃଷି କର୍ମଣ ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୃଷି କ୍ଷେତ୍ରରେ ଅବଦାନ ପାଇଁ ଓଡିଶା ପୁରସ୍କୃତ ହୋଇଛି । କୋଟିଏ ଟଙ୍କାର ସୁରସ୍କାର ଗ୍ରହଣ କଲେ କୃଷିମନ୍ତ୍ରୀ…
ମଧ୍ୟପ୍ରଦେଶ ଫେରିଯିବ ସୁନ୍ଦରୀ!
ଭୁବନେଶ୍ୱର, ୨ା୧(ଓଡ଼ିଶା ଭାସ୍କର): ବାଘୁଣୀ ସୁନ୍ଦରୀକୁ ଫେରାଇ ଦେବାକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି । ଏନେଇ ମଧ୍ୟପ୍ରଦେଶ ସରକାରଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି । ସୁନ୍ଦରୀକୁ ଯେକୌଣସି ସମୟରେ ଫେରାଇ ନେବେ…
ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨ା୧(ଓଡ଼ିଶା ଭାସ୍କର): ୩୩ତମ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ଉଦଘାଟିତ ହୋଇଛି । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ଏହି ମହୋତ୍ସବ ହେବ…
ଅନ୍ତର୍ଜାତୀୟ ହକିରୁ ସୁନୀତାଙ୍କ ସନ୍ନ୍ୟାସ
ନୂଆଦିଲ୍ଲୀ,୨ ।୧: ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ସୁନୀତା ଲାକ୍ରା । ସୁନୀତା ହେଉଛନ୍ତି ଭାରତୀୟ ଟିମର ଓଡିଆ ଖେଳାଳି । ଆଣ୍ଠୁରେ ଆଘାତ ଯୋଗୁଁ ଅନ୍ତର୍ଜାତୀୟ ହକିରୁ ସୁନୀତା ସନ୍ନ୍ୟାସ ନେଇଥିବା ଜଣାପଡିଛି ।…
ପୁଣି ନକଲି ଘିଅ କମ୍ପାନୀ ଠାବ ଲକ୍ଷାଧିକ ଟଙ୍କାର ଘିଅ ଜବତ
କଟକ, ୩୦ା୧୧ (ଓଡିଶା ଭାସ୍କର): କଟକ ଜିଲ୍ଲା ନକଲି ଘିଅ କମ୍ପାନୀର ପେଣ୍ଠସ୍ଥଳ ପାଲଟିଛି । ପୂର୍ବରୁ ଜଗତପୁର ଅଞ୍ଚଳରୁ ନକଲି ଘିଅ କମ୍ପାନୀକୁ ଠାବ କରାଯାଇଥିବା ବେଳେ ଆଜି ପୁଣି ଏକ ନକଲି ଘିଅ କମ୍ପାନୀରେ ସିଏମ୍ସି ଓ…
ରାଜ୍ୟରେ ୨୫୦ ମହିଳା ଏସପିଓ ନିଯୁକ୍ତ
ଭୁବନେଶ୍ୱର,୨ ।୧(ଓଡିଶା ଭାସ୍କର): ମହିଳାଙ୍କ ସୁରକ୍ଷା ପାଇଁ ନୂଆ ପଦକ୍ଷେପ ନେଇଛି କମିସନରେଟ୍ ପୋଲିସ । ୨୫୦ ଜଣ ମହିଳାଙ୍କୁ ସ୍ୱତନ୍ତ୍ର ପୋଲିସ ଅଧିକାରୀ ବା ଏସପିଓ ଭାବେ ନିଯୁକ୍ତ କରାଯାଇଛି । ଭୁବନେଶ୍ୱର କଲେଜ…