Browsing Category

ରାଜ୍ୟ

୧୦ରୁ ମାଟ୍ରିକ ଫର୍ମ ଫିଲ୍-ଅପ୍‌

ଭୁବନେଶ୍ୱର, ୬ ।୧(ଓଡିଶା ଭାସ୍କର): ରାଜ୍ୟରେ ସ୍କୁଲ ଖୋଲିବା ପାଇଁ ଘୋଷଣା ହେବ ପରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ବାହାରିଛି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।…

ସିଧାସଳଖ ଓଡିଶା ଆସିବ ଟିକା

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): ଆସନ୍ତା ୧୦ ଦିନ ଭିତରେ ଟିକାକାରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଟିକାକରଣ ପାଇଁ ଓଡିଶା ସମେତ ୧୯ଟି ରାଜ୍ୟକୁ ସିଧାସଳଖ ଟିକା ଆସିବ ।…

ଚାଷୀ ପାଇଲେ ୪୫୩୮ କୋଟି ଟଙ୍କା: ରଣେନ୍ଦ୍ର

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): କରୋନା ସଙ୍କଟ ମଧ୍ୟରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୬ ଲକ୍ଷ ୪୮ ହଜାର ୪୭୪ ମ୍ୟାଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି । ଯାହାକି ଗତବର୍ଷ ତୁଳନାରେ ୨୪ ପ୍ରତିଶତ ଅଧିକ ରହିଛି ।…

ରାସ୍ତାରେ ଟଙ୍କା ବିଡ଼ା: ମିଳିନାହିଁ ମାଲିକଙ୍କ ପରିଚୟ

ଭୁବନେଶ୍ୱର, ୬ା୧ (ଓଡିଶା ଭାସ୍କର): ରାସ୍ତାରେ ପଡ଼ିଛି ଟଙ୍କା ବିଡ଼ା । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ରାଜଧାନୀର ଗଙ୍ଗନଗର ଛକରୁ ଦେଢ଼ ଲକ୍ଷ ଟଙ୍କା ପୋଲିସ ଜବତ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି…

ରାଜ୍ୟରେ ଆଜି ୨୩୧ ପଜିଟିଭ୍ ଚିହ୍ନଟ, ମୃତ୍ୟୁ ସଂଖ୍ୟା ଶୂନ୍

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): ରାଜ୍ୟରେ ୬ ମାସ ପରେ କରୋନା ମୃତ୍ୟୁ ସଂଖ୍ୟା ଶୂନ୍ ରହିଛି । ୨୪ ଘଣ୍ଟା ମଧ୍ୟରେ କୌଣସି କୋଭିଡ ମୃତ୍ୟୁ ହୋଇନି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଲିଙ୍ଗରାଜ ଦର୍ଶନ: ବୟସସୀମା ନେଇ ହଟିଲା କଟକଣା

ଭୁବନେଶ୍ୱର, ୬ା୧ (ଓଡିଶା ଭାସ୍କର): ଏଣିକି ସର୍ବସାଧାରଣ କରିପାରିବେ ଲିଙ୍ଗରାଜଙ୍କ ଦର୍ଶନ । ଲିଙ୍ଗରାଜଙ୍କ ଦର୍ଶନ ପାଇଁ ପୂର୍ବରୁ ବୟସସୀମା ନେଇ ଲଗାଯାଇଥିବା ପ୍ରତିବନ୍ଧକକୁ ଉଠାଇ ଦିଆଯାଇଛି । ଏଣିକି ସବୁ ବୟସର ଲୋକ…

ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକା ବାଧ୍ୟତାମୂଳକ ନୁହେଁ: ଡିଏମଇଟି

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): କେନ୍ଦ୍ର ସୂଚନା ଅନୁସାରେ ଆଗାମୀ ୧୦ ଦିନ ଭିତରେ ଓଡିଶାରେ ପହଞ୍ଚିବ ଟିକା । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି ଯେ, ‘ଟିକା ପହଞ୍ଚିବା…

RSP ରେ ବିଷାକ୍ତ ଗ୍ୟାସ୍ ଲିକ୍: ୨ ମୃତ

ରାଉରକେଲା,୬ ।୧(ଓଡିଶା ଭାସ୍କର): ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଘଟିଛି ଅଘଟଣ । ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବା କାରଣରୁ ଚାଲିଯାଇଛି ୨ ଜୀବନ । ଆଇଜିଏଚ୍ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ୨ ଶ୍ରମିକ ମୃତ ।…

୧୧ରୁ ଖୋଲିବ ଉତ୍କଳ ବିଶ୍ବବିଦ୍ୟାଳୟ , କୋଭିଡ ନେଗେଟିଭ ରିପୋର୍ଟ ନଥିଲେ ହଷ୍ଟେଲ ମନା

ଭୁବନେଶ୍ୱର,୫ ।୧(ଓଡିଶା ଭାସ୍କର):ରାଜ୍ୟ ର ପ୍ରମୁଖ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟ ଜାନୁଆରି ୧୧ ତାରିଖ ରେ ଖୋଲିବା ନେଇ ପ୍ରସ୍ତୁତି ଚାଲିଛି । ସବୁ ବିଭାଗର ମୁଖ୍ୟ ଓ ହଷ୍ଟେଲ ଅଧୀକ୍ଷକଙ୍କ ସହ ବୈଠକ ପରେ…

ଫାୟାର ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ ।୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଫାୟାର ପାର୍କର ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ମୁଖ୍ୟମନ୍ତ୍ରୀ ଅଗ୍ନିଶମ ସେବାର ୱେବସାଇଟ ବି ଲୋକାର୍ପଣ କରିଛନ୍ତି ।…