Browsing Category
Breaking News
ସୃଷ୍ଟି ହେଲା ଅବପାତ… ଉତ୍ତର ଓଡ଼ିଶାରେ ଅତିପ୍ରବଳ ବର୍ଷା, ସମୁଦ୍ର ଯିବାକୁ ବାରଣ
ଭୁବନେଶ୍ୱର: ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ସୃଷ୍ଟି ହେଲା ଅବପାତ ।
ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ପାଶ୍ୱବର୍ତ୍ତୀ ପଶ୍ଚିମବଙ୍ଗରେ ଅବପାତ ସୃଷ୍ଟି ହୋଇଥିବା ସୂଚନା ।
ଏ ନେଇ ସୂଚନା ଦେଇଛି ଭୁବନେଶ୍ୱର…
ଆଜି ପୁଣି କମିଲା ସୁନା ଓ ରୂପା ଦର, କିଣିବା ପୂର୍ବରୁ ଜାଣନ୍ତୁ ୧୦ ଗ୍ରାମ ପିଛା କେତେ କମିଲା…
ଭୁବନେଶ୍ବର: ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ । କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ ସମାନ ରହିଥାଏ । ସୁନା କିଣିବାକୁ…
28ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏପରି କରନ୍ତୁ ପଞ୍ଜୀକରଣ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟସ୍ତରୀୟ ଜନ ଅଭିଯୋଗ ଶୁଣାଣି ଆସନ୍ତା 28 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ସୋମବାର ସକାଳ 8ଟାରୁ ୟୁନିଟ-2 କ୍ୟାପିଟାଲ ନର୍ସରୀ ନିକଟ ପୁରୁଣା ସରକାରୀ ପ୍ରାଥମିକ…
ସବୁଠି ଶୁଭୁଛି ଚିତ୍କାର…କ୍ଲାସ ଚାଲୁଥିବାବେଳେ ଭୁଶୁଡ଼ିଲା ସ୍କୁଲ ଛାତ, ଚାପି ହୋଇଗଲେ 40ରୁ ଉର୍ଦ୍ଧ୍ବ ପିଲା, ଦେଖନ୍ତୁ ଭିଡି଼ଓ…
ରାଜସ୍ଥାନ: ଝାଲୱାଡ଼ାରେ ବଡ଼ ଅଘଟଣ । ସ୍କୁଲ ପିଲାଙ୍କ ଉପରେ ଭୁଶୁଡ଼ିଲା ଛାତ । କ୍ଲାସ ଚାଲୁଥିବାବେଳେ ଭୁଶୁଡ଼ିଲା ସ୍କୁଲ ଛାତ । ଛାତ ପଡ଼ି 4 ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସେପଟେ ଛାତ…
ସୁବର୍ଣ୍ଣପୁରରେ ବର୍ଷାର ଭୟଙ୍କର ତାଣ୍ଡବ, ଭିଷଣ ପବନରେ ଉପୁଡ଼ିଗଲା ଏକାଧିକ ବିଦ୍ୟୁତ ଖୁଣ୍ଟ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ବିନିକାରେ ପ୍ରବଳ ବର୍ଷା । ପ୍ରବଳରୁ ଅତିପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ମଧ୍ୟ ବୋହିବାରେ ଲାଗିଛି ।
ବର୍ଷା ଓ ପବନରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଯାଇଥିବା ସୂଚନା । ଶିଶୁ ମନ୍ଦିର…
ବନ ବିଭାଗ ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍; ମିଳିଲାଣି ଦେଢ କୋଟି ଟଙ୍କା, ସୁନା ବିସ୍କୁଟ-ଇଟା
ଜୟପୁର: ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକଙ୍କ ଘରେ ଓ କାର୍ଯ୍ୟାଳୟରେ ରେଡ୍ । ଘରେ ପଶୁ ପଶୁ ମିଳିଲାଣି ପୁଳା ପୁଳା ଟଙ୍କା ।…
ବଡ଼ ଖବର..ବର୍ଷା ପାଇଁ ଆଜି ଏହି ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି
ନୂଆଦିଲ୍ଲୀ: ଆଜି ମୟୂରଭଞ୍ଜରେ ବନ୍ଦ ରହିବ ସବୁ ସ୍କୁଲ । ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ ।
ଆସନ୍ତା 12 ଘଣ୍ଟାରେ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ…
ମଣିପୁରରେ ଆହୁରି 6 ମାସ ପାଇଁ ବଢିଲା ରାଷ୍ଟ୍ରପତି ଶାସନ, 13 ଅଗଷ୍ଟରୁ ଲାଗୁ
ନୂଆଦିଲ୍ଲୀ: ମଣିପୁରରେ ବଢିଲା ରାଷ୍ଟ୍ରପତି ଶାସନ ସମୟ ସୀମା । ଆଉ 6 ମାସ ପାଇଁ ରାଷ୍ଟ୍ରପତି ଶାସନ ଲାଗୁ ନିଷ୍ପତ୍ତି । 13 ଅଗଷ୍ଟରୁ 6 ମାସ ପାଇଁ ଲାଗୁ ରହିବ ।
ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା…
ଲଗାଣ ବର୍ଷା କଲା କଲବଲ; ପୋଲ ଉପରେ 2 ଫୁଟର ପାଣି, ଯାତାୟାତ ଠପ୍
ମାଲକାନଗିରି: ଲଗାଣ ବାର୍ଷାରେ ବେହାଲ ମାଲକାନଗିରି । ପୁଣି ବୁଡ଼ିଲା କନ୍ୟାଶ୍ରମ ପୋଲ, ଯାତାୟାତ ବାଧାପ୍ରାପ୍ତ । କନ୍ୟାଶ୍ରମ ପୋଲ ଉପରେ ଚାଲିଛି 2 ଫୁଟର ବର୍ଷା ଜଳ । ଫଳରେ କାଲିମେଳା-ପଡ଼ିଆ ବ୍ଲକକୁ ଯୋଗାଯୋଗ…
ସପ୍ତାହ ଧରି ଏହି ୧୦ ଲକ୍ଷଣ ଦେଖାଯାଉଥିଲେ ସାବଧାନ ! ହୋଇଥାଇପାରେ କ୍ୟାନ୍ସର
ଓଡ଼ିଶା ଭାସ୍କର: କର୍କଟ ରୋଗ ଏକ ବିପଦପୂର୍ଣ୍ଣ ଏବଂ ଜୀବନଘାତକ ରୋଗ । ଶରୀରର କୌଣସି ଅଂଶରେ କର୍କଟ କୋଷଗୁଡ଼ିକ ଅନିୟନ୍ତ୍ରିତ ଭାବରେ ବ୍ୟାପିବା ଆରମ୍ଭ କଲେ କର୍କଟ ରୋଗ ହୁଏ । ସମୟ ସହିତ ଏହି କୋଷଗୁଡ଼ିକ ଅନ୍ୟ…