Browsing Category

ଖେଳ

ଆଇପିଏଲ: ଦ୍ୱିତୀୟ ମ୍ୟାଚରେ ହାଇଦ୍ରାବାଦକୁ ଭେଟିବ ଦିଲ୍ଲୀ

ନୂଆ ଦିଲ୍ଲୀ, ୨୫/୦୪: ଆଇପିଏଲର ଆଜିର ଦ୍ୱିତୀୟ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବାକୁ ଯାଉଛି । ଏହି ମ୍ୟାଚ ସଂନ୍ଧ୍ୟା ୭:୩୦ରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ…

ଆଜି ଚେନ୍ନାଇ ବାଙ୍ଗାଲୋର ମୁହାଁମୁହିଁ

ନୂଆ ଦିଲ୍ଲୀ, ୨୫/୦୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୧ ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସହିତ ମୁହାଁମୁହିଁ ହେବାକୁ ଯାଉଛି । ଉଭୟ ଦଳ ଏପର୍ୟ୍ୟନ୍ତ…

ଆଇପିଏଲ ୨୦୨୧: ଶୀର୍ଷରେ ଆରସିବି, ଜାଣନ୍ତୁ ଅରେଞ୍ଜ ଓ ପର୍ପଲ କ୍ୟାପ୍ ଦୌଡରେ କେଉଁ ଖେଳାଳି ଆଗରେ

ନୂଆଦିଲ୍ଲୀ ୨୦ ।୦୪: ମୋଇନ ଅଲ୍ଲୀ ଓ ରବୀନ୍ଦ୍ର ଜାଡେଜାଙ୍କ ପ୍ରଭାବଶାଳୀ ବୋଲିଂ ବଳରେ ଚେନ୍ନାଇ ସୁପରକିଙ୍ଗ୍ସ ଆଇପିଏଲର ୧୨ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୪୫ ରନରେ ପରାସ୍ତ କରିଛି । ସୁପରକିଙ୍ଗ୍ ଦ୍ୱାରା…

ଆଇପିଏଲ: ଆଜି ଚେନ୍ନାଇ ସୁପରକିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଟକ୍କର, ଏମିତି ରହିପାରେ ଦୁଇ ଦଳର ପ୍ଲେଇଙ୍ଗ ଇଲେଭେନ୍

ଚାଲିଛି ଆଇପିଏଲ ମହାସମର  ।  ଆଜି ଚେନ୍ନାଇ ସୁପରକିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ । ଚେନ୍ନାଇ ସୁପରକିଙ୍ଗ୍ ନିଜର ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସଠୁ ପରାଜିତ ହୋଇଥିଲା ।…

କୋଭିଡ୍ ପାଇଁ ସ୍ଥଗିତ ହେବ ନାହିଁ ଅଲିମ୍ପିକ୍ସ

ନୂଆଦିଲ୍ଲୀ ୧୬ ।୪ (ଓଡିଶା ଭାସ୍କର) : ଚଳିତ ବର୍ଷ ଅନୁଷ୍ଠିତ ହେବ ଟୋକିଓ ଅଲିମ୍ପିକ୍ସ । ଜାପାନରେ ସଂକ୍ରମଣ ବଢ଼ୁଥିବାରୁ ଗତବର୍ଷ ଭଳି ଏବର୍ଷ ବି ଅଲିମ୍ପିକ୍ସକୁ ସ୍ଥଗିତ କରାଯିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା।…

କୋଲକାତା ୧୦ ରନ ରେ ବିଜୟୀ

ଚେନ୍ନାଇ,୧୧ ।୪ : ଆଇପିଏଲ ୨୦୨୧ ର ତୃତୀୟ ମ୍ୟାଚରେ କୋଲକାତା ୧୦ ରନରେ ବିଜୟୀ ହୋଇଛି। ଦଳର ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ନୀତୀଶ ରାଣା ଓ ରାହୁଲ୍ ତ୍ରିପାଠୀ ବିସ୍ଫୋରକ ଇନିଂସ୍ ବଳରେ କୋଲକାତା ୧୦ ରନରେ ବିଜୟୀ ହୋଇଛି…