Browsing Category
ଖେଳ
ପାରମ୍ପରିକ ପୋଷାକ ପିନ୍ଧି ନାଚିଲେ ଧୋନୀ, ଭିଡିଓ ହେଲା ଭାଇରାଲ
ଚେନ୍ନାଇ: ଖୁସିରେ ଝୁମିଲା ଚେନ୍ନାଇ ଟିମ୍ । ପାରମ୍ପରିକ ପୋଷାକ ପିନ୍ଧି ନାଚିଲେ ମହେନ୍ଦ୍ର ସିଂହ ଧୋନୀ, ଡ୍ୱେନ୍ ବ୍ରାଭୋ, ରୁତୁରାଜ ଗାଏକ୍ୱାଡ଼, ଶିବମ ଦୁବେ ଓ ଅନ୍ୟ ସାଥି ଖେଳାଳି । ଟିମ୍ର ସାଥି କେଳା ଡେଭନ…
ପୁଣି ମୁମ୍ବାଇ ଇଣ୍ଡିଆନ୍ସକୁ ଝଟକା: ଭଲ ଷ୍ଟାର୍ଟ ପରେ ବି ଦଳକୁ ମିଳିଲା ଲଗାତାର ଅଷ୍ଟମ ପରାଜୟ
ମୁମ୍ବାଇ: IPL ର ସବୁଠାରୁ ସଫଳ ଟିମ ମୁମ୍ବାଇ ଇଣ୍ଡିଆନ୍ସକୁ ମିଳିଛି ଲଗାତାର ଅଷ୍ଟମ ପରାଜୟ । ଏଥର ଦଳ ଆଗରେ ଥିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ । ଅଧିନାୟକଙ୍କ ରାହୁଲଙ୍କ ଶତକ ବଳରେ ମୁମ୍ବାଇକୁ ମିଳିଥିଲା ୧୬୯ ରନର…
ସଚିନ ତେନ୍ଦୁଲକରଙ୍କ ମଜାକ ଉଡାଉଥିଲେ ଇଂଲଣ୍ଡର ବାର୍ମି ଆର୍ମି: ଏମିତି ଜବାବ ଦେଲେ ଅମିତ ମିଶ୍ରା
ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ଭଗବାନ ବୋଲି କୁହାଯାଏ । ଆଜି ନିଜ ୪୯ ତମ ଜନ୍ମ ଜୟନ୍ତୀ ପାଳନ କରୁଛନ୍ତି । ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସର୍ବାଧିକ ରନ କରି ସେ ପାଳଟିଛନ୍ତି…
ଶାସ୍ତ୍ରୀଙ୍କ ପରେ ଆଝାରୁଦ୍ଦୀନଙ୍କ କୋହଲିଙ୍କୁ ଖାସ୍ ପରାମର୍ଶ, କ୍ରିକେଟରୁ ବ୍ରେକ ନିଅନ୍ତୁ
ମୁମ୍ବାଇ: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଖରାଫ ଫର୍ମ ଜାରି ରହିଛି। ଆଶା କରାଯାଉଥିଲା ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୨ରେ କୋହଲି ଚମତ୍କାର ପ୍ରଦର୍ଶନ କରି ଫର୍ମକୁ ଫେରିବେ। ତେବେ ଚଳିତ…
ମଇ ୨୪ରୁ ମହିଳା ଟି-୨୦ ଚାଲେଞ୍ଜର୍ସ,୩ ଦିନ ଧରି ଲକ୍ଷ୍ନୌରେ ଖେଳା ଯିବ : ଗାଙ୍ଗୁଲି
ଲକ୍ଷ୍ନୌ : ୨୦୨୨ରେ ମହିଳା ଟି- ୨୦ ଚାଲେଞ୍ଜର୍ସ ଅନୁଷ୍ଠିତ ହେବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଶନିବାର ସ୍ପଷ୍ଟ କରିଛନ୍ତି । ମଇ ୨୪ରୁ ୨୮ ଯାଏଁ ଲକ୍ଷ୍ନୌ ଠାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ । ଏହି…
ହାଇଦ୍ରାବାଦର କ୍ରମାଗତ ପଞ୍ଚମ ବିଜୟ, ୭୨ ଟି ବଲ୍ ବାକି ଥାଇ ଆରସିବିକୁ ନଅ ୱିକେଟରେ କଲା ପରାସ୍ତ
ମୁମ୍ବାଇ: ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୯ ୱିକେଟରେ ପରାସ୍ତ କରିଛି। ହାଇଦ୍ରାବାଦ ଆଠ ଓଭରରେ ବାଙ୍ଗାଲୋରର ୬୯ ରନ୍ର ଛୋଟ ଟାର୍ଗେଟକୁ ପଛରେ ପକାଇ ଦେଇଥିଲା। କେନ୍ ୱିଲିୟମସନଙ୍କ…
ଆଣ୍ଠେଇପଡ଼ିଲା ଆରସିବି, ହାଇଦ୍ରାବାଦର ଘାତକ ବୋଲିଂରେ ମାତ୍ର ୬୮ ରନରେ ପ୍ୟାଭିଲିୟନ ଫେରିଲା ପୁରା ଟିମ୍
ମୁମ୍ବାଇ: ଆଇପିଏଲର ୩୬ତମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଜାରି ରହିଛି । ବାଙ୍ଗଲୋରର ପୁରା ଟିମ୍ ହାଇଦ୍ରାବାଦ୍ ର ଘାତକ ବୋଲିଂ ଆଗରେ ୧୬ ଓଭର ଗୋଟିଏ ବଲରେ ମାତ୍ର ୬୮ ରନ…
ଗୁଜୁରାଟ ଟାଇଟାନ୍ସର ହ୍ୟାଟ୍ରିକ୍ ବିଜୟ, ଫିକା ପଡ଼ିଲା ରାସେଲ ଜଲୱା
ମୁମ୍ବାଇ: ଚଳିତ ଆଇପିଏଲର ୩୫ତମ ମ୍ୟାଚ୍ କୋଲକାତା ନାଇଟ ରାଇଡର୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚ୍ ରେ ଗୁଜୁରାଟ ଅଧିନାୟକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ଏହି…
ହାର୍ଦ୍ଦିକ ପରେ କମାଲ କଲେ ରସେଲ: ଶେଷ ଓଭରରେ ୪ ଜଣଙ୍କୁ ଫେରାଇଲେ ପାଭିଲିୟନ, ଲକ୍ଷ୍ୟ ୧୫୭
ମୁମ୍ବାଇ: ମୁମ୍ବାଇର ଡିୱାଇ ପାଟଇଳ ଷ୍ଟାଡିୟମରେ ଗୁଜୁରାଟ ଟାଇଟନ୍ସ-କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଯିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଗୁଜୁରାଟ ଅଧିନାୟକ…
ଟି-୨୦ ଫର୍ମାଟକୁ ‘କ୍ରୁର’ କହିଲେ ସଚିନ ତେନ୍ଦୁଲକର, କାହିଁକି ଏମିତି କହିଲେ ମାଷ୍ଟର ବ୍ଲାଷ୍ଟର
ମୁମ୍ବାଇ: ରେକର୍ଡ ୫ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଦଳ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ୍ ଜିତି ପାରି ନାହିଁ। ସାତଟି ଖେଳି ସବୁ ମ୍ୟାଚରେ ଦଳ…