Browsing Category

ରାଜ୍ୟ

ମାଟ୍ରିକ ଖାତା ଦେଖା ପ୍ରସଙ୍ଗ, ଗଣଶିକ୍ଷା ବିଭାଗକୁ ମାଧ୍ୟମିକ ଶିକ୍ଷା ବୋର୍ଡ଼ର ଚିଠି

କଟକ, ୪ା୫(ଓଡ଼ିଶା ଭାସ୍କର): ଆଜି ମାଟ୍ରିକ ଖାତା ଦେଖା ପ୍ରସଙ୍ଗରେ ଗଣଶିକ୍ଷା ବିଭାଗକୁ ମାଧ୍ୟମିକ ଶିକ୍ଷା ବୋର୍ଡ଼ ଚିଠି ଲେଖିଛି । ମାଟ୍ରିକ ଖାତା ଦେଖା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି ।…

ପ୍ରବାସୀ ଓଡ଼ିଆଙ୍କୁ ଚେତାବନୀ, କାଲି ମୁଖ୍ୟଶାସନ ସଚିବ ଆଜି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୪ା୫(ଓଡ଼ିଶା ଭାସ୍କର): ରାଜ୍ୟ ବାହରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ରାଜ୍ୟକୁ ଫେରୁଥିବା ପ୍ରତ୍ୟେକ ଓଡ଼ିଆ ଆମ ନିଜର ।…

ଚିନ୍ତାରେ ସେଲୁନବାଲା,ଦେଢ଼ମାସ କଇଁଚୀ ଖୂର ନବାଜି ଚୁଟିଦାଢ଼ି ଜଟ

ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର): ଲକ ଡାଉନକୁ ପୁରିଲା ୪୫ ଦିନ । ଆଜିଠୁ ଲକଡାଉନ ୩.୦ ଆରମ୍ଭ ହେଲା । ହେଲେ ଏହି ତୃତୀୟ ପର୍ଯ୍ୟାୟରେ କିଛି କ୍ଷେତ୍ରକୁ କୋହଳ କରିଛନ୍ତି ସରକାର । ମଦ ଦୋକାନ ସହ,ପାନ ଓ ସେଲୁନ ଦୋକାନ…

ରାଜ୍ୟ ବାହାରେ ଫସିଥିବା ପ୍ରବାସୀଙ୍କ ରାଜ୍ୟ ଫେରନ୍ତା ଖର୍ଚ୍ଚ ଉଠାଇବ କଂଗ୍ରେସ

ନୂଆଦିଲ୍ଲୀ, ୪ା୫: ଦେଶରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । ଏନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ତେଣୁ ଅନେକ ପ୍ରବାସୀ ବାହାର ରାଜ୍ୟରେ ଫସି ରହିଛନ୍ତି । ଏନେଇ ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ଗସ୍ତ…

ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର, ୪ା୫(ଓଡ଼ିଶା ଭାସ୍କର): ଆଜି ରାଜ୍ୟରେ ସୁନ୍ଦରଗଡ଼ରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆକ୍ରାନ୍ତ ଜଣକର ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ରାଉରକେଲା ନାଲା ରୋଡ଼ର…

କ୍ୱାରେଣ୍ଟିନ ସେଣ୍ଟରରେ ଟିକଟକ, ୭ ଜଣଙ୍କ ନାଁରେ ଏତଲା

ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର): ରାଜ୍ୟ ବାହାରେ ଫସିରହିଥିବା କହିଲେ । ଘରକୁ ଫେରିବାକୁ ଆକୂଳ ବିକଳ ହେଲେ । ହେଲେ ରାଜ୍ୟକୁ ଫେରିବା ପରେ ବାହାରୁଛି ନଖରାମି । କେଉଁଠି ଭାତ ଡାଲମା ନଖାଇବାର ଯିଦ ତ ଆଉ କେଉଁଠି…

ପାଇଖନାରେ କ୍ୱାରେଣ୍ଟିନ ହେଲେ ଶ୍ରମିକ ସ୍ୱାମୀ ସ୍ତ୍ରୀ,ଖାଇବା ବି ସେଇଠି ଖାଇଲେ

ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର): କ୍ୱାରେଣ୍ଟିନରେ ରଖିବାକୁ ଯାଗା ମିଳିଲାନି । ଶୈାଚାଳୟରେ ରଖିଲେ । ଖାଦ୍ୟ ବି ସେଠି ପରଷାଗଲା । ଆଉ ବାଧ୍ୟରେ ଖାଇଲେ ଶ୍ରମିକ ଦମ୍ପତ୍ତି । ଏଭଳି ଚାଂଚଲ୍ୟକର ଖବର ଆସିଛି…

ରଥ ଗଡିବ ନା ନାହିଁ ? ଆଜି ନିଷ୍ପତ୍ତି !

ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର):ଆସୁଛି ରଥଯାତ୍ରା । ହେଲେ ଏଥର ରଥଯାତ୍ରା ହେବ କି ନାହିଁ ତାହା ଏଯାଏ ଚୁଡାନ୍ତ ହୋଇପାରୁନାହିଁ । ଲକଡାଉନର ଅବଧି ବୃଦ୍ଧି କରାଯାଇଥିବାରୁ ରଥନିର୍ମାଣ କାମ ବ୍ୟାଧିତ ହୋଇଛି । ଗତ ୨୬…

ବଡଧରଣ କାଳବୈଶାଖୀ ବର୍ଷା ସମ୍ଭାବନା:କୁଆପଥର ବର୍ଷା ଆଶଙ୍କା: ୧୧ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର):ରାଜ୍ୟର ଅଧିକାଂଶ ଜିଲ୍ଲାରେ ବଡଧରଣ କାଳବୈଶାଖୀ ବର୍ଷା ନେଇ ପୂର୍ବାନମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ବିଜୁଳି ଓ ଘଡଘଡି ସହ ବର୍ଷା ଏବଂ କେତେକ ସ୍ଥାନରେ କୁଆପଥର ବର୍ଷା…

ଆଜିଠୁ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ନୂଆନିୟମ ,ଜାଣନ୍ତୁ କଣ ?

ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର):ଆରମ୍ଭ ହୋଇଛି ଲକଡାଉନ ୩.୦ । ଏଥିପାଇଁ କିଛି ନୂଆ ନିୟମ ବି କରାଯାଇଛି । ଖାସ କରି ଆପଣଙ୍କ ଅକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ବି ରହିଛି ସର୍ତ୍ତ । ବ୍ୟାଙ୍କରେ ଆପଣଙ୍କ ଲକ୍ଷ ଲକ୍ଷ…