Browsing Category

ରାଜ୍ୟ

ଆଜିଠାରୁ ସମ୍ବଲପୁରରେ ଦ୍ୱିତୀୟ ପର୍ଯ୍ୟାୟ ସଟଡାଉନ

ସମ୍ବଲପୁର, ୨୬/୭(ଓଡିଶା ଭାସ୍କର): ରାଜ୍ୟରେ ମହାମାରୀ କରୋନା ବ୍ୟାପିବାରେ ଲାଗିଛି । ତେଣୁ କରୋନା ମୁକାବିଲା ନେଇ ବିଭିନ୍ନ ଜିଲ୍ଲାରେ ବହୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଦୁଇଟି ପର୍ଯ୍ୟାୟରେ ୧୦ଦିନ ପାଇଁ…

ଖୁସି ଖବର: ରାଜ୍ୟରେ ଆଉ ୭୨୮ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୫ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୭୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୫ ହଜାର ୯୨୮…

ବୀଣାପାଣି ମହାନ୍ତିଙ୍କୁ ଅତିବଡୀ ସମ୍ମାନ

ଭୁବନେଶ୍ୱର,୨୫ ।୭(ଓଡିଶା ଭାସ୍କର): ଗାଳ୍ପିକ ବୀଣାପାଣି ମହାନ୍ତି ପାଇଲେ ଅତିବଡି ଜଗନ୍ନାଥ ଦାସ ପୁରସ୍କାର । ୨୦୧୯ ମସିହା ପାଇଁ କଟକ ବାସଭବନରେ ତାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି । ସାହିତ୍ୟ ଏକାଡେମୀର ୬୩ତମ…

ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ସୂଚନା, କଣ କହିଲେ ଜାଣନ୍ତୁ

ଭୁବନେଶ୍ୱର, ୨୫ା୭(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ କ୍ରମାଗତ ଭାବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଆଜି ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର…

କଟକ ସହରରୁ ଆଜି ୩୫ ପଜିଟିଭ ଚିହ୍ନଟ

କଟକ, ୨୫ା୭(ଓଡ଼ିଶା ଭାସ୍କର): ଆଜି କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ସହରର ୩୫ଜଣ ହୋଇଥିବା ସୂଚନା ମିଳିଛି । ଚିହ୍ନଟ ହୋଇଥିବା ୩୫ଜଣଙ୍କ ମଧ୍ୟରୁ ସରକାରୀ କ୍ୱାରେଣ୍ଟିନରୁ ୬, ହୋମ…

ରାଜଧାନୀରେ ପୁଣି ବାହାରିଲେ ପଜିଟିଭ୍, ଆଜି ନୂଆ ୧୧୧ ଚିହ୍ନଟ

ଭୁବନେଶ୍ୱର,୨୫ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ମାଡିଚାଲିଥିବା ବେଳେ ଭୁବନେଶ୍ୱରେ ସ୍ଥିତି ସଙ୍ଗୀନ ରହିଛି । ଏହାରି ମଧ୍ୟରେ ଆଜି ୧୧୧ ଜଣ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୬୨ ଜଣ ଓ…

ଜୁଲାଇ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

କଟକ, ୨୫ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆତଙ୍କ ଯୋଗୁଁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ସବୁ ବନ୍ଦ ରହିଥିଲା । ଏହା ସହ କୌଣସି ପରୀକ୍ଷା ଫଳ ପ୍ରକାଶ ମଧ୍ୟ ପାଇପାରୁ ନଥିଲା ।…

କୋରାପୁଟରେ କୋଭିଡ ସେଣ୍ଟର ଉଦଘାଟିତ

କୋରାପୁଟ,୨୫ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ବଢି ବଢି ଚାଲିଛି । ଏହାରି ମଧ୍ୟରେ କୋରାପୁଟ ଅନ୍ୱେଷା କେନ୍ଦ୍ରରେ କୋଭିଡ ସେଣ୍ଟର ଉଦଘାଟିତ ହୋଇଯାଇଛି । ୭୦ ଶଯ୍ୟା ବିଶିଷ୍ଟ କୋଭିଡ ସେଣ୍ଟରର…

ବିଧାୟକ ସୁର ରାଉତରାୟଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର, ୨୫ା୭(ଓଡ଼ିଶା ଭାସ୍କର): କଂଗ୍ରେସ ଭବନରେ ଭୋଜିଭାତ କରିବା ମହଙ୍ଗା ପଡ଼ିଛି । ଭୋଜିଭାତ କରିବା ପ୍ରସଙ୍ଗରେ ଆଜି ବିଧାୟକ ସୁର ରାଉତରାୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କରୋନା ସତର୍କତା ନେଇ ରାଜ୍ୟ…