Browsing Category

ରାଜ୍ୟ

ପରୀ ମାମଲା: ବ୍ରେନ୍ ମ୍ୟାପିଂ ପାଇଁ ଅଭିଯୁକ୍ତ ଅମଙ୍ଗ

ନୟାଗଡ,୧୩ ।୧(ଓଡିଶା ଭାସ୍କର):ନୟାଗଡ ଯଦୁପୁରର ବହୁଚର୍ଚ୍ଚିତ ‘ପରୀ’ ହତ୍ୟା ମାମଲାରେ ବ୍ରେନ୍ ମ୍ୟାପିଂ ପାଇଁ ମନା କରିଛି ନାବାଳକ ଅଭିଯୁକ୍ତ । ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଅଭିଯୁକ୍ତ ବ୍ରେନ୍ ମ୍ୟାପିଂ ପାଇଁ…

ଛତ୍ରପୁରର ଗୋଟିଏ ସ୍ଥାନରେ ୩ଟି ଦୁର୍ଘଟଣା, ଡ୍ରାଇଭର ମୃତ

ଗଞ୍ଜାମ,୧୩ ।୧(ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲା ତାମ୍ପରା ଏନଏଚ-୧୬ରେ ଦୁର୍ଘଟଣା ପରେ ଦୁର୍ଘଟଣା ଘଟିବାରେ ଲାଗିଛି । ମାତ୍ର କିଛି ଘଣ୍ଟାର ବ୍ୟବଧାନରେ ଗୋଟିଏ ଜାଗାରେ ୩ଟି ଦୁର୍ଘଟଣା ହୋଇଥିବା ଜଣାପଡିଛି । ସକାଳେ…

ସବୁ ଜିଲ୍ଲାକୁ ଗଲା କୋଭିସିଲ୍ଡ ଟିକା

ଭୁବନେଶ୍ୱର,୧୩ ।୧(ଓଡିଶା ଭାସ୍କର): ଓଡିଶା ରାଜ୍ୟ ଟିକା ଭଣ୍ଡାରରୁ ସବୁ ଜିଲ୍ଲାକୁ ପଠାଯାଇଛି କୋଭିସିଲ୍ଡ ଟିକା । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମସ୍ତ ଜିଲ୍ଲାକୁ ସ୍ୱତନ୍ତ୍ର ବାକ୍ସରେ ଠିକା ପଠାଯାଇଛି ।…

ଚାଇନିଜ୍ ମାଞ୍ଜା ବ୍ୟାନ୍: CMC

କଟକ,୧୩ ।୧(ଓଡିଶା ଭାସ୍କର): ୧୪ ତାରିଖ ମକର ସଂକ୍ରାନ୍ତି ଗୁଡି ଉଡାରେ ଚାଇନିଜ୍ ମାଞ୍ଜାକୁ ବ୍ୟାନ୍ କରାଯାଇଛି । କାଚ ଲଗାଇ ପ୍ରସ୍ତୁତ ହେଉଥିବା ସମସ୍ତ ପ୍ରକାର ସୂତା ମଧ୍ୟ ବ୍ୟାନ୍ କରାଯାଇଛି । ଗୁଡି ସୂତାରେ…

ରାଜ୍ୟରେ ଆଜି ୨୧୦ ପଜିଟିଭ୍ ଚିହ୍ନଟ, ୧ ମୃତ

ଭୁବନେଶ୍ୱର,୧୩।୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୨୧୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୨ ଜଣ ଓ ସ୍ଥାନୀୟ ଅଞ୍ଚଳରୁ…

ବାସହରାଙ୍କୁ ଖାଦ୍ୟ ବଣ୍ଟନରେ ଲାଗିଲା କଟକଣା

ଭୁବନେଶ୍ୱର, ୧୩ା୧ (ଓଡିଶା ଭାସ୍କର): ଭୁବନେଶ୍ୱରରେ ରହୁଥିବା ବାସହରାଙ୍କୁ ଏଣିକି କେହି ଖାଦ୍ୟ ବଣ୍ଟନ କରିପାରିବେ ନାହିଁ । ଏନେଇ ବିଏମସି ପକ୍ଷରୁ ଅନୁମତି ଆଣିବାକୁ ପଡ଼ିବ । ଲୋକଙ୍କ ଖାଦ୍ୟ ବଣ୍ଟନ ନ କରି ବିଏମସି…

ଜଳିଗଲା ୯ କୋଟିର ଗଞ୍ଜେଇ: ୨ ଜଣଙ୍କ ନାଁରେ ମାମଲା ରୁଜୁ

ରାୟଗଡ଼ା, ୧୩ା୧ (ଓଡିଶା ଭାସ୍କର): ରାୟଗଡ଼ାରେ ୯ କୋଟିରୁ ଅଧିକ ମୂଲ୍ୟର ଗଞ୍ଜେଇ ଗଛ ଜଳିଯାଇଛି । ତେବେ ୮୦ ଏକର ବିଶିଷ୍ଟ ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ ରାୟଗଡ଼ା ପୋଲିସ ନଷ୍ଟ କରିଥିବା ଜଣାପଡ଼ିଛି । ରାୟଗଡ଼ା…

ପରୀ ଘଟଣା: ବ୍ରେନମ୍ୟାପିଂ ଆବେଦନର ଶୁଣାଣି ଆଜି

ନୟାଗଡ଼, ୧୩ା୧ (ଓଡିଶା ଭାସ୍କର): ନୟାଗଡ଼ ଶିଶୁକନ୍ୟା ପରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ବ୍ରେନମ୍ୟାପିଂ ଶୁଣାଣି କରାଯିବ । ତେବେ ଏହି ଶୁଣାଣି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହେବ ବୋଲି ଜଣାପଡ଼ିଛି । ପୂର୍ବରୁ…

ଦେଶରେ ଦିନକରେ ୨୦୨ ମୃତ, ୧୫ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୧୩ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୦୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୧ ହଜାର ୫୨୯କୁ ବୃଦ୍ଧି ପାଇଛି । ଦିନକରେ ୧୫ ହଜାର ୯୬୮ ଜଣ ଆକ୍ରାନ୍ତ ହୋଇଥିବା…

ଦୁର୍ଘଟଣା: ଟ୍ୟାଙ୍କର ଓ ପୋଲିସ ଭ୍ୟାନ ଓଲଟି ୬ ଆହତ

ଛତ୍ରପୁର, ୧୩ା୧ (ଓଡିଶା ଭାସ୍କର): ଛତ୍ରପୁରରେ ଏକ ପୋଲିସ ଭ୍ୟାନ ଓଲଟି ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି । ଜଣେ ବାଇକ ଆରୋହୀଙ୍କ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଆହତମାନଙ୍କୁ…