Browsing Category
Breaking News
ସୁରଜ ସୂର୍ଯ୍ୟବଂଶୀଙ୍କ ଘରକୁ ଟମାଟୋ, ଅଣ୍ଡା ମାଡ଼, ବିଦ୍ୟାଳୟ ନିର୍ମାଣରେ ଅନିୟମିତତା ଅଭିଯୋଗରେ ଛାତ୍ର କଂଗ୍ରେସର ବିକ୍ଷୋଭ
ଭୁବନେଶ୍ୱର: ଏସସି ଓ ଏସଟି ବିଦ୍ୟାଳୟ ନିର୍ମାଣରେ ଅନିୟମିତତା ଅଭିଯୋଗରେ ରାଜଧାନୀରେ ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ପ୍ରତିବାଦକାରୀ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ବାସଭବନ ଘେରାଉ…
ସରିଲା କଣ୍ଟ, ବୋଲ କିସାନ- ଦିଲ୍ଲୀ ଚଲୋ ନାରା ଦେଇ ଆଗଉଛି ଚାଷୀ ସଂଗଠନ
ନୂଆଦିଲ୍ଲୀ- ସରକାର ନେଇଥିବା ଅବଧି ସରିବା ପରେ ଶୁକ୍ରବାର ପୁଣି ଚାଷୀ ଦିଲ୍ଲୀ ଅଭିମୁଖେ ମାର୍ଚ୍ଚ ଆରମ୍ଭ କରିଛନ୍ତି । ଦିଲ୍ଲୀ ଅଭିଯାନକୁ ନେଇ ଆମ୍ବାଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି । ୯ ଡିସେମ୍ବର ଯାଏ…
ବଢି ଚାଲିଛି ପଞ୍ଜିକରଣ ହେଲେ ମିଳୁନି ନିଯୁକ୍ତି, ଚାକିରି ଅପେକ୍ଷାରେ 12 ଲକ୍ଷ ଆଶାୟୀ
ଭୁବନେଶ୍ବର: ଓଡିଶାରେ ଉତ୍କଟ ଚାକିରି ସମସ୍ୟା । ଓଡିଶାର କର୍ମ ନିୟୋଜନ ପୋର୍ଟାଲରେ 12 ଲକ୍ଷ ପଞ୍ଜିକରଣ କରିଥିଲେ ହେଁ ସେମାନଙ୍କ ମଧ୍ୟରୁ ମାତ୍ର 2 ହଜାର 274 ଜଣଙ୍କୁ ନିଯୁକ୍ତି ମିଳିଛି । ଆଜି ଏନେଇ ବିଧାନସଭାରେ…
Breaking- ମାଟିତଳେ ଫସିଥିବା BPCL ଶ୍ରମିକ ମୃତ ଅବସ୍ଥାରେ ଉଦ୍ଧାର
କଟକ- ବିପିସିଏସର ପାଇପ ମରାମତି ବେଳେ ମାଟି ତଳେ ଫସି ଥିବା ଶ୍ରମିକ ମୃତ । ଶ୍ରମିକଙ୍କୁ ଅଚେତ ଅବସ୍ଥାରେ ହସ୍ପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶୁକ୍ରବାର କଟକ ପାରାଦ୍ୱୀପ ରାସ୍ତାର…
ସିଏପିଏଫ ଓ ଆସାମ ରାଇଫଲରେ ୧ ଲକ୍ଷରୁ ଅଧିକ ପଦବୀ ଖାଲି, ଜାଣନ୍ତୁ କେବେ ହେବ ନିଯୁକ୍ତି
ନୂଆଦିଲ୍ଲୀ: କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ଏବଂ ଆସାମ ରାଇଫଲ୍ସ (ଏଆର) ରେ ଏକ ଲକ୍ଷରୁ ଅଧିକ ପଦବୀ ଖାଲି ଅଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ, ସିଏପିଏଫ…
