Browsing Category

Breaking News

ଦିୱାଲୀରୁ ଶସ୍ତା ହେବ ପେଟ୍ରାଲ-ଡିଜେଲ! ଜାଣନ୍ତୁ କିପରି ନିର୍ଦ୍ଧାରଣ କରାଯାଏ ପେଟ୍ରୋଲ ମୂଲ୍ୟ

ଓଡ଼ିଶା ଭାସ୍କର: ରାତି ପାହିଲେ ସାରା ଭାରତରେ ପାଳନ ହେବ ଆଲୋକର ପର୍ବ ଦୀପାବଳି । ଏହାପୂର୍ବରୁ ଗାଡ଼ିଚାଳକ ମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ମିଳିଛି । ଏହି ଦିୱାଲୀରେ ଜନତାଙ୍କ ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ…

ଜମି ବିବାଦ: ମା’ ବିଜୟମ୍ମା କଲେ ଝିଅକୁ ସମର୍ଥନ

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓା୍ୱଇଏସଆର କଂଗ୍ରେସ ମୁଖ୍ୟ ଜଗନ ରେଡ୍ଡୀ ଓ ତାଙ୍କ ଭଉଣୀ ତଥା ପ୍ରଦେଶ କଂଗ୍ରେସ ଆଧ୍ୟକ୍ଷା ଓା୍ୱଇ ଏସ ଶର୍ମିଳାଙ୍କ ମଧ୍ୟରେ ଜମିବାଡି ବିବାଦ ତେଜିବାରେ ଲାଗିଛି…

କଟକ ବାଲିଯାତ୍ରାକୁ ନେଇ ବଡ଼ ଖବର: ଉପର ପଡିଆକୁ ନା’, ଜାଣନ୍ତୁ କ’ଣ କହିଲେ ହାଇକୋର୍ଟ

କଟକ: ଆସୁଛି ବାଲିଯାତ୍ରା। ଏଥିପାଇଁ ସହର ଚଳଚଞ୍ଚଳ। ବ୍ୟବସାୟୀଙ୍କ ମଧ୍ୟରେ ଭରି ରହିଛି ଉତ୍ସାହ। ତେବେ ଏହାରି ମଧ୍ୟରେ କଟକ ଐତିହାସିକ ବାଲିଯାତ୍ରାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉପର ପଡ଼ିଆରେ ବାଲିଯାତ୍ରାକୁ…

Video; ଆକଟ ପାଇଁ ବଡ଼ ଭାଇକୁ ସାନ ଭାଇ ବିଷ ଦେଇ ମାରିବା ଘଟଣା, ଅଡିଓ ଭାଇରାଲ, ଆସିଲା ସାଙ୍ଘାତିକ ସତ…

ଭୁବନେଶ୍ୱର: ବଡ଼ ଭାଇକୁ ୪ ଥର ବିଷ ଦେଲା ସାନ ଭାଇ । କଷ୍ଟ ପାଇ ପାଇ ମରିଗଲା ବଡ଼ ଭାଇ । ଥରେ ନୁହେଁ ରାଗ ଏତେ ଥିଲାଯେ ଚାରି ଚାରି ଥର ବଡ଼ ଭାଇକୁ ବିଷ ଦେଇଦେଲା ସାନ ଭାଇ । ବଡ଼ ଭାଇ ଯେପର୍ଯ୍ୟନ୍ତ ନମରିଛି ସେପର୍ଯ୍ୟନ୍ତ…

ଏଥର ହେବନି ବିରଜାଶ୍ରୀ ମେଳା: ବିରୋଧ ପରେ ବନ୍ଦ କଲା ଜିଲ୍ଲା ପ୍ରଶାସନ

ଯାଜପୁର: ଯାଜପୁରର ପ୍ରସିଦ୍ଧ ବିରଜାଶ୍ରୀ ମେଳା ଉପରେ ଲାଗିଛି ରୋକ । ଲଗାତାର ବିରୋଧ ହେବା ପରେ ବିରଜାଶ୍ରୀ ମେଳା ବନ୍ଦ କରାଯାଇଛି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବିରଜାଶ୍ରୀ ମେଳା…

ଅଙ୍ଗନବାଡ଼ି କର୍ମୀ ପାଇବେ ସୁଭଦ୍ରା ଟଙ୍କା, ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର: ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ ଅଙ୍ଗନବାଡ଼ି କର୍ମୀ ପାଇବେ ସୁଭଦ୍ରା ଟଙ୍କା। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଜାରି କରିଛନ୍ତି। ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ…

୫ ଟିବି ପ୍ରବଣ ଦେଶ ଭିତରେ ରହିଛି ଭାରତ: WHO

ନୂଆଦିଲ୍ଲୀ: ଟ୍ୟୁବରକୁଲସିସ (ଟିବି)କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଛି ଚାଞ୍ଚଲ୍ୟକର ରିପୋର୍ଟ । ୨୦୨୩ରେ ୮୦ଲକ୍ଷ ଏହି ରୋଗରେ ସଂକ୍ରମିତ ହୋଇଥିଲେ । ଏଥିସହ ରିପୋର୍ଟରେ ଦର୍ଶା ଯାଇଛି କି, ଗତ ବର୍ଷ ୧.୨୫ ମିଲିୟନ…

Momo tragedy: ଏଠାରେ ମିଳୁଛି ବିଷାକ୍ତ ମୋମୋ! ଖାଇଲେ ଚାଲିଯାଇପାରେ ଜୀବନ, ମା’ ମୃତ 2 ଝିଅ ଗୁରୁତର

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଲୋକଙ୍କ ପ୍ରଥମ ପସନ୍ଦ ସାଜିଛି ମୋମୋ । ଦିଲ୍ଲୀ-ଏନସିଆର ସମେତ ଅନେକ ମେଟ୍ରୋ ସିଟିରେ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ପିଲାଠୁ ବୁଢା ସମସ୍ତଙ୍କର ପ୍ରିୟ ସାଜିଛି ମୋମୋ ।…

BSNLର ୧୯୯୯ ଟଙ୍କିଆ ପ୍ଲାନର ଦାମ୍ ହ୍ରାସ ପାଇଲା: ନଭେମ୍ବର ୭ରେ ସରିଯିବ ଏହି ଦୀପାବଳି ଅଫର୍

ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ତା’ର ଅଗଣିତ ଗ୍ରାହକଙ୍କୁ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ବିଏସଏନଏଲ ବୋନସ୍ ଦେଇଛି । କମ୍ପାନୀ ତା’ର ୩୬୫ ଦିନିଆ ପ୍ଲାନକୁ ଶସ୍ତା କରିଦେଇଛି । ଏହାଫଳରେ ଗ୍ରାହକମାନେ ଦୀପାବଳୀ…

ସେୟାର ବଜାର: ପ୍ରତିରକ୍ଷା କମ୍ପାନୀରେ ଇନଭେଷ୍ଟ ପାଇଁ ନିବେଶଙ୍କ ମଧ୍ୟରେ ଆଗ୍ରହ

ନୂଆଦିଲ୍ଲୀ: ସେୟାର ବଜାରରେ ବେପାର ମାନ୍ଦା ଚାଲିଛି । ନିବେଶକ ଚିନ୍ତାରେ । ଏମିତି ସମୟରେ କିନ୍ତୁ ଡିଫେନ୍ସ କମ୍ପାନୀର ସେୟାରରେ ଭାରି ଅଭିବୃଦ୍ଧି ଦେଖିବାକୁ ମିଳିଛି । ସେୟାର କିଣିବାକୁ ନିବେଶକଙ୍କ ମଧ୍ୟରେ ଲାଗିଛି…