Browsing Category

ରାଜ୍ୟ

ନୂଆଁଖାଇ ପାଇଁ ସଟଡାଉନ୍ କୋହଳ

ରାଉରକେଲା,୨୧ ।୮(ଓଡିଶା ଭାସ୍କର): ନୂଆଁଖାଇ ଓଡିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । କିନ୍ତୁ କରୋନା ପାଇଁ ଚଳିତ ବର୍ଷ ବେଶି ଧୁମଧାମରେ ଏହାର ପାଳନ କରାଯିବ ନାହିଁ । କିନ୍ତୁ ସଟଡାଉନକୁ କୋହଳ କରାଯିବ ।…

ଗଞ୍ଜାମକୁ ଟପିବ ଭୁବନେଶ୍ୱର! ଆଜି ୩୨୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୨୧ା୮(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି…

ଓଡିଶା ଲୋକସେବା ଆୟୋଗରେ ୨ ସଦସ୍ୟ ନିଯୁକ୍ତ

ଭୁବନେଶ୍ୱର,୨୧ ।୮(ଓଡିଶା ଭାସ୍କର): ଓଡିଶା ଲୋକସେବା ଆୟୋଗରେ ଆଜି ୨ ସଦସ୍ୟଙ୍କୁ ନିଯୁକ୍ତ କଲେ ସରକାର । ଅବସରପ୍ରାପ୍ତ ଆଇଏଏସ ବିଭୂତି ଭୂଷଣ ପଟ୍ଟନାୟକଙ୍କୁ ଓପିଏସସିର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି । ସେହିପରି…

ରାଜ୍ୟର ଆଉ ଜଣେ ବିଧାୟକଙ୍କୁ କରୋନା, ଜାଣନ୍ତୁ କିଏ?

ଭଦ୍ରକ,୨୧ ।୮(ଓଡିଶା ଭାସ୍କର): ସାରା ରାଜ୍ୟରେ ଏବେ କରୋନାର ପ୍ରକୋପ ବଢି ବଢି ଚାଲିଛି । ସାଧାରଣ ଜନତାଙ୍କ ସମେତ ବହୁ ନେତା, ମନ୍ତ୍ରୀମାନେ ବି ଏହାର କବଜାକୁ ଆସିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଭଦ୍ରକ ବିଧାୟକ…

ଦୂତିଙ୍କୁ ମିଳିବ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ,୨୧ ।୮: ଚଳିତ ବର୍ଷ ପାଇଁ କ୍ରୀଡ଼ା ପୁରସ୍କାର ଘୋଷଣା କରିଛି କ୍ରୀଡା ମନ୍ତ୍ରାଳୟ । ଓଡ଼ିଶାର ଦୌଡ଼ ରାଣୀ ଦୂତୀ ଚାନ୍ଦଙ୍କୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ମିଳିବ। ଦୂତୀ ଓ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କ…

ଆସନ୍ତା ୨୩ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା, ୯ଜିଲ୍ଲାରେ ପ୍ରବଳ ବର୍ଷିବ! ଜାଣନ୍ତୁ କେଉଁ କେଉଁ ଜିଲ୍ଲା

ଭୁବନେଶ୍ୱର, ୨୧ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଗତ ୧୯ ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ପ୍ରବଳ ବର୍ଷା ଜାରି ରହିଥିଲା । ଏହାରି ମଧ୍ୟରେ ପୁଣି ଆସନ୍ତା ୨୩ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି…

ବର୍ଷା ବିତ୍ପାତରେ ୫ଜଣଙ୍କର ମୃତ୍ୟୁ ଘଟିଛି: ଏସଆରସି

ଭୁବନେଶ୍ୱର, ୨୧ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ପ୍ରଭାବରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷା ପାଇଁ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିଛି । ଏହି ବର୍ଷା ବିତ୍ପାତରେ ରାଜ୍ୟରେ…

ଦେଶରେ ଦୈନିକ କରୋନା ଟେଷ୍ଟିଂରେ ଓଡିଶା ଦ୍ୱିତୀୟ

ନୂଆଦିଲ୍ଲୀ, ୨୧ ।୮: ସାରା ଦେଶରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଅଧିକ ଟେଷ୍ଟିଂ ଦ୍ୱାରା ହିଁ ଏହି ମହାମାରୀର ମୁକାବିଲା କରାଯାଇପାରିବ । ଏନେଇ…

ଭିିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

ଫୁଲବାଣୀ,୨୧ ।୮(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଫୁଲବାଣୀ ଜିଲା କୋଷାଗାରର ବରିଷ୍ଠ କିରାଣୀ ଅରୁପ କୁମାର ମିଶ୍ର । ୩ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଛି ବ୍ରହ୍ମପୁର ଡିଭିଜନ୍ ଭିଜିଲାନ୍ସ ।…

କୂଅ ଭିତରୁ ୩ ମୃତଦେହ ଉଦ୍ଧାର

କୋରାପୁଟ, ୨୧ା୮(ଓଡ଼ିଶା ଭାସ୍କର): କୋରାପୁଟ ଜିଲ୍ଲା ସ୍ଥିତ କୋଟପାଡ଼ ୮ନଂ ୱାର୍ଡ଼ରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ଏକ କୂଅରୁ ଦୁଇ ପିଲାଙ୍କ ସହ ମାଆର ମୃତଦେହ ଉଦ୍ଧାର କରାଯାଇଛି । ଦୁଇ ପିଲାଙ୍କ…