Breaking- ପାଇପ ମରାମତି ବେଳେ ମାଟି ତଳେ ଫସଥିବା ଶ୍ରମିକ ଗୁରୁତର ଅବସ୍ଥାରେ ଉଦ୍ଧାର
କଟକ- କଟକ ପାରାଦ୍ୱୀପ ରାସ୍ତାରେ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡର ପାଇପ ମରାମତି ବେଳେ ଘଟିଛି ଅଘଟଣ । ତାଳଦଣ୍ଡା ନିକଟରେ ପାଇପ ମରାମତି ବେଳେ ମାଟି ତଳେ ଫସି ରହିଥିବା ଶ୍ରମିକ ଉଦ୍ଧାର । ଅଗ୍ନିଶମ ବାହିନୀ…
ସାଂସଦଙ୍କ ସିଟ୍ ତଳୁ ବାହାରିଲା ବିଡାବିଡା ନୋଟ୍, ଘୋଷଣା ପରେ ରାଜ୍ୟସଭାରେ ହଙ୍ଗାମା
ନୂଆଦିଲ୍ଲୀ: କଂଗ୍ରେସ ସାଂସଦଙ୍କ ସିଟ୍ ତଳୁ ବାହାରିଲା ବିଡାବିଡା ନୋଟ୍ । 222 ନମ୍ବର ସିଟରୁ ବିଡାବିଡା 500 ଟଙ୍କିଆ ନୋଟ୍ ମିଳିଥିଲା । ତେବେ ଏହି ଆସନ ତେଲେଙ୍ଗାନାର କଂଗ୍ରେସ ଏମପି ଅଭିଷେକ ମନୁ ସିଂଭିଙ୍କର । ଏନେଇ…
ମୁଁ ରାଜ୍ୟସଭା ରେସରେ ନାହିଁ, ପରୋକ୍ଷରେ ଅନେକ କିଛି କହିଦେଲେ ସାମଲ
ଭୁବନେଶ୍ୱର- ଆସନ୍ତା ୨୦ ତାରିଖରେ ହେବାକୁ ଯାଉଛି ରାଜ୍ୟସଭାର ୬ ସିଟ ପାଇଁ ଉପନିର୍ବାଚନ । ଏଥିରେ ଓଡିଶାର ଗୋଟିଏ ଆସନ ମଧ୍ୟ ରହିଛି । ଉପନିର୍ବାଚନ ଆଗରୁ ବିଜେପି ସୁଜିତ କୁମାରଙ୍କୁ ହିଁ ରିପିରଟ କରିବ ବୋଲି ଆଜି…
ଉପରବେଢ଼ା ସ୍କୁଲରେ ପହଞ୍ଚିଲେ ମହାମହିମ, କହିଲେ ‘ପାଠ କେବଳ ଚାକିରି ପାଇଁ ନୁହେଁ, ଶିକ୍ଷିତ ହେବା ପାଇଁ ଆବଶ୍ୟକ’
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଚତୁର୍ଥ ଦିନ । ଆଜି ନିଜ ଜନ୍ମମାଟି ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ମହାମହିମ । ନିଜ ଜିଲ୍ଲାରେ ପହଞ୍ଚିବା ପରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ…
ସାବଧାନ ଯାତ୍ରା ମାଲିକ! ଆସୁଛି ମାର୍ଗଦର୍ଶିକା, ବନ୍ଦ ହୋଇଯିବ ଅଶ୍ଳୀଳ ନାଚ
ଭୁବନେଶ୍ୱର- ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନାଚ । ଆଇଟମ ଡ୍ୟାନ୍ସ ଉପରେ ଲାଗିବ ରୋକ । ଆଜି ଗୃହରେ ସଂସ୍କୃତି ମନ୍ତ୍ରୀ ଏହି ଲିଖିତ ବିବୃତ୍ତି ଦେଇଛନ୍ତି । ଏହା ରାଜ୍ୟର ସଂସ୍କୃତିର ଅବକ୍ଷୟର କାରଣ ହେଉଥିବାରୁ…