CHARIDHAM
Browsing Category

ରାଜ୍ୟ

ସାବଧାନ…! ବନ୍ୟା ଯୋଗୁଁ ଗାଁ ଦାଣ୍ଡରେ ପହଁରୁଛି କମ୍ଭୀର, ଭୟରେ ଗ୍ରାମବାସୀ

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇରେ କୁମ୍ଭୀର ଆତଙ୍କ । ବ୍ରାହ୍ମଣୀର ବନ୍ୟା ପାଣିରେ ଗାଁ ଭିତରକୁ ପଶି ଆସିଛନ୍ତି କୁମ୍ଭୀର । ଚଉଦକୁଲାଟ ଅଞ୍ଚଳରେ ଘର ପଛପଟ ବିଲରେ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ…

ଛାତ୍ରୀଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର

ପିପିଲି:  ଯୁକ୍ତ ଦୁଇ ଛାତ୍ରୀଙ୍କୁ ଜାଳିଦେବାକୁ ଉଦ୍ୟମ । ନାବାଳିକା ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ବଳଙ୍ଗା ଥାନା ବାୟାବର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । 3 ଜଣ ଦୁର୍ବୃତ୍ତ ଦେହରେ ନିଆଁ ଲଗାଇ ଦେଇଥିବା…

BREAKING: ବିଭତ୍ସ ହତ୍ୟା: ଟାଙ୍ଗିଆରେ ସାଙ୍ଗର ଜୀବନ ନେଲା ସାଙ୍ଗ

ଦେବଗଡ଼: ଦେବଗଡ଼ରେ ବିଭତ୍ସ ହତ୍ୟା। ଦେବଗଡ଼ ନୂଆଗାଁରେ ସାଙ୍ଗକୁ ମାରିଦେଲା ସାଙ୍ଗ। ଘର ଭିତରେ ଟାଙ୍ଗିଆରେ ହାଣି ସାଙ୍ଗକୁ ନିର୍ମମ ହତ୍ୟା କରିଛି ସାଙ୍ଗ। ଘର ଭିତରେ ସାଙ୍ଗକୁ ବଳି ଦେଇଥିବା ଲୋକେ କଲେ ଅଭିଯୋଗ। ବନ୍ଦ…

ସସପେଣ୍ଡ ହେଲେ ଖଣ୍ଡଗିରି ଥାନା SI ଦେବୀପ୍ରସାଦ ବେଉରା

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଥାନା ଏସଆଇ ଦେବୀପ୍ରସାଦ ବେଉରା ନିଲମ୍ବିତ ହୋଇଛନ୍ତି । ପୋଲିସ କମିଶନରଙ୍କ ଦ୍ୱାରା ଦେବୀଙ୍କୁ ନିଲମ୍ବନ କରାଯାଇଥିବା ସୂଚନା । ଏନଡିପିଏସ ମାମଲାରେ ନିର୍ଦ୍ଧାରିତ ସମୟରେ ଦାଖଲ…

ଭୁବନେଶ୍ବରରୁ କୋଲକାତା ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ, 9 ଗୁରୁତର

ବସ୍ତା: ଜୁଣବଳଦାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଟ୍ରକକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ 30ଜଣ ବସ ଯାତ୍ରୀ ଆହତ ହୋଇଥିବା ବେଳେ 9 ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।…

24ରେ ଆଉ ଏକ ଲଘୁଚାପ; 23ରୁ ପ୍ରବଳ ବର୍ଷିବ, ଆଜି 20 ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆସୁଛି ପୁଣି ଏକ ଲଘୁଚାପ । 24ରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୨ ଜୁଲାଇ ବେଳକୁ ଉତ୍ତର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ମିଆଁମାର…

ଜୀଅନ୍ତା ନାଗ ସାପକୁ ଚୋବାଇ ଗିଳିଦେଲା ମଦ୍ୟପ, ବଲାଙ୍ଗିରରେ ଅଭାବନୀୟ ଘଟଣା

ବଲାଙ୍ଗିର: ଆଜିକାଲି ମଦୁଆମାନଙ୍କ କାର୍ଯ୍ୟକଳାପ କହିଲେ ନ ସରେ। ମଦ ପିଇ ରାସ୍ତାଘାଟରେ ପଡୁଛନ୍ତି ତ କେତେକ ମଦ ପିଇ ଗାଡ଼ି ଚଳାଇ ଦୁର୍ଘଟନାର ଶିକାର ହେଉଛନ୍ତି। ବର୍ତ୍ତମାନ ଆଉ ଜଣେ ମଦ୍ୟପଙ୍କ ଖବର ସାମ୍ନାକୁ ଆସିଛି,…

ବେଦାନ୍ତ ଆଲୁମିନିୟମର ଅର୍ଗାନାଇଜେସନ୍ ମେଗା ମଲ୍ଟି-ସ୍ପେଶାଲିଟି ଦ୍ୱାରା କଳାହାଣ୍ଡିରେ ହେଲ୍ଥକ୍ୟାମ୍ପର ଆୟୋଜନ

କଳାହାଣ୍ଡି: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଏହାର ପ୍ରମୁଖ ସ୍ୱାସ୍ଥ୍ୟସେବା-କେନ୍ଦ୍ରିତ CSR ହସ୍ତକ୍ଷେପ, ପ୍ରୋଜେକ୍ଟ ଆରୋଗ୍ୟ ଅଧୀନରେ ଏକ ମେଗାମଲ୍ଟି-ସ୍ପେଶାଲିଟି ସ୍ୱାସ୍ଥ୍ୟ ଶିବିର…

ହାଏରେ ବ୍ୟବସ୍ଥା.. ବ୍ୟବଚ୍ଛେଦ ପାଇଁ ନେଲାନି ପୋଲିସ, ଟ୍ରଲିରେ ଝିଅ ଶବକୁ ନେଲା ବାପା

ବାଲେଶ୍ୱର: ଅର୍ଥ ସାଜିଲା ବାଧକ, ଝିଅର ଶବକୁ ଟ୍ରଲିରେ ବୋହିଲେ ବାପା। ଆମ୍ବୁଲାନ୍ସ କରି ବ୍ୟବଚ୍ଛେଦ ପାଇଁ ନେବାକୁ ଟଙ୍କା ନଥିବାରୁ ଟ୍ରଲି ମାଗି ଝିଅର ଶବକୁ ୬ କିଲୋମିଟର ବୋହି ନେଲା ବାପା। ବାଲେଶ୍ୱର ବାଲିଆପାଳରେ…

ଘର ବାହାରେ ବନ୍ୟାପାଣି, ଗାଁ ଦାଣ୍ଡରେ ବୁଲୁଛି କୁମ୍ଭୀର

କେନ୍ଦ୍ରାପଡ଼ା: ଗାଁ ଦାଣ୍ଡରେ ବୁଲୁଛନ୍ତି କୁମ୍ଭୀର। ଚାରିଆଡେ ବନ୍ୟାପାଣି। ଘରେ ମଧ୍ୟ ବନ୍ୟା ପାଣି ପସିଯାଇଛି। ରାସ୍ତାରେ ବେକେ ଉଚ୍ଚର ପାଣି ବହୁଛି। ବନ୍ୟା ବିଭୀଷିକା ଭିତରେ କେନ୍ଦ୍ରାପଡ଼ାରେ ଲୋକଙ୍କୁ ଘାରିଛି…