Browsing Category
ରାଜ୍ୟ
ଓଡ଼ିଶାରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଚିଠି
ଭୁବନେଶ୍ୱର,୨୫।୧୧(ଓଡିଶା ଭାସ୍କର): ରାଜ୍ୟରେ ଦ୍ବିତୀୟ AIIMS ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରଜେଶ ଭୂଷଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସୁନ୍ଦରଗଡ଼ ଜିଲ୍ଲାରେ AIIMS…
ଭିଜିଲାନ୍ସ ଜାଲରେ IFS ଅଫିସର
ଭୁବନେଶ୍ୱର,୨୫।୧୧(ଓଡିଶା ଭାସ୍କର): IFS ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି ।୧୯୮୭ ବ୍ୟାଚ୍ର IFS ଅଭୟ ଅତିରିକ୍ତ PCCF ଅଛନ୍ତି । ଓଡ଼ିଶା ସମେତ ମହାରାଷ୍ଟ୍ର ଓ ବିହାରରେ ଏକକାଳୀନ ଚଢ଼ାଉ ହୋଇଛି ।…
ଦୃଷ୍ଟିହୀନ ଝିଅକୁ ସାହାଯ୍ୟର ପ୍ରତିଶ୍ରୁତି ଦେଲେ କାଲିମେଳା ତହସିଲଦାର ।
ମାଲକାନଗିରି,୨୪/୧୧ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତଣ୍ଡାବାଇ ପଞ୍ଚାୟତ ଅନ୍ତର୍ଗତ ଏମ ଭି ୭୯ ର ବସନ୍ତି ଦାସ, ବୟସ ପାଖାପାଖି ୨୩ ବର୍ଷ। ପିଲାଟି ବେଳୁ ହାଡଫୁଟି ଜନିତ ରୋଗରେ ପୀଡ଼ିତ ହୋଇ ଦୁଇଟି ଯାକ ଆଖି…
ଆଜି ଆଉ ୬୪୮ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୨୪।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୬୪୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
ଏଣିକି ରାତିରେ କାରଖାନାରେ କାମ କରିପାରିବେ ମହିଳା
ଭୁବନେଶ୍ୱର,୨୪ ।୧୧(ଓଡିଶା ଭାସ୍କର): ଏଣିକି କାରଖାନାରେ ରାତିରେ ମହିଳାମାନେ କାର୍ଯ୍ୟ କରିପାରିବେ । ଏନେଇ ବିଧାନସଭାରେ ପାରିତ ହୋଇଛି ଇଡକୋ ସଂଶୋଧନ ବିଲ୍ । ଶିଳ୍ପାଞ୍ଚଳ ଭିତ୍ତିଭୂମି ସହ ସାମାଜିକ ଭିତ୍ତିଭୂମିର…
କରୋନା ଖର୍ଚ୍ଚର ହିସାବ ଦେଲେ ସରକାର
ଭୁବନେଶ୍ୱର,୨୪ ।୧୧(ଓଡିଶା ଭାସ୍କର): କରୋନା ଖର୍ଚ୍ଚର ହିସାବ ଦେଇଛନ୍ତି ସରକାର । କରୋନା ପରୀକ୍ଷା, ମୁକାବିଲା ଓ ରୋଗୀଙ୍କ ମାଗଣା ଚିକିତ୍ସା ଖର୍ଚ୍ଚର ହିସାବ ସରକାର ଦେଇଛନ୍ତି । କରୋନା ରୋଗୀଙ୍କ ପାଇଁ ୨୨୩ କୋଟି ୮୭…
ଡମ୍ପର ଧକ୍କାରେ ଚାଲିଗଲା ୬ ଜୀବନ
ନୟାଗଡ,୨୪ ।୧୧(ଓଡିଶା ଭାସ୍କର): ନୟାଗଡ ଜିଲ୍ଲା ଶରଣକୂଳରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଡମ୍ପର ଧକ୍କାରେ ଚାଲିଯାଇଛି ୬ ଜୀବନ । ନୟାଗଡରୁ ବଡଗାଁ ଯାଉଥିବା ବେଳେ ଡମ୍ପରଟି ପଥଚାରୀଙ୍କ ଉପରକୁ ମାଡିଯାଇଥିଲା…
ପରୀ ମୃତ୍ୟୁ ମାମଲାରେ ବାଚସ୍ପତିଙ୍କ ରୁଲିଂ, କାଲି ଉତ୍ତର ରଖିବେ ମନ୍ତ୍ରୀ
ଭୁବନେଶ୍ୱର,୨୪ ।୧୧(ଓଡିଶା ଭାସ୍କର): ପରୀ ମୃତ୍ୟୁ ପ୍ରସଙ୍ଗରେ ଗୃହରେ ବାଚସ୍ପତି ସୂର୍ଯ୍ୟ ନାରାୟଣଙ୍କ ରୁଲିଂ । ପରୀ ମୃତ୍ୟୁ ଓ ବାପା, ମା’ଙ୍କ ଆତ୍ମହତ୍ୟ ଉଦ୍ୟମ ପ୍ରସଙ୍ଗରେ ରୁଲିଂ ହୋଇଛି । ବାଚସ୍ପତି କହିଛନ୍ତି ଯେ,…
ପ୍ରଧାନମନ୍ତ୍ରୀଙ୍କ କୋଭିଡ ସ୍ଥିତି ସମୀକ୍ଷା, ଜାଣନ୍ତୁ କ’ଣ କହିଲେ?
ନୂଆଦିଲ୍ଲୀ,୨୪ ।୧୧: ଦେଶ ଓ ରାଜ୍ୟର କୋଭିଡ ସ୍ଥିତି ଆଜି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ‘କରୋନାର ଚତୁର୍ଥ ପର୍ଯ୍ୟାୟରେ ଏବେ ଆମେ…
ନାଗାର୍ଜୁନ ବେଶ ନେଇ କ’ଣ ରହିଛି ନିଷ୍ପତ୍ତି?
ପୁରୀ,୨୪ ।୧୧(ଓଡିଶା ଭାସ୍କର): ନାଗାର୍ଜୁନ ବେଶ ପ୍ରସ୍ତୁତି ନେଇ ଶ୍ରୀମନ୍ଦିର ପ୍ରଶାସନର ବୈଠକ ଶେଷ ହୋଇଛି । ବୈଠକ ପରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସୂଚନା ଦେଇ କହିଛନ୍ତି ଯେ, ‘କୋଭିଡ଼ କଟକଣା ଯୋଗୁଁ ଭକ୍ତ…