Browsing Category
ରାଜ୍ୟ
ବଦଳିବ ପାଗ: ଆଜିଠୁ ରାଜ୍ୟରେ ବଢ଼ିବ ତାପମାତ୍ରା, ପ୍ରବଳ ଖରା ସାଙ୍ଗକୁ ହେବ ଗୁଳୁଗୁଳି
ଭୁବନେଶ୍ବର: ଗତ 3 ଦିନ ହେବ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଆଜିଠୁ ବଦଳିବ ପାଗର ମିଜାଜ । ବର୍ଷା ପରେ ଆଜି ସକାଳୁ ସକାଳୁ ପ୍ରଚଣ୍ଡ ଖରା ଦେଖାଯାଇଛି । ଆଜିଠୁ ଗରମ ସହିତ ଗୁଳୁଗୁଳି ବଢ଼ିବା ନେଇ ପୂର୍ବାନୁମାନ…
Breaking: କଟକରେ ବଡ଼ ଧରଣର ଲୁଟ୍, ବନ୍ଧୁକ ଦେଖାଇ ଲୁଟିନେଲେ ୫ ଲକ୍ଷ
କଟକ: ଆପାର୍ଟମେଣ୍ଟରେ ପଶି ଲୁଟ୍ । କଟକର ଏକ ଆପାର୍ଟମେଣ୍ଟରେ ଲୁଟ୍ ହୋଇଛି ।
ବ୍ୟବସାୟିଙ୍କୁ ଲୁଟିଲେ ଦୁର୍ବୃତ୍ତ । ବନ୍ଧୁକ ଦେଖାଇ ମାଡ଼ ମାରି ୫ ଲକ୍ଷ ଲୁଟି ନେଇଥିବା ଅଭିଯୋଗ ହୋଇଛି ।
ବାଦାମବାଡ଼ି ଥାନା ବିକାଶ…
ନିର୍ବାଚନ ହାରିବା ପରେ ପ୍ରଥମଥର ଏକାଠି ଦିଲ୍ଲୀ ଗଲେ ନବୀନ-ପାଣ୍ଡିଆନ! ଜୋର ଧରଲା ଚର୍ଚ୍ଚା
ଭୁବନେଶ୍ୱର: ବିଜେଡିର ଏକ ନୂଆ ଚାଲ୍ ଚାଲିଛି ବୋଲି ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ୧୦ ଦିନ ମଧ୍ୟରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଥରେ ନୁହେଁ ଦୁଇ-ଦୁଇଥର ନୂଆଦିଲ୍ଲୀ ଗସ୍ତ କରିସାରିଲେଣି ।
ପିଏମ…
Breaking: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଆଦିବାସୀ ମହିଳାଙ୍କୁ ମିଳିବ ପାଇଲଟ୍ ଟ୍ରେନିଂ, ୧୧୬୪ ଏକର ଜମି ଚୂଡ଼ାନ୍ତ
ଭୁବନେଶ୍ୱର: ପୁରୀରେ ଖୁବଶୀଘ୍ର ହେବ ଅନ୍ତର୍ଜାତୀୟ ବିମାନ ବନ୍ଦର । ଏ ସଂକ୍ରାନ୍ତରେ ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
ପରିବହନ ବିଭାଗର ଖର୍ଚ୍ଚ ଦାବି ଆଲୋଚନାବେଳେ ସୂଚନା…
ବାପାଙ୍କ ମୃତ୍ୟୁ ଖବର ଶୁଣି ଚାଲିଗଲା ପୁଅର ଜୀବନ, ଶୋକରେ ଘରଲୋକେ
ଆନନ୍ଦପୁର: ବାପାଙ୍କ ମୃତ୍ୟୁ ଖବର ଶୁଣି ପୁଅ ବୁଜିଲା ଆଖି । ଅନନ୍ଦପୁର ପୌରପରିଷଦ ୬ ନମ୍ବର ୱାର୍ଡର ଘଟଣା ।
ପୁଅ ଦୀର୍ଘ ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ଅସୁସ୍ଥ ଅବସ୍ଥାରେ ସେ ଯେତେବେଳେ ବାପାଙ୍କ…
୧୦ ଲକ୍ଷ ମହିଳାଙ୍କୁ ମିଳିଲା ୧ ଲକ୍ଷ ଟଙ୍କା, ରାଜ୍ୟରେ ସଫଳ ହୋଇଛି ‘ଲକ୍ଷପତି ଦିଦି’ ଯୋଜନା
ଭୁବନେଶ୍ୱର: ଲକ୍ଷପତି ଦିଦି ଯୋଜନାର ସଫଳତା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା । ୧୦ ଲକ୍ଷରୁ ଅଧିକ ମହିଳା ଉଦ୍ୟୋଗୀ, ଲକ୍ଷପତି ଭାବେ ସ୍ଥାନ ସୁନିଶ୍ଚିତ କରିଛନ୍ତି ।
ଓଡିଶାରେ ମହିଳା ସଶକ୍ତିକରଣ ଦିଗରେ ଏକ…
ଓଡ଼ିଶାର ଢେଙ୍କାନାଳ ଆମ୍ବ ଖାଇବେ ବିଦେଶୀ, ୧୫ ବର୍ଷ ପାଇଁ ଏମଓୟୁ
ଭୁବନେଶ୍ୱର: ବିଦେଶୀ ଖାଇବେ ଓଡ଼ିଶା ଆମ୍ବ । ବିଦେଶକୁ ଆମ୍ବ ଯୋଗାଇବ ଓଡ଼ିଶା । ଏ ନେଇ ଏମଓୟୁ ସ୍ୱାକ୍ଷରିତ ହୋଇଛି । ପୂର୍ବରୁ ରାଜ୍ୟର ଅନେକ ସ୍ଥାନରୁ ଆମ୍ବ ବିଦେଶକୁ ରପ୍ତାନୀ ହୋଇଛି । ଗତ ବର୍ଷ ରାୟଗଡ଼ାରୁ ଆମ୍ବ…
୨୦୧୪ରୁ ୨୦୨୫ ଫେବୃଆରୀ ଯାଏଁ ଭିଜିଲାନ୍ସ ୩୬୨୩ ଦୁର୍ନୀତି ନିବାରଣ ମାମଲା ପଞ୍ଜିକରଣ କରିଛି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଗୃହରେ ଉଠିଲା ଦୁର୍ନୀତି ପ୍ରସଙ୍ଗ । ଟଙ୍କଧର ତ୍ରିପାଠୀଙ୍କର ପ୍ରଶ୍ନର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୫ ବର୍ଷରେ ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୫୯ ଜଣ…
କଳା ହୋଇଗଲା ଆକାଶ, ପବନର ଗର୍ଜନକୁ ଝିପଝିପ ବର୍ଷାରେ ଓଦା ହେଲା ଭୁବନେଶ୍ୱର
ଭୁବନେଶ୍ୱର: ହଠାତ୍ ଭୁବନେଶ୍ୱରର ପାଗ ବଦଳିଯାଇଛି । ଆକାଶର ବାଦଲ କଳା ସାଙ୍ଗକୁ ପବନର ବେଗ ବଢିଯାଇଛି । ପାଣିପାଗ ବିଭାଗର ସମ୍ଭାବନା ବର୍ତ୍ତମାନ ସତ ପ୍ରମାଣିତ ହୋଇଛି । ରାଜଧାନୀରେ ବର୍ଷା ଜାରି ରହିଛି ।…
ବିଦ୍ୟୁତ ଦର ବଢିବ ନାହିଁ, ଏହି ବିଲ୍ ପେମେଣ୍ଟ କଲେ ମିଳିବ ୪ ପ୍ରତିଶତ ରିହାତି
ଭୁବନେଶ୍ୱର: ବିଦ୍ୟୁତ ଦର ନେଇ ଆଜି ପ୍ରେସମିଟ କରିଛି ଓଇଆରସି । ସାଧରଣ ଗ୍ରାହକଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବ । ଡିଜିଟାଲ ପେମେଣ୍ଟରେ ୪ ପ୍ରତିଶତ ରିହାତି ମିଳିବ ।
ଏହି ପ୍ରେସମିଟରେ କୁହାଯାଇଛି ଯେ,…