Browsing Category
ରାଜ୍ୟ
ଡ୍ରାମା କରୁଛି ବିଜେପି: ବିଜେଡି
ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ସମ୍ବଲପୁରରେ ବିଜେପିର ଚାଷୀ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେପି ଡ୍ରାମା କରୁଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ସେ କହିଛନ୍ତି ଯେ,…
ସଞ୍ଜୟ ନାୟକ ରେଭେନ୍ସାର ନୂଆ କୁଳପତି
କଟକ,୨୨ ।୧(ଓଡିଶା ଭାସ୍କର): ପ୍ରଫେସର ସଞ୍ଜୟ କୁମାର ନାୟକ ରେଭେନ୍ସାର ନୂଆ କୁଳପତି ହୋଇଛନ୍ତି । ସଞ୍ଜୟ ନାୟକଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ସଞ୍ଜୟଙ୍କୁ ୪ ବର୍ଷ ପାଇଁ ନିଯୁକ୍ତ ଦେଇଛନ୍ତି…
ଫେବ୍ରୁଆରୀ ମଧ୍ୟଭାଗରେ ବଜେଟ୍ ଅଧିବେଶନ
ଭୁବନେଶ୍ୱର, ୨୨ା୧ (ଓଡିଶା ଭାସ୍କର): ପ୍ରଥମ ଥର ପାଇଁ ଅନଲାଇନରେ ଚାଲିବ ବିଧାନସଭା । ଅନଲାଇନରେ ବିଧାୟକମାନେ ପ୍ରଶ୍ନ ପଚାରିବେ ଓ ଉତ୍ତର ପାଇବେ । ବିଧାୟକଙ୍କ ମୋବାଇଲକୁ ପ୍ରଶ୍ନର ଉତ୍ତର ଯିବ । ନାଭା ଆପ୍ ଜରିଆରେ…
ସିଏଚସି ଓ ପିଏଚସିରେ ସପ୍ତାହକୁ ୩ ଦିନ ଟିକା
ଭୁବନେଶ୍ୱର, ୨୨ା୧(ଓଡିଶା ଭାସ୍କର) : ସପ୍ତାହକ ଭିତରେ କୋଭାକ୍ସିନର ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ ରାଜ୍ୟକୁ ଆସିବ । କେବଳ ଭୁବନେଶ୍ୱରରେ କୋଭାକ୍ସିନ୍ ଟିକା ଦିଆଯିବ । ସିଏଚସି ଓ ପିଏଚସି ଗୁଡିକରେ ୩ ଦିନ ଟିକା ଦିଆଯିବ…
ଆଇପିଏଲରେ ଚମକିବେ ଓଡ଼ିଆ: ୬ ଜଣ ଖେଳାଳିଙ୍କ ନାମ ସୁପାରିଶ
ଭୁବନେଶ୍ୱର, ୨୨ା୧ (ଓଡିଶା ଭାସ୍କର): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଏଣିକି ଓଡ଼ିଆ ଖେଳାଳିଙ୍କ ଜଲୱା ଦେଖିବାକୁ ମିଳିବ । ଆଇପିଏଲ ପାଇଁ ୬ ଓଡ଼ିଆ ଖେଳାଳିଙ୍କ ନାମ ସୁପାରିଶ କରାଯାଇଛି । ଓଡ଼ିଶା କ୍ରିକେଟ…
୧୧ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍
ନବରଙ୍ଗପୁର, ୨୨ା୧ (ଓଡିଶା ଭାସ୍କର): ପୁଣି ସୁନାଗହଣା ଲୁଟ୍ ହୋଇଛି । କିଛିଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କ ଘରୁ ଡକାୟତମାନେ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ କରିଥିଲେ । ଆଜି ନବରଙ୍ଗପୁରରୁ ୧୧ ଲକ୍ଷ ଟଙ୍କାର…
ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଚଳିତ ବର୍ଷ ନିଜ ସ୍କୁଲରେ ପରୀକ୍ଷା ଦେବେ ମାଟ୍ରିକ୍ ପରୀକ୍ଷାର୍ଥୀ
ଭୁବନେଶ୍ୱର, ୨୨ା୧ (ଓଡିଶା ଭାସ୍କର): ସମସ୍ତ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥୀ ନିଜ ସ୍କୁଲରେ ପରୀକ୍ଷା ଦେବେ । ଅନ୍ୟ ସ୍କୁଲକୁ ଯାଇ ପରୀକ୍ଷା ଦେବାକୁ ଆଉ ପଡ଼ିବ ନାହିଁ…
ଅନ୍ତର୍ଜାତୀୟ ମାନର ହେବ କୋଣାର୍କ ଅଞ୍ଚଳ
କୋଣାର୍କ,୨୧ ।୧(ଓଡିଶା ଭାସ୍କର): କୋଣାର୍କ ଐତିହ୍ୟ ଅଞ୍ଚଳର ବିକାଶ ପାଇଁ ଚିଠା ଯୋଜନା ପ୍ରସ୍ତୁତ ହୋଇଛି । ଭିତ୍ତିଭୂମିକୁ ଅନ୍ତର୍ଜାତୀୟ ମାନର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ଚିଠା…
SAAW ର ସଫଳ ପରୀକ୍ଷଣ
ଭୁବନେଶ୍ୱର,୨୧ ।୧: ଓଡିଶା ଉପକୂଳରେ ସ୍କାର୍ଟ ଆଣ୍ଟି ଏୟାରଫିଲ୍ଡ ଅସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । SAAW ର ପରୀକ୍ଷା କରିଛି ହିନ୍ଦୁସ୍ତାନ ଏରୋନାଟିକ୍ସ ଲିମିଟେଡ-HAL । Hawk-i ବିମାନରୁ ଛଡାଗଲା DRDOଓ ଦ୍ୱାରା…
ପୁଣି ରିମାଣ୍ଡରେ ଯିବ କିଡନୀ ଠକ
ଭୁବନେଶ୍ୱର,୨୧ ।୧(ଓଡିଶା ଭାସ୍କର): କିଡନୀ କେଳେଙ୍କାରୀ ଘଟଣାରେ ପୁଣି ୩ ଦିନିଆ ରିମାଣ୍ଡରେ ଯିବ ଅଭିଯୁକ୍ତ ହିମାଂଶୁ ଭୂଷଣ । ଅଭିଯୁକ୍ତ ହିମାଂଶୁ ନନ୍ଦଙ୍କୁ ଆଉ ୩ ଦିନିଆ ରିମାଣ୍ଡରେ ନେବାକୁ ମିଳିଛି ଅନୁମତି ।…