CHARIDHAM
Browsing Category

ରାଜ୍ୟ

ନବରଙ୍ଗପୁରରେ ପକ୍କା ରାସ୍ତା ନଥିବାରୁ ଖଟିଆରେ ବୁହାହେଲା ମୃତଦେହ

ନବରଙ୍ଗପୁର: ନବରଙ୍ଗପୁର ପାପଡ଼ାହାଣ୍ଡି ମଇଦଲପୁର ପଞ୍ଚାୟତ ଜବାଗୁଡ଼ା ଗାଁରେ ଅଭାବନୀୟ ଘଟଣା। ପକ୍କା ରାସ୍ତା ନଥିବାରୁ ଖଟିଆରେ ବୁହାହେଲା ମୃତଦେହ। ଜ୍ୱରରେ ଆକ୍ରାନ୍ତ ଥିବା ମହିଳାଙ୍କୁ ରବିବାର ଦିନ ହସ୍ପିଟାଲକୁ…

ଖଲ୍ଲିକୋଟରେ ଦୁର୍ବୁତ୍ତଙ୍କ ଆତଙ୍କ, ବିଚ ରାସ୍ତାରେ ଯୁବକଙ୍କ ତଣ୍ଟି କାଟିଦେଇ ଚାଲିଗଲେ

ଖଲ୍ଲିକୋଟ: ଖଲ୍ଲିକୋଟ ମାଟିଆ ସାହି ଛକରେ ଦୁର୍ବୁତ୍ତଙ୍କ ଆତଙ୍କ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାସ୍ତା ମଝିରେ 3 ରୁ 4 ଦୁର୍ବୁତ୍ତ ମିଶି 2 ଯୁବକଙ୍କ ତଣ୍ଟି କାଟିଦେଇ ଚାଲିଗଲେ। ଗୁରୁତର ଅବସ୍ଥାରେ ଯୁବକଙ୍କୁ…

ସେବେ ପୁରୀର ବ୍ୟକ୍ତି ଏବେ ଗୁଜୁରାଟର..ଚଷମାରେ ହିଡେନ କ୍ୟାମେରା ଲଗାଇ ଉଠାଉଥିଲେ ଜଗନ୍ନାଥଙ୍କ ଫଟୋ, ଧରିଲା ସିଂହଦ୍ବାର ଥାନା ପୋଲିସ

ଭୁବନେଶ୍ବର: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ କ୍ୟାମେରା ଯୁକ୍ତ ଚଷମା। ଗୁଜରାଟର ଜଣେ ଭକ୍ତକୁ ଧରିଲା ସିଂହଦ୍ବାର ଥାନା ପୋଲିସ ।…

ଏମ୍ସ ଭୁବନେଶ୍ୱରରେ ଐତିହାସିକ ୟୁରୋସ୍କୋପିଆ ୨୦୨୫ ସଫଳତାର ସହ ସମ୍ପନ୍ନ

ଭୁବନେଶ୍ୱର, ୦୪/୦୮/୨୦୨୫: ଏମ୍ସ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଉନ୍ନତ ଲାପାରୋସ୍କୋପିକ୍ ଓ ରେଟ୍ରୋପେରିଟୋନୋସ୍କୋପିକ୍ ୟୁରୋଲୋଜିକାଲ ସର୍ଜରୀ ଉପରେ ଜାତୀୟ କର୍ମଶାଳା ‘ୟୁରୋସ୍କୋପିଆ ୨୦୨୫’ ସଫଳତାର ସହ ଆୟୋଜିତ…

ପ୍ରେମିକ ସାଜିଲା ପିଶାଚ, ଅନ୍ୟ ଆଡେ ବାହା ହେବ ବୋଲି ପ୍ରେମିକାକୁ ତଣ୍ଟି ଚିପି ମାରିଦେଲା

ନବରଙ୍ଗପୁର: କୋଷାଗୁମୁଡ଼ା ଯୁବତୀ ମୃତ୍ୟୁ ଘଟଣାର ହେଲା ପର୍ଦ୍ଦାଫାଶ। ଅନ୍ୟ ଆଡେ ବିବାହ କରିବା ପାଇଁ ପୁରୁଷ ବନ୍ଧୁ କରିଥିଲେ ଏଭଳି କାମ। ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟଣାର…

ଚିଠି ଲେଖି ଜଣାଅ; କେଉଁଥିରେ ଖର୍ଚ୍ଚ କଲ ସୁଭଦ୍ରା ଟଙ୍କା: ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ସୁଭଦ୍ରା ଭଉଣୀଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବିଭାଗକୁ ଚିଠି ଲେଖିବା ପାଇଁ ସୁଭଦ୍ରା ଭଉଣୀଙ୍କୁ ପରାମର୍ଶ ଦେଲେ ପ୍ରଭାତୀ । ସୁଭଦ୍ରା ଟଙ୍କାରେ କ’ଣ କରିଛନ୍ତି ଚିଠି ଲେଖି…

BREAKING: ସମ୍ପତ୍ତି ଲୋଭରେ ଅନ୍ଧ, ଦିବ୍ୟାଙ୍ଗ ପୁଅକୁ ପିଟିପିଟି ରକ୍ତାକ୍ତ କଲେ ବାପା-ମା’

ବାଲେଶ୍ୱର: ସମ୍ପତ୍ତି ଲୋଭ କଲା ବାଇଆ। ଦିବ୍ୟାଙ୍ଗ ପୁଅକୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କଲେ ସାବତ ମା’, ବାପା। ନୀଳଗିରି ଶ୍ୟାମସୁନ୍ଦରପୁର ମହାଳିକା ସାହିରେ ଅମଣିଷ ପାଲଟିଲେ ସାବତ ମା’, ବାପା। ସମ୍ପତ୍ତି…

BREAKING: ବିଜେଡିର ଡାକରା, ବଳଙ୍ଗା ନାବାଳିକା ଜଳିଯିବା ଘଟଣାରେ ୭ରେ ପୁରୀ ବନ୍ଦ

ପୁରୀ: ବଳଙ୍ଗା ପୀଡ଼ିତା ପୋଡ଼ି ଘଟଣାରେ ବନ୍ଦ ଡାକରା ଦେଲା ବିଜେଡି। ଆସନ୍ତା ୭ ତାରିଖରେ ପୁରୀ ବନ୍ଦ ଡାକରା ଦେଲା ବିଜୁ ଜନତା ଦଳ। ବିଜେଡି ଦଳ ପକ୍ଷରୁ କୁହାଯାଇଛି କି ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ଯାଏଁ ଆନ୍ଦୋଳନ…

FM ଛାତ୍ରୀ ଜଳିଯିବା ଘଟଣାରେ ବଡ଼ ଖୁଲାସା, ସାଇକେଲରେ ଯାଇ ନିଜେ ପେଟ୍ରୋଲ ଆଣିଥିଲେ ପୀଡ଼ିତା

ବାଲେଶ୍ୱର: FM ଛାତ୍ରୀ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା। ନିଜେ ପେଟ୍ରୋଲ ଆଣିଥିଲେ ପୀଡ଼ିତା। ପାଖ ପେଟ୍ରୋଲ ପମ୍ପକୁ ସାଇକେଲରେ ଯାଇ ନିଜେ ପେଟ୍ରୋଲ ଆଣିଥିଲେ ଛାତ୍ରୀ। ସାମ୍ନାକୁ ଆସିଲା ସାଇକେଲ ନେଇ ଯିବା ବେଳର…

୭ ଦିନ ପ୍ରବଳ ବର୍ଷା, ଝଡ଼ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ!

ଭୁବନେଶ୍ୱର: ସତର୍କ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟରେ ସପ୍ତାହେ ଯାଏଁ ଲାଗି ରହିବ ଝଡ଼ବର୍ଷା। ତେଣୁ ତେଣୁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ୭ ଦିନ ପାଇଁ…