Browsing Category

ଖେଳ

ବିଜୟ ହଜାରେ ଟ୍ରଫି: ଶାହରୁଖ ଖାନଙ୍କ ଧୂଆଁଧାର ଇନିଂସ, କର୍ଣ୍ଣାଟକକୁ ୧୫୧ ରନରେ ହରାଇ ସେମି ଫାଇନାଲରେ ତାମିଲନାଡୁ

ଜୟପୁର : ନାରାୟଣ ଜଗଦୀଶନ(୧୦୨) ଦମଦାର ଶତକ ଏବଂ ଶାହରୁଖ ଖାନଙ୍କ ୭୯ ରନର ଧୂଆଁଧାର ଇନିଂସ ବଳରେ ତାମିଲନାଡୁ କର୍ଣ୍ଣାଟକକୁ ବିଜୟ ହଜାରେ ଟ୍ରଫିର କ୍ଵାର୍ଟର ଫାଇନାଲରେ ମଙ୍ଗଳବାର ୧୫୧ ରନରେ ପରାସ୍ତ କରିଛି। ଏହି ବିଜୟ…

ଏସିଆନ ଚାମ୍ପିୟନଶିପ୍ ହକି: ଜାପାନ ଠାରୁ ୩-୫ରେ ହାରିଲା ଭାରତ, ତୃତୀୟ ସ୍ଥାନ ପାଇଁ ପାକିସ୍ତାନକୁ ଭେଟିବ

ନୂଆଦିଲ୍ଳୀ: ଏସିଆନ ଚାମ୍ପିୟନଶିପ ହକି ଟୁର୍ଣ୍ଣାମେଣ୍ଟ ସେମି ଫାଇନାଲରେ ହାରିଲା ଭାରତ । ୩ ଥର ଚାମ୍ପିୟନ ରହିଥିବା ଭାରତ ୫-୩ ଗୋଲରେ ଜାପାନ ଠାରୁ ପରାଜିତ ହୋଇଛି । ସମାନ ଦଳକୁ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ୬-୦ରେ…

ଓ୍ଵେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ବିପକ୍ଷ ସିରିଜରୁ ବାହାରେ ରହିବେ ହାର୍ଦ୍ଦିକ ପାଣ୍ଡ୍ୟା, କେବେ ଫେରିବେ ଦଳକୁ ?

ନୂଆଦିଲ୍ଲୀ : ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳକୁ ଫେରିବା ପାଇଁ ନିଜର ଫିଟନେସ୍ ଉପରେ ଝାଳବୁହା ପରିଶ୍ରମ କରୁଛନ୍ତି। ସେ ଫିଟନେସ୍ ଉପରେ କାମ କରିବା ପାଇଁ ବିଜୟ ହଜାରେ ଟ୍ରଫି ମଧ୍ୟ ଖେଳି…

ଜୋସ ବଟଲରଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ବ୍ୟର୍ଥ: ଆଡିଲେଡ୍ କବଜା କଲା କଙ୍ଗାରୁ, ୨-୦ରେ ଆଗୁଆ

ନୂଆଦିଲ୍ଳୀ: ୱିକେଟ କିପର ଜୋସ ବଟଲରଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ବଳରେ ଇଂଲଣ୍ଡକୁ ମାତ ଦେଇଛି ଅଷ୍ଟ୍ରେଲିଆ । ୨୭୫ ରନର ବିଜୟ ସହିତ ଅଷ୍ଟ୍ରେଲିଆ ୨-୦ରେ ଆଗୁଆ ରହିଛି । ୫ମ୍ୟାଚ ବିଶିଷ୍ଟ ଆଶେଷର ପରବର୍ତ୍ତୀ ମୁକାବିଲା…

ବାଙ୍ଗାଲୋର ଓପନ୍ ନ୍ୟାସନାଲ ପାରା ଆଥଲେଟିକରେ ୩ ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ଝିଅ ଜୟନ୍ତୀ ବେହେରା

ଓଡ଼ିଆ ପାରା ଆଥଲେଟ୍ ଜୟନ୍ତୀ ବେହେରାଙ୍କୁ ୩ଟି ସ୍ୱର୍ଣ୍ଣ ପଦକ । ବାଙ୍ଗାଲୋର ଓପନ୍ ନ୍ୟାସନାଲ ପାରା ଆଥଲେଟିକରେ ୩ ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ଧାବିକା । ୧୦୦ମି, ୨୦୦ମି, ୪୦୦ ମି ଦୌଡ଼ରେ ଜିତିଲେ ସ୍ୱର୍ଣ୍ଣ ପଦକ ।…

ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି: ଜାପାନକୁ ହରାଇ ସେମିରେ ଭାରତ

ଢ଼ାକା: ଗତଥରର ଟାଇଟଲ ବିଜେତା ତଥା ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତ ଏଠାରେ ଚାଲିଥିବା ପଞ୍ଚ ରାଷ୍ଟ୍ରୀୟ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ବିଜୟ ଧାରା ବଜାୟ ରଖି ପ୍ରଥମ ଦଳ…

୪ ମାସ ପୂର୍ବରୁ ବିରାଟଙ୍କୁ ଅଧିନାୟକ ପଦରୁ ହଟାଇବାକୁ ଯୋଜନା କରିଥିଲା BCCI, ରିପୋର୍ଟରୁ ହେଲା ଖୁଲାସା

ନୂଆଦିଲ୍ଲୀ: ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇବା ପରେ ଭାରତୀୟ କ୍ରିକେଟରେ ଏକ ବଡ଼ଧରଣର ବିବାଦ ଦେଖିବାକୁ ମିଳିଥିଲା । ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ବିରାଟଙ୍କ ପ୍ରେସ୍ ମିଟ୍ ଅନେକ ଗୁମର ଖୋଲିଥିଲା…

ବାବରଙ୍କ ନାଁରେ ରହିବ ୨୧ମ ଶତାବ୍ଦୀ, ମହାନ ଖେଳାଳି କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ମହାନ ଦ୍ରୁତ ବୋଲର ଓ୍ଵାସିମ ଆକ୍ରମ ପାକିସ୍ତାନ ଦଳର ଅଧିନାୟକ ବାବର ଆଜମଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏକବିଂଶ ଶତାବ୍ଦୀ ବାବର ଆଜମଙ୍କ ନାମରେ ରହିବ। ବାବର…

BWF World Championships 2021: ଶ୍ରୀକାନ୍ତଙ୍କୁ ଐତିହାସିକ ରୌପ୍ୟ

ନୂଆଦିଲ୍ଲୀ: ସ୍ପେନରେ ଖେଳାଯାଉଥିବା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର କିଡାମ୍ବି ଶ୍ରୀକାନ୍ତ । ବିଶ୍ୱ ବ୍ୟାଡମିଣ୍ଟନର ପୁରୁଷ ବର୍ଗରେ ରୌପ୍ୟ ଜିତିବାରେ ପ୍ରଥମ ଭାରତୀୟ ହେଲେ…

୧୯ ବର୍ଷରୁ କମ ବିଶ୍ୱକପ ପାଇଁ ୧୭ ଜଣିଆ ଦଳ ଘୋଷିତ; ୟଶ ଧୁଲଙ୍କ ନେତୃତ୍ୱରେ ଖେଳିବ ଭାରତ

ନୂଆଦିଳ୍ଲୀ: ରବିବାର ଘୋଷିତ ହୋଇ ଯାଇଛି ଭାରତୀୟ ୧୯ ବର୍ଷରୁ କମ ବିଶ୍ୱକପ ଦଳ । ଦିଲ୍ଲୀର ଯୁବ ବ୍ୟାଟ୍ସମ୍ୟମାନ ୟଶ ଧୁଲଙ୍କୁ ଭାରତୀୟ ଦଳର ଅଧିନାୟକ ଭାବରେ ଘୋଷଣା କରାଯାଇଛି । ଜାନୁୟାରୀ ୧୪ ତାରିଖରୁ ଫେବୃୟାରୀ ୫…