Browsing Category

ରାଜ୍ୟ

ରାଜ୍ୟରେ କମୁଛି ତାପମାତ୍ରା, ବଢୁଛି ଶୀତ: ୧୫ ଡିଗ୍ରୀ ତଳେ ୪ ସହର

ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର): ରାଜ୍ୟରେ ତାପମାତ୍ରା କମିବାରେ ଲାଗିଛି, ଫଳରେ ଶୀତ ପ୍ରକୋପ ବଢିବାରେ ଲାଗିଛି । ୧୫ ଡିଗ୍ରୀ ସେଲସିଅସ ତଳେ ରହିଛି ୪ ସହରର ତାପମାତ୍ରା । ୧୧ ଡିଗ୍ରୀ ସହ ସୋନପୁର ହୋଇଛି ରାଜ୍ୟର…

ଆଜି ଆଉ ୯୦୮ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୭।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୯୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୨୭ ।୧୧(ଓଡିଶା ଭାସ୍କର): ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ । ଏ ପ୍ରସଙ୍ଗରେ…

ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଲୁଟିନେଲେ ଟଙ୍କା

ବାରିପଦା,୨୭ ।୧୧(ଓଡିଶା ଭାସ୍କର): ରାଜ୍ୟରେ ବଢିଚାଲିଛି ଲୁଟପାଟ୍ । ଏହାରି ମଧ୍ୟରେ ବାରିପଦାରେ ଜଣେ ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ବେତନଟୀ ବଜାରରେ ବ୍ୟବସାୟୀଙ୍କୁ ଆକ୍ରମଣ କରି…

ବାପା,ପୁଅଙ୍କୁ ବାନ୍ଧିନେଲା ଭିଜିଲାନ୍ସ

ଭୁବନେଶ୍ୱର, ୨୭ ।୧୧(ଓଡିଶା ଭାସ୍କର): ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଉଭୟ ଗିରଫ ହୋଇଛନ୍ତି । ଉଭୟଙ୍କୁ ଗିରଫ ପରେ…

ବିଧାନସଭା ସମ୍ମୁଖରେ ପୁଣି ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର,୨୭ ।୧୧(ଓଡିଶା ଭାସ୍କର): ବିଧାନସଭା ସାମ୍ନାରେ ୩ ଜଣ ଚାଷୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଆଠଗଡର ୩ ଚାଷୀ ନିଜ ଦେହରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି । କିରୋସିନି ଢାଳିବା…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ସୁନ୍ଦରଗଡ,୨୭ ।୧୧(ଓଡିଶା ଭାସ୍କର): ସୁନ୍ଦରଗଡରେ ଭିଜିଲାନ୍ସ ଜାଲରେ ଫସିଲେ ୱେସକୋ ଯନ୍ତ୍ରୀ । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଧରାପଡିଛନ୍ତି କନିଷ୍ଠ ଯନ୍ତ୍ରୀ । ଲାଞ୍ଚ ନେଉଥିବା ବେଳେ ୱେସକୋର ସବଡେଗା ସେକସନର…

ଆସନ୍ତାକାଲି ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି

ଭୁବନେଶ୍ୱର,୨୭ ।୧୧(ଓଡିଶା ଭାସ୍କର): ନୟାଗଡର ‘ପରୀ’ ମାମଲାକୁ ନେଇ ବିଧାନସଭା ହୁଲସ୍ତୁଲ । ବିଧାନସଭାରେ ନିଜ ଜିଦରେ ଅଟଳ ରହି ନାରାବାଜି କରିଛନ୍ତି ବିଜେପି ସଦସ୍ୟ । ପରୀ ମାମଲାରେ ମନ୍ତ୍ରୀଙ୍କ ବହିଷ୍କାର ଓ ସିବିଆଇ…

ଠକେଇକୁ ଅଭୟଙ୍କ ଅସ୍ୱୀକାର, କହିଲେ- ପୁଅର ଦରମା ମାସକୁ କୋଟିଏ

ଭୁବନେଶ୍ୱର, ୨୭ ।୧୧(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ପଡିଥିବା ଆଇଏଫଏସ ଅଭୟକାନ୍ତ ପାଠକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କ୍ୟାପିଟାଲ ହସ୍ପିଟାଲରେ ଚାଲିଛି । ଅଭୟଙ୍କ ସହ ତାଙ୍କ ପୁଅ ଆକାଶ ପାଠକଙ୍କର ମଧ୍ୟ ସ୍ୱାସ୍ଥ୍ୟ…

ପରୀ ମୃତ୍ୟୁ ମାମଲା: SIT ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭ ।୧୧(ଓଡିଶା ଭାସ୍କର): ନୟାଗଡ ଜିଲ୍ଲାର ‘ପରୀ’ ମୃତ୍ୟୁ ମାମଲାର ଏସଆଇଟି ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ ଆଜି ବିଧାନସଭାରେ ଘୋଷଣା…