Browsing Category
ରାଜ୍ୟ
ଟିକଟକ ହେଲା କାଳ, ନଦୀରେ ଭାସିଯାଇ ଯୁବକ ମୃତ
ପଟ୍ଟାମୁଣ୍ଡାଇ, ୧୬ା୬(ଓଡ଼ିଶା ଭାସ୍କର): ଆଜିକାଲିର ଯୁବପିଢ଼ି ଟିକଟକ ମାୟାରେ ବାୟା । ସମସ୍ତେ ଟିକଟିକ କରିବାକୁ ପସନ୍ଦ କରୁଛନ୍ତି । ଏମିତିକି ମୃତ୍ୟୁ ମୁହଁକୁ ଯିବାକୁ ମଧ୍ୟ ପଛଉ ନାହାନ୍ତି । ଏହାରି ମଧ୍ୟରେ ଆଜି…
ଦୁଷ୍କର୍ମର ଶିକାର ହେଲେ ୩ବର୍ଷର ଶିଶୁ!
କେନ୍ଦୁଝର, ୧୬ା୬(ଓଡ଼ିଶା ଭାସ୍କର): ଦେଶ ହେଉ କିମ୍ବା ରାଜ୍ୟ ଅପରାଧ ବଢ଼ିବାରେ ଲାଗିଛି । ଚୋରୀ, ଡକାୟତି, ମର୍ଡ଼ର, ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି କେନ୍ଦୁଝର ଜିଲ୍ଲା ବଡ଼ବିଲ୍…
ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ
ଭୁବନେଶ୍ୱର, ୧୬ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୯୭୪କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୧୨୦ କରୋନା ଆକ୍ରାନ୍ତଙ୍କ…
ଭୁବନେଶ୍ୱରରୁ ଆଜି ୫ କରୋନା ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳର
ଭୁବନେଶ୍ୱର, ୧୬ା୬(ଓଡ଼ିଶା ଭାସ୍କର): ଆଜି ରାଜ୍ୟରେ ୧୦୮ ପଜିଟିଭ୍ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣ କରୋନା ଆକ୍ରାନ୍ତ ଭୁବନେଶ୍ୱରର ବୋଲି ଜଣାପଡ଼ିଛି । ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରୁ ୩ଜଣ…
ଆସନ୍ତା ୧୮ରେ ରଥଯାତ୍ରା ଶୁଣାଣି
ପୁରୀ, ୧୬ା୬(ଓଡ଼ିଶା ଭାସ୍କର): ଆସନ୍ତା ଜୁନ ୨୩ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କରୋନା ସଂକ୍ରମଣ ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ରଥଯାତ୍ରା ହେବ କି ନାହିଁ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଏହାରି ଭିତରେ…
ରାଜ୍ୟରେ ବଢ଼ିଲା ବସ୍ ଭଡ଼ା, ଜାଣନ୍ତୁ କେଉଁ ବସ୍ ପିଛା କେତେ
ଭୁବନେଶ୍ୱର, ୧୬ା୬(ଓଡ଼ିଶା ଭାସ୍କର): ଦିନକୁ ଦିନ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ତୈଳଦର ବୃଦ୍ଧି ହେବା ପରେ ରାଜ୍ୟରେ ଘରୋଇ ବସର ଭଡ଼ା ବଢ଼ିଛି । ସାଧାରଣ ବସ୍ ଭଡ଼ା ୩ ପଇସା ଲେଖାଏଁ ବଢ଼ି କିଲୋମିଟର ପିଛା ୭୦ ପଇସା…
ରଥ ନୀତି ପାଇଁ ଅନୁମତି ପତ୍ର
ପୁରୀ, ୧୬ା୬(ଓଡ଼ିଶା ଭାସ୍କର): ଆସନ୍ତା ଜୁନ ୨୩ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ହେବ କି ନାହିଁ ସେନେଇ ସମସ୍ତେ ଦ୍ୱନ୍ଦ୍ୱରେ ରହିଛନ୍ତି । ଏହାରି ମଧ୍ୟରେ ଆଜି ରଥ ପ୍ରତିଷ୍ଠା ପାଇଁ ଦେଉଳ ପୁରୋହିତଙ୍କୁ…
ଖୋର୍ଦ୍ଧା ସବଡିଭିଜନରେ ୧୬ ଘଣ୍ଟିଆ ସଟଡାଉନ୍, ଜାଣନ୍ତୁ କେତେ ଦିନ ପର୍ଯ୍ୟନ୍ତ
ଖୋର୍ଦ୍ଧା,୧୬ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ବଢିଚାଲିଛି । ଏହାର ମୁକାବିଲା କରିବା ପାଇଁ ଖୋର୍ଦ୍ଧା ସବଡିଭିଜନରେ ୧୬ ଘଣ୍ଟିଆ ସଟ-ଡାଉନ୍ ଲାଗୁ ହୋଇଛି । ସକାଳ ୬ଟାରୁ ଦିନ ୨ଟା…
ବଡ ଖବର: ରାଜ୍ୟରେ ଆଉ ୧୦୮ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୬ ।୬(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜ୍ୟରେ ଆଉ ୧୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୫ ଜଣ କ୍ୱାରେଣ୍ଟାଇନ…
ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୪ଜିଲ୍ଲା ସାବଧାନ! ପ୍ରବଳ ବର୍ଷା ଛେଚିବ
୧୬/୬(ଓଡିଶା ଭାସ୍କର): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ସକ୍ରିୟ ରହିଛି। ଏହି କାରଣରୁ ସାରା ରାଜ୍ୟରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଲାଗି ରହିଛି। ଏନେଇ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ…