Browsing Category
Breaking News
ଖୁସି ଖବର; ବାହୁଡ଼ାରେ କମିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ଅଛି…
ଭୁବନେଶ୍ବର: ଲଗାତାର ଦ୍ବିତୀୟ ଦିନରେ ସୁନା ମୂଲ୍ୟରେ ଏକ ବଡ଼ ହ୍ରାସ ଘଟିଛି। ଗତକାଲି ସୁନା ଦର ଖସିଥିବା ବେଳେ ଆଜି ବାହୁଡ଼ାରେ ପୁଣି ଖସିଛି ସୁନା ଦର।
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୮,୭୨୦ ଟଙ୍କା…
୧୪୮ ବର୍ଷର କ୍ରିକେଟ୍ ଇତିହାସରେ ପ୍ରଥମଥର ଘଟିଲା ଏମିତି ଚମତ୍କାର…ଶେଷ 2 ବ୍ୟାଟ୍ସମ୍ୟାନ୍…
ନୂଆଦିଲ୍ଲୀ: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତର ୫୮୭ ରନର ଜବାବରେ, ଇଂଲଣ୍ଡର ପ୍ରଥମ ଇନିଂସ ୪୦୭ ରନ କରିପାରିଥିଲା । ପ୍ରଥମ ଇନିଂସ ଆଧାରରେ ଭାରତ ୧୮୦ ରନର ଲିଡ୍ ପାଇଥିଲା। ପ୍ରଥମ ଇନିଂସରେ ଇଂଲଣ୍ଡର…
ପୁଅକୁ ବଧୂ ବେଶ କରି ଫଟୋ ଉଠାଇଲେ, ତା’ପରେ ପାଣି ଟାଙ୍କିକୁ ଡେଇଁ ସପରିବାର କଲେ ଆତ୍ମହତ୍ୟା…
ରାଜସ୍ଥାନ: ବାଡମେରରୁ ଏକ ଅଜବ ଏବଂ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ପରିବାର ପାଣି ଟାଙ୍କିକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଏବଂ ଦୁଇଟି ଛୋଟ ପିଲା ଅଛନ୍ତି।…
ହୃଦଘାତର 11 ଟି ପ୍ରାରମ୍ଭିକ ଲକ୍ଷଣ, ଆପଣ ଅଣଦେଖା କରୁଛନ୍ତି କି ? ଏବେଠୁ ହୋଇଯାଆନ୍ତୁ ସଜାଗ, ବଞ୍ଚିଯିବ ଜୀବନ…
ଓଡ଼ିଶା ଭାସ୍କର: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ହୃଦରୋଗ (CVD) ହେଉଛି ବିଶ୍ୱବ୍ୟାପୀ ମୃତ୍ୟୁର ପ୍ରମୁଖ କାରଣ, ଯାହା ପ୍ରତିବର୍ଷ ପ୍ରାୟ ୧୭.୯ ମିଲିୟନ ଲୋକଙ୍କର ଜୀବନ ନେଇଥାଏ। ଗତ ତିନି ବର୍ଷ ମଧ୍ୟରେ…
ଆଜି ବାହୁଡ଼ାରେ ଏହି 6 ରାଶି ଉପରେ ରହିବ ଶନିଙ୍କ କୃପା; ସବୁଥିରେ ମିଳିବ ସଫଳତା
ଓଡ଼ିଶା ଭାସ୍କର: ଆଜି ହେଉଛି ଜୁଲାଇ 5 ତାରିଖ 2025 ଶନିବାର । ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା । ତେବେ ଆଜିର ଦିନଟି ଆପଣଙ୍କର କେମିତି କଟିବ? ଆସନ୍ତୁ ଜାଣିବା...
ମେଷ: ଖର୍ଚ୍ଚ ଅଧିକ ହେବ । ଟେନସନରେ…
ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା, ଭାଇ ଭଉଣୀଙ୍କୁ ଧରି ବାହୁଡ଼ିବେ କାଳିଆ ସାଆନ୍ତେ, ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା
ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା । ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ରତ୍ନବେଦୀକୁ ବାହୁଡିବେ ମହାପ୍ରଭୁ । ଏଥିପାଇଁ ଶରଧାବାଲିରେ ଅପେକ୍ଷାରତ 3 ରଥ । ମଣିମାଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଫେରିବେ । ସରିଆସୁଛି…
ଟାଟା ଷ୍ଟିଲକୁ ବଡ଼ ଝଟକା! ମିଳିଲା ୧୯୦୨ କୋଟି ଟଙ୍କାର ନୋଟିସ, ଜାଣନ୍ତୁ କଣ ହେଉଛି ପୂରା ମାମଲା
ନୂଆଦିଲ୍ଲୀ : ଭାରତର ଅଗ୍ରଣୀ ଇସ୍ପାତ ନିର୍ମାତା କମ୍ପାନୀ ଟାଟା ଷ୍ଟିଲକୁ ଓଡ଼ିଶାର ଖଣି ବିଭାଗରୁ ଏକ ବଡ଼ ଝଟକା ଲାଗିଛି। କମ୍ପାନୀକୁ ଜାଜପୁରର ଡେପୁଟି ଡାଇରେକ୍ଟର ଅଫ୍ ମାଇନ୍ସଙ୍କଠାରୁ ୧୯୦୨.୭୨ କୋଟି ଟଙ୍କାର…
୭ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା ; ୨୪ ଘଣ୍ଟାରେ ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ସ୍ଥାନ ସହ ଟ୍ୱିନ ସିଟିରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ମଧ୍ୟ ପ୍ରବଳ ବର୍ଷା ହେବା ନେଇ…
ସରକାରୀ କର୍ମଚାରୀଙ୍କ ପାଇଁ ସରକାରଙ୍କ ଉପହାର! ପେନସନକୁ ନେଇ ବଡ଼ ଘୋଷଣା, ୨୩ ଲକ୍ଷ ଲୋକଙ୍କୁ ମିଳିବ ଲାଭ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଏକୀକୃତ ପେନସନ ଯୋଜନା (Unified Pension Scheme - UPS) ଅଧୀନରେ ଜାତୀୟ ପେନସନ ପ୍ରଣାଳୀ (National Pension System - NPS) ସହ ସମାନ କର ଲାଭର ଘୋଷଣା…
ପାଳଛତୁ ଖାଇ ୫ ଆକ୍ରାନ୍ତ
ନବରଙ୍ଗପୁର: ପାଳଛତୁ ଖାଇ ଗୋଟିଏ ପରିବାରର ୫ ଜଣ ଅସୁସ୍ଥ। ଏହି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁରର ରାଇଘର ବ୍ଲକ ମାରଙ୍ଗପାଲି ଗାଁରେ।
ଏହି ଗାଁର ଗୋଟିଏ ପରିବାରର ୫ ଜଣ ପାଳଛତୁ ଖାଇ ହଠାତ ଝାଡ଼ାବାନ୍ତିର ଶିକାର…