Browsing Category

ରାଜ୍ୟ

ଜଳବାୟୁ ପରିବର୍ତ୍ତନର ପ୍ରଭାବ: ଓଡ଼ିଶାରେ ହିଟ୍‌ ୱେଭ୍‌ ଓ ବର୍ଷା ବୃଦ୍ଧି, ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ଚିନ୍ତା

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ବିଶ୍ୱସ୍ତରରେ ଏକ ପ୍ରମୁଖ ସମସ୍ୟା ହୋଇଥିବା ବେଳେ ଓଡ଼ିଶା ମଧ୍ୟ ଏହାର ପ୍ରଭାବରୁ ମୁକ୍ତ ନାହିଁ। ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ହେତୁ ରାଜ୍ୟରେ ହିଟ୍‌ ୱେଭ୍‌ର ତୀବ୍ରତା ବଢ଼ୁଛି।…

ଭୁବନେଶ୍ୱରରେ ଫୁଲ ତୋଳିବା ବାହନରେ ସ୍କୁଟର ଚୋରି କରି ନେଇଗଲେ ଦୁଇ ନାବାଳକ, ଭିଡିଓ ଭାଇରାଲ 

ଭୁବନେଶ୍ୱର: ଭୁବନେଶ୍ୱରର ଭାରତପୁର ଅଞ୍ଚଳରେ ଦୁଇ ନାବାଳକ ଫୁଲ ତୋଳିବାର ବାହାନାରେ ଏକ ସ୍କୁଟର ଚୋରି କରିଥିବା ଘଟଣା ସିସିଟିଭିରେ ରେକର୍ଡ ହୋଇଛି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଆବାସିକ ଅଞ୍ଚଳରେ ଛୋଟ…

ନନ୍ଦନକାନନ ଚିଡ଼ିଆଖାନାରେ ଗଉର ଶାବକର ଜନ୍ମ, ପଶୁପ୍ରେମୀଙ୍କ ମଧ୍ୟରେ ଆନନ୍ଦ

ଭୁବନେଶ୍ୱର: ନନ୍ଦନକାନନ ଚିଡ଼ିଆଖାନାରେ ଏକ ଗଉର ଶାବକର ଜନ୍ମ ହୋଇଛି, ଯାହା ପଶୁପ୍ରେମୀ ଓ ସଂରକ୍ଷଣବାଦୀଙ୍କ ମଧ୍ୟରେ ଖୁସିର ସଞ୍ଚାର କରିଛି। ଏହି ନୂଆ ସଦସ୍ୟଙ୍କ ଆଗମନ ସହ ଚିଡ଼ିଆଖାନାରେ ଗାଉରଙ୍କ ମୋଟ ସଂଖ୍ୟା ୭କୁ…

ପୁରୀ ଶରଧାବାଲିରେ ଦଳାଚକଟାରେ ୩ ଭକ୍ତଙ୍କ ମୃତ୍ୟୁ ଘଟଣା, ଆରମ୍ଭ ହେଲା ସାକ୍ଷ୍ୟ ଗ୍ରହଣ

ପୁରୀ: ଚଳିତ ବର୍ଷ ରଥଯାତ୍ରା ସବୁଠୁ ନିଆରା ହେଲା। କାରଣ ଶରଧାବାଲିରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯାଇ ଦଳାଚକଟାରେ ୩ ଜଣ ଭକ୍ତଙ୍କ ଜୀବନ ଗଲା। ଯାହାକୁ ନେଇ ଅନେକ ପ୍ରକାର ତର୍କ ବିତର୍କ ଚାଲିଲା। ବିରୋଧୀମାନେ…

୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ MCL ଚିଫ୍‌ ମ୍ୟାନେଜରଙ୍କୁ ମାଡିବସିଲା CBI

ଭୁବନେଶ୍ୱର: ମହାନଦୀ କୋଲଫିଲ୍ଡସ ଲିମିଟେଡ (ଏମସିଏଲ)ର ଜଣେ ବରିଷ୍ଠ ଅଧିକାରୀଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଲାଞ୍ଚ ନେଉଥିବା ବେଳେ ରେଡହ୍ୟାଣ୍ଡ ଧରିଛି। ଏମସିଏଲର ଝୁପୁରୁଙ୍ଗା-ତୁମୁଲିଆ ପ୍ରକଳ୍ପର…

ଓଡ଼ିଶାରୁ ବଳକା ଚାଉଳ କିଣିବ ଏଫସିଆଇ: ଖାଦ୍ୟ ଯୋଗାଣ ମନ୍ତ୍ରୀ ଦେଲେ ସୂଚନା 

ଭୁବନେଶ୍ୱର: ଓଡ଼ିଶାରେ ସଂଗୃହୀତ ଧାନରୁ ଅମଳ ଚାଉଳ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଦ୍ୱାରା ଉତ୍ତୋଳନ କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟର ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର…

ନୀଳାଦ୍ରୀ ବିଜେ ଦେଖିବାକୁ ଭାଇ ସହ ପୁରୀ ଯାଉଥିଲେ ଯୁବତୀ, ବାଟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ

ଭୁବନେଶ୍ୱର: ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସିଦ୍ଧ ନୀଳାଦ୍ରୀ ବିଜେ ଦର୍ଶନର ଇଚ୍ଛା ଜଣେ ଯୁବତୀଙ୍କ ପାଇଁ ଅଧୁରା ରହିଗଲା। ସେ ତାଙ୍କ ଭାଇଙ୍କ ସହ ପୁରୀ ଯାଉଥିବା ବେଳେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ…

କାମ ବିଳମ୍ବ ହେବାରୁ ମିଟିଂ ମଝିରେ ଫାଇଲ୍ ଚିରିଲେ ଦଶପଲ୍ଲା ବିଧାୟକ, ବିଡିଓଙ୍କୁ ଦେଲେ ଚେତାବନୀ

ନୟାଗଡ଼: ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକରେ ଗୁରୁବାର ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ ଉତ୍ତେଜନା ଦେଖାଦେଇଥିଲା। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବିଳମ୍ବିତ ବିକାଶମୂଳକ କାର୍ଯ୍ୟକୁ ନେଇ ତୀବ୍ର ଅସନ୍ତୋଷ…

“ବିଜେଡି ସାବତ ଝିଅ ପରି ବ୍ୟବହାର କଲା”, ଦଳରୁ ବାହାରିବା ପରେ ସୁନୀତାଙ୍କ ବଡ଼ ବିବୃତ୍ତି

ଭୁବନେଶ୍ୱର: ବିଜେଡି ପୋଲ୍ ଖୋଲିଦେଲେ ହେମାନନ୍ଦଙ୍କ ଝିଅ ସୁନୀତା ବିଶ୍ୱାଳ। ସେ କହିଲେ, “ନବୀନ ବାବୁ ମତେ ଡାକିଲେ ବିଜେଡିରେ ମିଶାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଦଳ ମୋତେ ସାବତ ଝିଅ ପରି ବ୍ୟବହାର କଲା।” ସେ…

ଗଞ୍ଜେଇ ଯାଞ୍ଚ ବେଳେ କାରର ସିକ୍ରେଟ ଚାମ୍ବରରୁ ମିଳିଲା 1 କ୍ବିଣ୍ଟାଲରୁ ଅଧିକ ରୁପା

ସମ୍ବଲପୁର: ଗଞ୍ଜେଇ ଯାଞ୍ଚ କରୁ କରୁ ମିଳିଲା 1 କ୍ବିଣ୍ଟାଲରୁ ଅଧିକ ରୁପା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରରେ। ରେଙ୍ଗାଳି ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ ହେଲାବେଳେ ଜବତ ହେଲା ଏହି ରୁପା। ଗଞ୍ଜେଇ…