Browsing Category

ରାଜ୍ୟ

ୟୁଜି ଓ ପିଜି ଶେଷ ସେମିଷ୍ଟରକୁ ନେଇ ଅରୁଣ ସାହୁଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୨୪ା୮(ଓଡ଼ିଶା ଭାସ୍କର):ମହାମାରୀ କରୋନା ପାଇଁ ପ୍ରାୟ ସବୁ ପରୀକ୍ଷା ବାତିଲ କରାଯାଇଛି । ଏହାରି ମଧ୍ୟରେ ୟୁଜି ଓ ପିଜିର ଶେଷ ସେମିଷ୍ଟରକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖି…

ମିନି ଟ୍ରକ ଧକ୍କାରେ ଦମ୍ପତ୍ତି ମୃତ

ଖୋର୍ଦ୍ଧା, ୨୪ା୮(ଓଡ଼ିଶା ଭାସ୍କର): ଖୋର୍ଦ୍ଧା ଜଙ୍କିଆ ଥାନା ସିକୋ କଲେଜ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ମିନି ଟ୍ରକ ସହ ଏକ ବାଇକ ଧକ୍କା ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ବାଇକରେ ଯାଉଥିବା…

ପ୍ରବଳ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି, ଜାଣନ୍ତୁ କେଉଁ ତାରିଖରେ କେଉଁ କେଉଁ ଜିଲ୍ଲା

ଭୁବନେଶ୍ୱର, ୨୪ା୮(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଘୂର୍ଣ୍ଣିବଳୟର ରୂପ ନେଇଛି । ଏହା ପ୍ରଭାବରେ ଆଜିଠାରୁ କେତେକ ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଛି । ଏହାସହ କେତେକ…

ସକିଲର ୩ ସହଯୋଗୀକୁ ବାନ୍ଧିନେଲା ପୋଲିସ

କଟକ,୨୪ ।୮(ଓଡିଶା ଭାସ୍କର): କଟକରେ କୁଖ୍ୟାତ ଅପରାଧୀ ସକିଲର ୩ ସହଯୋଗୀଙ୍କୁ ବାନ୍ଧିନେଇଛି ପୋଲିସ । ବଟି ମାଗୁଥିବା ବେଳେ ଗିରଫ କରିଛି ବାଦାମବାଡି ପୋଲିସ । ଜେଲରେ ରହି ମଧ୍ୟ ବଟି ମାଗିବାକୁ ସକିଲ କହିଥିଲା । ଜଣେ…

କରୋନା ଆତଙ୍କ: ଘରୁ ପାଠ ପଢ଼ାଇବେ ଦିବ୍ୟାଙ୍ଗ ଅଧ୍ୟାପକ

ଭୁବନେଶ୍ୱର, ୨୪ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମହାମାରୀ କରୋନା ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବେଶ ପ୍ରଭାବ ପଡ଼ିଛି । ତେଣୁ ଅନଲାଇନ ମାଧ୍ୟମରେ…

ଦିଅର ଟାଙ୍ଗିଆ ଚୋଟରେ ଭାଉଜ ମୃତ

ଢ଼େଙ୍କାନାଳ, ୨୪ା୮(ଓଡ଼ିଶା ଭାସ୍କର): ଢ଼େଙ୍କାନାଳ ଜିଲ୍ଲା ସ୍ଥିତ ଭୁବନ ଥାନା ଅନ୍ତର୍ଗତ ଭୂଷଳ ପଞ୍ଚାୟତର ଅସୁରବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଦିଅର ଟାଙ୍ଗିଆରେ ହାଣି ଭାଉଜର ହତ୍ୟାକାଣ୍ଡ କରିଥିବା…

ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ମାମଲା, ୪ଜଣଙ୍କ ଲାଏ ଡିଟେକସନ ଟେଷ୍ଟ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର, ୨୪ା୮(ଓଡ଼ିଶା ଭାସ୍କର): ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ କେତେ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ମାମଲାର ପର୍ଦ୍ଦାଫାସ ହୋଇ ପାରିନାହିଁ । ଏହି ମାମଲାର ବର୍ତ୍ତମାନ ଖୋଳତାଡ଼ କରୁଛି…

ଆଜି ପୁଣି ରାଜ୍ୟରେ ୧୦ ଜୀବନ ନେଲା କରୋନା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୨୮ ।୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୨୯୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦…

ବଡ ଖବର: ଆଜି ରାଜ୍ୟରେ ୨୯୪୯ ପଜିଟିଭ୍ ଚିହ୍ନଟ, ରେକର୍ଡ ସଂଖ୍ୟାରେ କଟକ

ଭୁବନେଶ୍ୱର,୨୪ ।୮(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି୨୯୪୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୨୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ…

ରିଙ୍କୁ ସ୍ୱାଇଁ ହତ୍ୟା ମାମଲାରେ ୫ ଗିରଫ

ଭୁବନେଶ୍ୱର,୨୪ ।୮(ଓଡିଶା ଭାସ୍କର): ଭୁବନେଶ୍ୱର ଗୌଡପଡିଆର ରିଙ୍କୁ ସ୍ୱାଇଁଙ୍କ ହତ୍ୟାକାଣ୍ଡ ମାମଲାରେ ପୋଲିସକୁ ମିଳିଛି ବଡ ସଫଳତା । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଶୁଭରାଜ ମହାରଣା ସହ ୫ ଜଣଙ୍କୁ ପୋଲିସ ଗିରଫ…