Browsing Category

ରାଜ୍ୟ

ସେପ୍ଟେମ୍ବର ୩୦ରୁ ପିଜି ଏକକ ପ୍ରବେଶିକା ପରୀକ୍ଷା ଆରମ୍ଭ

ଭୁବନେଶ୍ୱର, ୧୦ା୮(ଓଡ଼ିଶା ଭାସ୍କର): କରୋନା ପାଇଁ ରାଜ୍ୟରେ ସମସ୍ତ ୟୁନଭର୍ସିିଟି, କଲେଜ ଓ ସ୍ୱୁଲ ସହ ପରୀକ୍ଷା ବନ୍ଦ ଥିଲା । ତେଣୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବେଶ ପ୍ରଭାବ ପକାଉଛି । କିନ୍ତୁ ଏହାରି ମଧ୍ୟରେ ପିଜିରେ…

କଟକ ସହରରୁ ଆଜି ୫୩ କରୋନା ଆକ୍ରାନ୍ତ ଚିହ୍ନଟ

କଟକ, ୧୦ା୮(ଓଡ଼ିଶା ଭାସ୍କର): କଟକ ଜିଲ୍ଲାରୁ ଆଜି ୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୩ ଜଣ କଟକ ସହରର ହୋଇଥିବା ଜଣାପଡ଼ିଛି । ୫୩ ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ୪୩ ଓ…

ରିମାଣ୍ଡରେ ଯିବେ ବିବାଦୀୟ ଅଡ଼ିଓ ଭାଇରାଲ ପ୍ରସଙ୍ଗରେ ଗିରଫ ହୋଇଥିବା ଦୁଇ ଜଣ

ଭୁବନେଶ୍ୱର, ୧୦ା୮(ଓଡ଼ିଶା ଭାସ୍କର): ଏକ ଘରୋଇ ଟିଭି ଚ୍ୟାନେଲ ଦ୍ୱାରା କୋଭିଡ଼ ଚିକିତ୍ସା ସମ୍ପର୍କିତ ଏକ ବିବାଦୀୟ ଅଡ଼ିଓ ପ୍ରସାରଣ ହୋଇଥିଲା । ଏହି ପ୍ରସଙ୍ଗରେ ଦୁଇ ଜଣଙ୍କୁ ଆଜି ଗିରଫ କରିଛି କମିଶନରେଟ ପୋଲିସ ।…

ଗଣଶିକ୍ଷା ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: ୫୬ ହଜାର ଶିକ୍ଷକଙ୍କୁ ମିଳିବ ପଦୋନ୍ନତି

ଭୁବନେଶ୍ୱର,୧୦ ।୮(ଓଡିଶା ଭାସ୍କର): ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ରାଜ୍ୟର ୫୬ ହଜାର ଶିକ୍ଷକଙ୍କୁ ମିଳିବ ପଦୋନ୍ନତି । ଅଗଷ୍ଟ ସୁଦ୍ଧା ଶିକ୍ଷକଙ୍କ ପଦୋନ୍ନତି ନେଇ…

ଅଗଷ୍ଟ ୧୨ ପ୍ରକାଶ ପାଇବ +୨ ବିଜ୍ଞାନ ରେଜଲ୍ଟ

ଭୁବନେଶ୍ୱର,୧୦ ।୮(ଓଡିଶା ଭାସ୍କର): କରୋନା ଭାଇରସ୍ ଯୋଗୁଁ ପାଠପଢା ସହ ଖାତାଦେଖାରେ ଅଧିକ ପ୍ରଭାବ ପଡୁଛି । କିନ୍ତୁ ଏହାି ମଧ୍ୟରେ ଖାତାଦେଖା ଜାରି ରହିଛି । ଅଗଷ୍ଟ ୧୨ ତାରିଖରେ +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ…

ବିବାଦୀୟ ଅଡ଼ିଓ ଭାଇରାଲ ପ୍ରସଙ୍ଗରେ ଦୁଇ ଗିରଫ

ଭୁବନେଶ୍ୱର, ୧୦ା୮(ଓଡ଼ିଶା ଭାସ୍କର): ଏକ ଘରୋଇ ଟିଭି ଚ୍ୟାନେଲ ଦ୍ୱାରା ପ୍ରସାରଣ ହୋଇଥିଲା ବିବାଦୀୟ ଅଡ଼ିଓ । ଏହି ପ୍ରସଙ୍ଗରେ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ କରାଯାଇଥିବା ଦୁଇ ଜଣଙ୍କୁ ପଚରା ଉଚରା…

ଭିଜିଲାନ୍ସ ଜାଲରେ ଡିଏଫଓ

ବାଲୁଗାଁ,୧୦ ।୮(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ଚିଲିକା ୱାଇଲ୍ଡଲାଇଫ୍ ଡିଭିଜନ ବାଲୁଗାଁ ଡିଏଫଓ । ବାଲୁଗାଁ ଡିଏଫଓଙ୍କ ନାମ ଆଲୋକ ରଞ୍ଜନ ହୋତା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି…

ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ କଣ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ଜାଣନ୍ତୁ

କଟକ, ୧୦ା୮(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେଣୁ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସବୁ ଧର୍ମାନୁଷ୍ଠାନକୁ ବନ୍ଦ ରଖିବାକୁ କଟକଣା ଜାରି…

୨୪ ଘଣ୍ଟାରେ ୪ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ଼

ଭୁବନେଶ୍ୱର, ୧୦ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ପ୍ରଭାବରେ ଚାରିଆଡ଼େ ପ୍ରବଳ ବର୍ଷା ହୋଇଛି । ଏହା ପ୍ରଭାବରେ ଗତ ୨୪ଘଣ୍ଟାରେ ରାଜ୍ୟର ୪ଟି ସ୍ଥାନରେ ପ୍ରବଳ ବର୍ଷା ହେବାର ରେକର୍ଡ଼ କରାଯାଇଛି । ୪ଟି ସ୍ଥାନ ତଥା…

ରାଜ୍ୟରେ ଆଜି ସର୍ବାଧିକ ୧୪ ପ୍ରାଣ ନେଲା କରୋନା

ଭୁବନେଶ୍ୱର,୧୦ ।୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୧୫୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୪…