Browsing Category

ରାଜ୍ୟ

କଳାହାଣ୍ଡିରେ ଆଉ ୧୧କରୋନା ଆକ୍ରାନ୍ତ ଚିହ୍ନଟ

କଳାହାଣ୍ଡି, ୨୦ା୫(ଓଡ଼ିଶା ଭାସ୍କର): କଳାହାଣ୍ଡିରେ ଆଉ ୧୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୩କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୧୧ଜଣଙ୍କ ମଧ୍ୟରେ ୧୦ଜଣ ସଙ୍ଗରୋଧରେ…

ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୨୦ା୫(ଓଡ଼ିଶା ଭାସ୍କର): ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ୪ଘଣ୍ଟା ଧରି ଚାଲିବ ଅମ୍ଫନର ଲ୍ୟାଣ୍ଡଫଲ ପ୍ରକ୍ରିୟା । ବାତ୍ୟା ଅମ୍ଫନର ସମ୍ମୁଖ ଭାଗ ଏବେ ପ୍ରବେଶ କରୁଛି…

ରାଜ୍ୟରେ ଆଉ ୩୬କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୦ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୩୬କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୪୩କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୩୬ଜଣଙ୍କ ମଧ୍ୟରେ ଗଞ୍ଜାମର…

ପାରାଦୀପ ଅତିକ୍ରମ କଲା ବାତ୍ୟା ଅମ୍ଫନ

ଭୁବନେଶ୍ୱର, ୨୦ା୫(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନ ବର୍ତ୍ତମାନ ପାରାଦୀପ ଅତିକ୍ରମ କରିଛି । ପାରାଦୀପଠାରୁ ସମୁଦ୍ର ଭିତରେ ୧୨୦କିଲୋମିଟର ଦୂରରେ ଅମ୍ଫାନ ଅତିକ୍ରମ କରିଛି । ଏହି…

ଓଡ଼ିଶା ଉପକୂଳଠୁ ଦୂରେଇ ବାଙ୍ଗଲାଦେଶ ମୁହାଁ ହେଉଛି ବାତ୍ୟା ଅମ୍ଫନ

ଭୁବନେଶ୍ୱର, ୨୦ା୫(ଓଡ଼ିଶା ଭାସ୍କର): ଓଡ଼ିଶା ଉପକୂଳଠାରୁ ଦୂରେଇ ବାଙ୍ଗଲାଦେଶ ମୁହାଁ ହେଉଛି ବାତ୍ୟା ଅମ୍ଫନ । ଆଜି ଅପରାହ୍ନ ୪ଟାରୁ ଅମ୍ଫନର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ୧ରୁ…

ପାରାଦୀପଠାରୁ ଦୂରଉଛି ବାତ୍ୟା କିନ୍ତୁ ଟଳିନି ଓଡ଼ିଶା ପ୍ରତି ବିପଦ !

ଭୁବନେଶ୍ୱର, ୨୦ା୫(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନ ପାରାଦୀପଠାରୁ ବର୍ତ୍ତମାନ ଧୀରେ ଧରେ ଦୂରଉଥିବା ସୂଚନା ମିଳିଛି । କିନ୍ତୁ ଓଡ଼ିଶା ପ୍ରତି ବିପଦ ଏପର୍ଯ୍ୟନ୍ତ ଟଳିନାହିଁ । ଆଗାମୀ…

ଚିହ୍ନଟ ହୋଇଥିବା ୭୪ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର, ୨୦ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୭୪କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଗଞ୍ଜାମରେ ଚିହ୍ନଟ ହୋଇଥିବା ୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ମହାରାଷ୍ଟ୍ର, ୨ଜଣ ଗୁଜୁରାଟ ଓ…

ବାତ୍ୟା ଅମ୍ଫନ ପ୍ରଭାବ: ମାଡ଼ି ଆସୁଛି ପାଣି, ଉପୁଡ଼ିଛି ଗଛ

ଭୁବନେଶ୍ୱର, ୨୦ା୫(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନ ଯୋଗୁଁ ଓଡ଼ିଶାରେ ପ୍ରଭାବ ମଧ୍ୟ ପଡ଼ିଛି । ରାଜ୍ୟର ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ବେଶି ପ୍ରଭାବ ପଡ଼ିଛି । …

ରାଜ୍ୟରେ ଆଉ ୭୪ କରୋନା ଆକ୍ରାନ୍ତ ଚିହ୍ନଟ ଓ ଜଣେ ମୃତ

ଭୁବନେଶ୍ୱର, ୨୦/୫(ଓଡ଼ିଶା ଭାସ୍କର):ରାଜ୍ୟରେ ଆଉ ୭୪ କରୋନା ଆକ୍ରାନ୍ତ ଚିହ୍ନଟ ଓ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି ପାଇଛି। କରୋନାରେ ମୃତ୍ୟୁ ହୋଇଥିବା  ଜଣଙ୍କ…