Browsing Category

Breaking News

ସାବଧାନ…ରାହୁଙ୍କ କ୍ରୋଧରେ ହୋଇଯିବେ ବର୍ବାଦ, ଯଦି ଘରେ କରୁଛନ୍ତି ଏହି 5 ଭୁଲ୍

ଓଡ଼ିଶା ଭାସ୍କର: ବାସ୍ତୁ ଅନୁସାରେ ଘରେ ଏମିତି କିଛି ଭୁଲ କରିବା ଦ୍ବାରା ରାହୁଙ୍କର କୋପ ଦୃଷ୍ଟି ପଡ଼ିଥାଏ । ଯଦି ଆପଣ ଘରେ ମଧ୍ୟ ଏହି ଭୁଲ କରୁଛନ୍ତି, ତେବେ ତୁରନ୍ତ ତାହାକୁ ସୁଧାରିବାକୁ ଚେଷ୍ଟା କରନ୍ତୁ । ରାହୁ…

ICC Women’s Rankings: ଏବେ ଇଂଲଣ୍ଡ ଅଧିନାୟକ କରିବେ ରାଜ୍…ODIରେ ବିଶ୍ୱର ନମ୍ବର ୱାନ୍ ବ୍ୟାଟ୍ସମ୍ୟାନ୍ ହେଲେ Sciver-Brunt

ନୂଆଦିଲ୍ଲୀ:  ବର୍ତ୍ତମାନ ସମୟରେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଧାନା ବହୁତ ଭଲ ଫର୍ମରେ ଅଛନ୍ତି । ସେ ତାଙ୍କ ପ୍ରଦର୍ଶନ ଆଧାରରେ ICC ODI ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।…

ଏଥର ରବିବାର ଖୋଲା ରହିବ MKCGର ଡାଏଲିସିସ୍ ବିଭାଗ, ସ୍ପଷ୍ଟ କଲେ ବିଭାଗୀୟ ମୁଖ୍ୟ

ଭୁବନେଶ୍ବର: ଏମକେସିଜିରେ ଆଉ ରବିବାର ବନ୍ଦ ହେବନି ଡାଏଲିସିସ୍ । ଏମକେସିଜି ଅଧିକ୍ଷକ ଡା. ଦୁର୍ଗାମାଧବ ଶତପଥୀ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଗଣ ମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଛି  ଏମକେସିଜି…

‘ପ୍ରଳୟ-6’ ମିସାଇଲର ସଫଳ ପରୀକ୍ଷଣ, ବିକଶିତ ପ୍ରଳୟର ଲକ୍ଷ୍ୟଭେଦ କ୍ଷମତା ୫ଶହ କିଲୋମିଟର

ବାଲେଶ୍ବର: ପ୍ରଳୟ-୬ ମିସାଇଲର ସଫଳ ବ୍ୟାବହାରିକ ପରୀକ୍ଷଣ । ଭାରତ ନିଜର ସ୍ୱଳ୍ପ ଦୂରଗାମୀ ଆକ୍ରମଣ କ୍ଷମତାକୁ ମଜବୁତ କରି ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ କରିଛି । ଏହି ମିସାଇଲ ଡିଆରଡିଓ ଦ୍ୱାରା ବିକଶିତ ହୋଇଛି ।…

ଏଣିକି UPI ପେମେଣ୍ଟରେ ଆସିବ ବାୟୋମେଟ୍ରିକ୍: ପିନ ନମ୍ବର ବିନା ହେବ ଟଙ୍କା ଟ୍ରାନଜାକ୍ସନ

ନୂଆଦିଲ୍ଲୀ: ଭାରତରେ ଡିଜିଟାଲ ପେମେଂଟକୁ ଆହୁରି ସୁରକ୍ଷିତ ଓ ସୁବିଧାଜନକ କରିବା ପାଇଁ ନ୍ୟାସନାଲ ପେମେଂଟ୍ସ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଏକ ନୂଆ ପଦକ୍ଷେପ ନେଉଛି। ଖୁବଶୀଘ୍ର ଯୁନିଫାଇଡ ପେମେଂଟ୍ସ ଇଣ୍ଟରଫେସ…

କେଉଁ ରକ୍ତ ଗୋଷ୍ଠୀର ଲୋକେ ଅଧିକ ବୁଦ୍ଧିମାନ? କ୍ୟାଲିଫୋର୍ନିଆ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନରେ ଆଶ୍ଚର୍ଯ୍ୟଜନକ ଖୁଲାସା

ନ୍ୟାସନାଲ ଡେସ୍କ, ୨୯ ଜୁଲାଇ ୨୦୨୫: ଆମେ ପ୍ରାୟତଃ ମନେ କରୁ ଯେ ଜଣେ ବ୍ୟକ୍ତିର ବୁଦ୍ଧିମତ୍ତା ତାଙ୍କର ଅଭିଜ୍ଞତା, ଶିକ୍ଷା କିମ୍ବା ପରିବେଶ ଉପରେ ନିର୍ଭର କରେ। କିନ୍ତୁ କ୍ୟାଲିଫୋର୍ନିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା…

ବାଲେଶ୍ୱରରେ ମହିଳାଙ୍କୁ ପୋଡ଼ି ମାରିଦେଲେ ଶାଶୂଘର ଲୋକେ!

ସୋର: ବାଲେଶ୍ୱର ଜିଲ୍ଲାର ସୋରରେ ନିଆଁରେ ପୋଡ଼ି ହୋଇ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ। ଖଇରା ଥାନା କବର ହାତୀମୁଣ୍ଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ବାପଘର ଲୋକଙ୍କ କହିବା ଅନୁସାରେ ମହିଳାଙ୍କ…

ଭୁବନେଶ୍ୱର ବିମାନବନ୍ଦରରେ 30 କୋଟିର ଗଂଜେଇ ଜବତ, 3 ଯୁବକ ଅଟକ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳା ପୁଳା ଗଂଜେଇ। ଏହାର ମୂଲ୍ୟ ପାଖାପାଖି 30 କୋଟି କୁହାଯାଉଥିବାବେଳେ ଏହି ଘଟଣାରେ ବ୍ୟାଙ୍କକ ବିମାନରେ ଆସିଥିବା 3 ଯୁବକଙ୍କୁ ଅଟକ ରଖାଯାଇ କରାଯାଉଛି ପଚରାଉଚରା।…

ବାଲିଗୁଡ଼ାଠାରେ ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା ହାତୀ, ଶୌଚ ପାଇଁ ଯାଇଥିବାବେଳେ ଘଟିଲା ଏଭଳି ଘଟଣା

କନ୍ଧମାଳ: ଶୌଚ କରିବାକୁ ଯାଇଥିବାବେଳେ ଦନ୍ତା ହାତୀର ଶିକାର ହେଲେ ବୃଦ୍ଧ। ବୃଦ୍ଧଙ୍କୁ କଚାଡ଼ି କଚାଡ଼ି ମାରିଦେଲା ଦନ୍ତା ହାତୀ। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ନିକଟବର୍ତ୍ତୀ ଆଡାସିକୁମା ନିକଟ ପାଙ୍ଗାନାଜୁ ଗାଁରେ…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୦ ସ୍ଥାନରେ ରେଡ୍‌

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜାଲରେ ‘ଆର ଆଣ୍ଡ ବି’ ଡିଭିଜନ୍‌ର ସହକାରୀ ଯନ୍ତ୍ରୀ। ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌। ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଚାଲିଛି ଚଢ଼ାଉ। ଏକକାଳୀନ ୧୦ଟି…