Browsing Category

ରାଜ୍ୟ

ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀରେ ଭେଟିଲେ ଉପମୁଖ୍ୟମନ୍ତ୍ରୀ, ଚିକିତ୍ସା ବିଷୟରେ ପଚାରି ବୁଝିଲେ

ନୂଆଦିଲ୍ଲୀ: ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବଳଙ୍ଗା ପୀଡ଼ିତା ଏବେ ଦିଲ୍ଲୀସ୍ଥିତ ଏମ୍ସରେ ହେଉଛନ୍ତି ଚିକିତ୍ସିତ । ପୀଡ଼ିତାଙ୍କୁ ଭେଟିବା ସହ ଚିକିତ୍ସା ସମ୍ପର୍କରେ…

ରାଜ୍ୟରେ ଖୋଲିବ ୨ଟି ନୂଆ OISF ବାଟାଲିୟନ୍, ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଉ ଦୁଇଟି ବାଟାଲିଅନ ଗଠନ କରାଯିବ । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିଛନ୍ତି । ଗୃହ ବିଭାଗ ପକ୍ଷରୁ ଏନେଇ…

ଆସନ୍ତାକାଲିଠୁ ଲଘୁଚାପ ବର୍ଷା; ଏହି ଜିଲ୍ଲାରେ ପ୍ରବଳ କାଚିବ, ମତ୍ସଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଆସନ୍ତାକାଲି…

BREAKING: ରାଜଧାନୀରୁ ସିନ୍ଥେଟିକ ଡ୍ରଗ୍ସ ଜବତ, ଯୁବକ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ସିନ୍ଥେଟିକ୍ ଡ୍ରଗ୍ସ ଠାବ। ୨୩ ବର୍ଷିୟ ଯୁବକଙ୍କ ପାଖକୁ ଆସିଥିଲା ପାର୍ସଲ। ଅଭିଯୋଗ ପରେ ଆର୍ଯ୍ୟମାନ ପଟ୍ଟନାୟକଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ଏନସିବି।…

“ମୁଁ ରହିବାକୁ ଚାହୁଁନି, ବୋଉକୁ ଭଲରେ ରଖିବୁ” ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ବୃଦ୍ଧ

ଦିଗପହଣ୍ଡି: କିରୋସିନ ଢାଳି ନିଜକୁ ଜାଳି ଦେଲେ ବୃଦ୍ଧ । ସାନଖେମୁଣ୍ଡି ବ୍ଲକ ବଢ଼ିଉସ୍ତା ଗାଁରେ ଘଟିଯାଇଛି ଏହି ଅଘଟଣ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ, ଘଟଣାର ସୂଚନା ପାଇ ପାଟପୁର ପୋଲିସର ତଦନ୍ତ ଆରମ୍ଭ । ଆହତ…

+୨ ପାଠପଢ଼ାରୁ ବଞ୍ଚିତ ପିଲା ନିକଟସ୍ଥ କଲେଜରେ ପଢିପାରିବେ ପାଠ, ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ୧୦୨ ଉଚ୍ଚ ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ ହେବ। ଏନେଇ ଟ୍ୱିଟ କରି ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଯେଉଁମାନେ +୨ ପଢିନାହାନ୍ତି ଅର୍ଥାତ ପାଠପଢାରୁ ବଞ୍ଚତ ଅଛନ୍ତି,…

ଗୁରୁବାର ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ, ବଡ଼ ଦେଉଳ ଯିବା ପୂର୍ବରୁ ଜାଣି ନିଅନ୍ତୁ ସମୟ

ପୁରୀ: ଆସନ୍ତାକାଲି ଅର୍ଥାତ ୨୪ ତାରିଖ ଗୁରୁବାର ଦିନ ୪ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ଚିତାଲାଗି ଅମାବାସ୍ୟା ନୀତି ଯୋଗୁଁ ଦର୍ଶନ ବନ୍ଦ ରହିବ। ତେବେ ଜଗା ଦର୍ଶନ ପାଇଁ କାଲି ଯାଉଥିଲେ ଜାଣି ରଖନ୍ତୁ…

ଓଡ଼ିଶାର ସବୁ ସ୍କୁଲରେ ଲାଗିବ ସିସିଟିଭି, ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସବୁ ସ୍କୁଲରେ ଲାଗିବ ସିସିଟିଭି କ୍ୟାମେରା। ୨୧ ତାରିଖରେ ସିବିଏସଇ ବୋର୍ଡ ଘୋଷଣା କରିଥିଲା ଯେ, ସେମାନଙ୍କର ସବୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଲାଗିବ ବୋଲି।…

ରାଜ୍ୟରେ ସ୍ଥାପନ ହେବ ୫୬ଟି ନୂଆ କୋର୍ଟ, ମିଳିଲା ଅନୁମୋଦନ

ଭୁବନେଶ୍ୱର: ରାଜ୍ୟରେ ୫୬ଟି ନୂଆ କୋର୍ଟକୁ ମିଳିଲା ଅନୁମୋଦନ। ମାମଲାର ଶୁଣାଣି ପାଇଁ ସ୍ଥାପନ ହେବ ନୂଆ କୋର୍ଟ। ୨୩ ଜିଲ୍ଲାରେ ସ୍ଥାପନ ହେବ ଏହି ୫୬ଟି ନୂଆ କୋର୍ଟ। ମୟୂରଭଞ୍ଜରେ ସର୍ବାଧିକ ୧୩ଟି କୋର୍ଟ ସ୍ଥାପନ…

ଭିଜିଲାନ୍ସ ଜାଲରେ ବିଏମସି ଅଧିକାରୀ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବିଏମସି ଅଧିକାରୀ। ବିଏମସି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚାଲିଛି ରେଡ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ କାରଣରୁ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ…