Browsing Category
ରାଜ୍ୟ
କନ୍ଧମାଳ ଗସ୍ତରେ ପୋଲିସ ଡିଜି ଅଭୟ
କନ୍ଧମାଳ,୨୩ ।୭(ଓଡିଶା ଭାସ୍କର): ଏନକାଉଣ୍ଟରେ ୨ ମାଓବାଦୀ ନିହତ ହେବା ପରେ ଆଜି କନ୍ଧମାଳ ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ଅଭୟ । ମାଓ ଅପରେସନ ନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏନେଇ ବୈଠକ ମଧ୍ୟ ହୋଇଛି । ମୃତ…
ଭୁବନେଶ୍ୱରରେ ମାଡିଗଲା କରୋନା ! ଆଜି ପୁଣି ୨୪୮ ପଜିଟିଭ ଚିହ୍ନଟ
ଭୁବନେଶ୍ୱର,୨୪ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ମାଡିଚାଲିଥିବା ବେଳେ ଏଥିରୁ ବାଦ୍ ପଡିନି । ଗଞ୍ଜାମ ପରେ ଭୁବନେଶ୍ୱରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ମଧ୍ୟରେ ଆଜି ପୁଣି ୨୪୮ ଜଣ…
ଆଇଏଏସ ଚଞ୍ଚଲ ରାଣାଙ୍କୁ ନୂଆ ଦାୟିତ୍ୱ
ଭୁବନେଶ୍ୱର,୨୪ା୭(ଓଡ଼ିଶା ଭାସ୍କର): ଆଇଏଏସ ଚଞ୍ଚଲ ରାଣାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ସେ ଏବେ ମୟୁରଭଞ୍ଜ ଡ଼ିଆରଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକ ଅଛନ୍ତି । ତାଙ୍କୁ କରୋନା ମୁକାବିଲାରେ ସମ୍ବଲପୁର ଜିଲ୍ଳାପାଳଙ୍କୁ ସହଯୋଗ…
ୟୁଜି/ ପିଜି ପରୀକ୍ଷାକୁ ନେଇ ପୁଣି ଚିଠି
ଭୁବନେଶ୍ୱର, ୨୪ା୭(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟରେ କରୋନା ସ୍ଥିତି ବର୍ତ୍ତମାନ ଗମ୍ଭୀର ରହିଛି । କରୋନା ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି । ଏହାସହ ସ୍କୁଲ, କଲେଜ, ପରୀକ୍ଷା ସବୁକୁ ବନ୍ଦ…
କରୋନାକୁ ନେଇ ଗଞ୍ଜାମ ସ୍ଥିତି ସାଙ୍ଘାତିକ, ଜାଣନ୍ତୁ କ’ଣ କହିଲେ ଜିଲ୍ଲାପାଳ?
ଭୁବନେଶ୍ୱର,୨୪ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ତୀବ୍ର ଭାବେ ମାଡି ଚାଲିଥିବା ବେଳେ ଏଥିରେ ବେଶି ପ୍ରଭାବିତ ହେୁଛି ଗଞ୍ଜାମ ଜିଲ୍ଲା । କରୋନା ସ୍ଥିତି ନେଇ ଗଞ୍ଜାମ ଜିଲ୍ଲାପାଳ ଆୟୋଜିତ ଏକ ସାମ୍ବାଦିକ…
ରାଜ୍ୟରେ ଆଉ ଜଣେ ବିଧାୟକଙ୍କୁ କରୋନା
ଭୁବନେଶ୍ୱର, ୨୪ା୭(ଓଡ଼ିଶା ଭସ୍କର): ରାଜ୍ୟରେ କରୋନା ସଂକ୍ରମଣରୁ କେହି ବି ବାଦ ପଡ଼ୁନାହାନ୍ତି । ଏହାରି ମଧ୍ୟରେ ରାଜ୍ୟରେ ଆଜି ଆଉ ଜଣେ ବିଧାୟକଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । ପୋଲସରା ବିଧାୟକ ଶ୍ରୀକାନ୍ତ…
Four-day shutdown declared in Jeypore Muncipality area
Due to rising cases of Coronavirus, the Koraput district administration has imposed a four-day shutdown in the Jeypore Municipality area starting from midnight today.
However,…
ବିଧାନସଭାରେ କରୋନା: ୫ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨୪ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ମାଢି ଚାଲିଥିବା ବେଳେ ସେଥିରୁ ବାଦ୍ ପଡିନି ବିଧାନସଭା । ଆଜି ବିଧାନସଭାର ୫ କର୍ମଚାରୀ କରୋନାରେ ଚିହ୍ନଟ ହୋଇଛନ୍ତି । ୫ କର୍ମଚାରୀଙ୍କ ସଂସ୍ପର୍ଶରେ…
ଖୁସି ଖବର: ରାଜ୍ୟରେ ପ୍ଲାଜମା ଥେରାପିରେ ସୁସ୍ଥ ହେଲେ କରୋନା ରୋଗୀ
ଭୁବନେଶ୍ୱର, ୨୪ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛି । ଏହାରି ମଧ୍ୟରେ ଆଶା ବଢ଼ାଇଛି ପ୍ଲାଜମା ଥେରାପି । ଓଡ଼ିଶାରେ ପ୍ଲାଜମା ଥେରାପି ସଫଳ ହୋଇଛି ।…
ବଡ଼ ଖବର: ରାଜ୍ୟରେ ଆଜି ୬ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୧୨୦କୁ ବୃଦ୍ଧି
ଭୁବନେଶ୍ୱର, ୨୩ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୮ଜିଲ୍ଲାରୁ ସର୍ବାଧିକ ୧୫୯୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ଜଣଙ୍କ ଜୀବନ ନେଇଛି କରୋନା ଭାଇରସ । ମୃତ୍ୟୁ ହୋଇଥିବା ୬ଜଣଙ୍କ ମଧ୍ୟରୁ ୩ଜଣ ଗଞ୍ଜାମରୁ,…