Browsing Category
ଖେଳ
ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ଫାଇନାଲ: ଭାରତର ଜିଏସ୍ ଲକ୍ଷ୍ମୀଙ୍କୁ ମିଳିଲା ମ୍ୟାଚ୍ ରେଫରି ଦାୟିତ୍ବ
ଖ୍ରୀଷ୍ଟଚର୍ଚ୍ଚ(ନ୍ୟୁଜିଲାଣ୍ଡ): ଭାରତର ଜିଏସ ଲକ୍ଷ୍ମୀ ଚଳିତ ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ମ୍ୟାଚ ରେଫରି ନିଯୁକ୍ତ ହୋଇଛନ୍ତି ।ଏଠାରେ ସୂଚାଇ ଦିଆ ଯାଇ ପାରେ ଯେ ଆଇସିସି…
ମାଲିଙ୍ଗାଙ୍କ ରେକର୍ଡ ଭାଙ୍ଗିଲେ ବ୍ରାଭୋ, ଆଇପିଏଲ୍ରେ ସର୍ବାଧିକ ୱିକେଟ ହାସଲ କଲେ
ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ସର୍ବାଧିକ ୱିକେଟ ହାସଲ କରିଥିବା ଶ୍ରୀଲଙ୍କାର ପୂର୍ବତନ ପେସ୍ ବୋଲର ଲସିଥ ମାଲିଙ୍ଗାଙ୍କ ରେକର୍ଡ ଭାଙ୍ଗିଲେ ଡ୍ୱାନେ ବ୍ରାଭୋ । ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ ପାଇଁ…
ୱାନଖେଡେ ଷ୍ଟାଡିୟମରେ ରସେଲ ତୋଫାନ: ପଞ୍ଜାବକୁ ବିପକ୍ଷରେ କୋଲକାତାର ଏକତରଫା ବିଜୟ
ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଅଷ୍ଟମ ମ୍ୟାଚରେ ଜବରଦସ୍ତ ପାଳି ଖେଳିଛନ୍ତି କୋଲକାତାର ଷ୍ଟାର ଅଲରାଉଣ୍ଡର ଆନ୍ଦ୍ରେ ରସେଲ । ପଞ୍ଜାବର ୧୩୮ ରନର ପିଛା କରି ଏକତରଫା ବିଜୟ ହାସଲ କରିଛି କୋଲକାତା । ୩୧ ବଲରେ ୮ ଛକା…
ଶେଷରେ ରାବାଡା ଶୋ’: ବ୍ୟାଟିଂ ବିପର୍ଯ୍ୟୟ ପରେ ବି ସମ୍ମାନଜନକ ସ୍କୋରରେ ପଞ୍ଜାବ, ଲକ୍ଷ୍ୟ ୧୩୮
ନୂଆଦିଲ୍ଲୀ: ୱାନଖେଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଚାଲୁ ରହିଛି ଓଚଖ ସିଜନର ଅଷ୍ଟମ ଲିଗ ମ୍ୟାଚ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କୋଲକାତାକୁ ୧୩୮ ରନର ଲକ୍ଷ୍ୟ ଦେଇଛି…
ଧୋନୀଙ୍କୁ ନେଇ ପୂର୍ବତନ କ୍ରିକେଟରଙ୍କ ବୟାନ: ଜାଡେଜାଙ୍କୁ ସ୍ୱାଧୀନତା ଦେବା ପାଇଁ ଦେଲେ ପରାମର୍ଶ
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ ପୂର୍ବରୁ ହଠାତ ଅଧିନାୟକ ପଦରୁ ଇସ୍ତଫା ଦେଇ ଜାଡେଜାଭ୍କୁ ନେତୃତ୍ୱ ହସ୍ତାନ୍ତର କରିଛନ୍ତି କ୍ୟାପଟେନ କୁଲ ମାହି । କିନ୍ତୁ ଚେନ୍ନାଇର ଉଭୟ ମ୍ୟାଚରେ ଧୋନୀ ଗୁରୁତ୍ୱପୂର୍ଣ୍ଣ…
୨୨ ବର୍ଷୀୟ ବଦୋନୀଙ୍କ ବିଶାଳ ଛକ୍କା: ମହିଳାଙ୍କ ମୁଣ୍ଡରେ ବାଜିଲା ବଲ୍, ଦେଖନ୍ତୁ Video
ନୂଆଦିଲ୍ଳୀ: ମାତ୍ର ୨୨ ବର୍ଷ ବୟସରେ ନିଜର ଚମକ୍ରାର କ୍ରିକେଟ ଜରିଆରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଛନ୍ତି ଆୟୁଷ ବଦୋନୀ । ଏହି ୨୨ ବର୍ଷୀୟ ଖେଳାଳି ଜଣଙ୍କ ପ୍ରଥମ ମୁକାବିଲାରେ ୫୪ ରନ କରିଥିବା ବେଳେ ଦ୍ୱିତୀୟ…
ରେକର୍ଡ ଭାଙ୍ଗିଲେ ଭିଣ୍ଟେଜ ମାହି: ଟି-୨୦ରେ ଆଉ ଏକ ମାଇଲଖୁଣ୍ଟ ପାର କଲେ ଧୋନୀ
ନୂଆଦିଲ୍ଲୀ: ୨୦୨୨ ସିଜନରେ ଦମଦାର ଫର୍ମରେ ନଜର ଆସିଛନ୍ତି ଭିଣ୍ଟେଜ ମାହି । ସିଏସକେର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜର ପୁରୁଣା ଅବତାରରେ ଦେଖାଯାଉଛନ୍ତି । କୋଲକାତା ବିପକ୍ଷ ପ୍ରଥମ ମ୍ୟାଚରେ ଜବରଦସ୍ତ…
ଟସ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଲେ ରାହୁଲ: ଚେନ୍ନାଇକୁ ପ୍ରଥମେ ବ୍ୟାଟିଂ ପାଇଁ ଆହ୍ୱାନ
ନୂଆଦିଲ୍ଲୀ: ୧୫ର ଦ୍ୱିତୀୟ ଲିଗ ମ୍ୟାଚ ଖେଳିବା ପାଇଁ ମଇଦାନରେ ପହଞ୍ଚିଛନ୍ତି ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷେ୍ନø ସୁପର ଜିଆଣ୍ଟସ । ଲକ୍ଷେ୍ନøର ଅଧିନାୟକ କେ. ଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବା ପାଇଁ…
ଓଡିଶାରେ ଆଉ ଏକ ପ୍ରତିଯୋଗିତା: ବଡି ବିଲଡିଂ ଚମ୍ପିଆନସିପ ପାଇଁ ପ୍ରସ୍ତୁତ ହେଉଛି ରାଜ୍ୟ
ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ବଡି ବିଲଡିଂ ଚମ୍ପିଆନସିପ । ଆସନ୍ତା ଏପ୍ରିଲ ୯ ଏବଂ ୧୦ ତାରିଖରେ ଏହି ଚମ୍ପିଆନସିପ ଅନୁଷ୍ଠିତ ହେବାକୁ ଯାଉଛି । ଭୁବନେଶ୍ୱରର ରେଲୱେ ଇଣ୍ଡୋର ଷ୍ଟାଡିୟମରେ ବଡି…
ଦ୍ୱିତୀୟ ମ୍ୟାଚ ପାଇଁ ଧୋନୀ ରଚିଲେ ନୂଆ ପ୍ଲାନ: ଅଚାନକ ଏହି ଷ୍ଟାର ଖେଳାଳିଙ୍କୁ ଦଳରେ କଲେ ଏଣ୍ଟ୍ରି
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ ଦିନକୁ ଦିନ ରୋମାଞ୍ଚକର ହେବାରେ ଲାଗିଛି । ପ୍ରଥମ ମ୍ୟାଚରେ କୋଲକାତା ନିକଟରୁ ପରାସ୍ତ ହେବା ପରେ ନୂଆ ଏକ ପ୍ଲାନ ରଚିଛନ୍ତି ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ…