Browsing Category
Breaking News
Breaking: ଜଙ୍ଗଲରେ ବନ୍ଧୁକ ତିଆରି କରୁଥିଲେ ମାଓବାଦୀ, ସର୍ଚ୍ଚ ଅପରେଶନରେ ଧରିଲେ ଯବାନ
ମାଲକାନଗିରି:ଜଙ୍ଗଲରେ ମାଓବାଦୀଙ୍କ ବନ୍ଧୁକ କାରଖାନା ଠାବ । ଛତିଶଗଡ଼ ନାରାୟଣପୁର ଜିଲା ସୋନପୁର କୋହମେଟାଲା ଜଙ୍ଗଲରେ କାରଖାନା ଠାବ କରିଛନ୍ତି ଯବାନ । ବିଏସଏଫ ଓ ଡିଆରଜି ଯବାନ ଜଙ୍ଗଲରେ ମିଳିତ ସର୍ଚ୍ଚ ଅପରେଶନ…
Breaking: ଡାକ୍ତରଙ୍କ ପାଇଁ ଭଡ଼ା ଘର ବୁଝିଦେଇ… ୨ ମାସର ଆଡଭାନ୍ସ ନେଇ ଛୁ’ ମାରିଲା ଦଲାଲ
ଭୁବନେଶ୍ୱର: ରାସ୍ତାକଡ଼ ଟୁ-ଲେଟ୍ ପୋଷ୍ଟରରୁ ନମ୍ବର ଆଣି କଲ୍ କରୁଥିଲେ ଡାକ୍ତର । ୨ ମାସରେ ଆଡଭାନ୍ସ ସହିତ ପ୍ରୋସେସିଂ ଫି' ନେଇ ଦଲାଲ ମାରିଲା ଚମ୍ପଟ । ନନ୍ଦନବିହାରରେ ଘର ଦେଖାଇଥିଲା । ଏ ନେଇ ଇନ୍ଫୋସିଟି ଥାନାରେ…
ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଜନ୍ମମାଟି ପାଇଁ ଗୁଣ୍ଡୁଚି ମୂଷା ପରି ଲଢିବି କହିଲେ ରାଷ୍ଟ୍ରପତି
ଭୁବନେଶ୍ବର: ମୟୂରଭଞ୍ଜକୁ 3 ରେଳ ପ୍ରକଳ୍ପ ଭେଟି ଦେଲେ ରାଷ୍ଟ୍ରପତି । ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ବାଙ୍ଗିରିପୋଷିରେ 3 ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ବାଙ୍ଗିରିପୋଷି-ଗୋରୁମହିଷାଣି,…
ଖୁବଶୀଘ୍ର ଦୂରଦର୍ଶନରେ ‘ସାନ୍ତାଳି’ ଭାଷାରେ ପଢ଼ାଯିବ ନ୍ୟୁଜ୍: ୭ଦିନ ମଧ୍ୟରେ କାର୍ଯ୍ୟକାରୀ ହେବା ନେଇ କହିଲେ ରେଳ ମନ୍ତ୍ରୀ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଖୁବଶୀଘ୍ର ଦୂରଦର୍ଶନରେ ‘ସାନ୍ତାଳି’ ଭାଷାରେ ନ୍ୟୁଜ୍ ପଢ଼ାଯିବ । ୬ରୁ ୭ ଦିନ ମଧ୍ୟରେ ଏହା କରାଯିବା ନେଇ କହିଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ‘ସାନ୍ତାଳି’ ଭାଷାରେ ନ୍ୟୁଜ୍…
ଧୋକା ଦେଲା Google Maps! ସର୍ଟକଟ୍ ଖୋଜୁଥିବା ବେଳେ ଦେଖାଇଲା ଭୁଲ ରାସ୍ତା, ଜଙ୍ଗଲରେ ରାତି ବିତାଇଲେ ପରିବାର
ନୂଆଦିଲ୍ଲୀ: କିଛି ଦିନ ପୂର୍ବେ ଗୁଗଲ ମ୍ୟାପ ପାଇଁ ଜଣଙ୍କର ଜୀବନ ଯାଇଥିବା ବେଳେ ବର୍ତ୍ତମାନ ଅନ୍ୟ ଏକ ପରିବାରକୁ ଜଙ୍ଗଲରେ ଫସାଇ ଦେଇଥିବା ଖବର ସାମ୍ନାକୁ ଆସିଛି । ସର୍ଟକଟ୍ ରାସ୍ତା ବାଛିବା ପାଇଁ ପରିବାର ଲୋକେ ଗୁଗଲ…
Breaking: ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବଢ଼ାଯିବ ବାଲି, ଏଡିଜିଙ୍କ ସହ ୧୫ ଜଣିଆ ବିଶେଷଜ୍ଞ ଟିମ କଲା ଅନୁଧ୍ୟାନ
କୋଣାର୍କ: ଗର୍ଭଗୃହରୁ ବାଲି କଢ଼ିବା ପାଇଁ କରାଯାଇଥିବା ପ୍ରସ୍ତୁତିର ଅନୁଧ୍ୟାନ କଲେ ଏଏସଆଇ ଏଡିଜି ଜାହବୀ ଶର୍ମା । ଏଡିଜି ସମେତ ୧୫ ଜଣିଆ କୋର୍ କମିଟି ମଧ୍ୟ ଅନୁଧ୍ୟାନ ପାଇଁ କୋଣାର୍କରେ ପହଞ୍ଚିଛନ୍ତି । କୋର କମିଟିରେ…
ଟିକ୍ ଟକ୍ର ଆବେଦନକୁ ପ୍ରତ୍ୟାଖ୍ୟାନ କଲା ଆମେରିକା, ବ୍ୟାନ୍ ହେବା ନେଇ ଖୁବ୍ ଶୀଘ୍ର ଘୋଷଣା
ନୂଆଦିଲ୍ଲୀ: ଟିକ୍ ଟକ୍ର ଆବେଦନ ଖାରଜ ହେବା ପରେ ଏବେ ଆମେରିକାରେ ସର୍ଟ ଭିଡିଓ ଆପ୍ ଟିକ୍ ଟକ୍କୁ ଆଗାମୀ ଦିନରେ ବ୍ୟାନ୍ କରାଯାଇପାରେ । କମ୍ପାନୀ ଆଶା କରିଛି ଯେ ଟିକ୍ ଟକ୍ କୁ ନିଷିଦ୍ଧ କରିବା ଲକ୍ଷ ଲକ୍ଷ…
IIFCLରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦ ପାଇଁ ବାହାରିଲା ନିଯୁକ୍ତି, ୨୩ ଡିସେମ୍ବର ଭିତରେ ଏପରି କରନ୍ତୁ ଆବେଦନ
ନୂଆଦିଲ୍ଲୀ : ଇଣ୍ଡିଆ ଇନଫ୍ରାଷ୍ଟ୍ରକ୍ଚର ଫାଇନାନ୍ସ କମ୍ପାନୀ ଲିମିଟେଡ୍ (ଆଇଆଇଏଫସିଏଲ) ଆସିଷ୍ଟାଣ୍ଟ ମ୍ୟାନେଜର ପଦ ପାଇଁ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆଜି ୭…
ASO ଚାକିରି ବିକ୍ରି ପ୍ରସଙ୍ଗରେ କମ୍ପିଲା ଗୃହ, ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି
ଭୁବନେଶ୍ବର: ଗୃହକାର୍ଯ୍ୟ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ । ଗୃହରେ ବିଜେଡି ବିଧାୟକଙ୍କର ହଟ୍ଟଗୋଳ ଓ ନାରାବାଜି ଦେଖାଦେଇଥିଲା । ଏହା ପରେ ଗୃହକୁ ସାଢ଼େ ୧୧ଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢୀ ।…
ପୁଣି ସାମ୍ନାକୁ ଆସିଲା ଆଶ୍ରମ ଲିଳା! ନିଶା ବଟିକା ଦେଇ ଯୁବତୀଙ୍କୁ ଦୁଷ୍କର୍ମ, ରଙ୍ଗିଲା ବାବାଙ୍କୁ ବାନ୍ଧିଲା ପୋଲିସ
ଭୁବନେଶ୍ବର: ଦିନକୁ ଦିନ ଗୋଟିଏ ପରେ ଗୋଟିଏ ବାବାଙ୍କ ଗୁମର ଫିଟିବାରେ ଲାଗିଛି । କଳ୍କୀ ବାବାଙ୍କ ପରେ ଆଉ ଏକ ବାବା ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ନିଶା ଦେଇ ଦୁଷ୍କର୍ମ କରୁଥିଲେ ରଙ୍ଗିଲା ବାବା । ଏଭଳି ଅଭିଯୋଗ…