Browsing Category

Breaking News

ପୁଣି ଗୁଗୁଲ ମ୍ୟାପ ଦେଖାଇଲା ଭୁଲ ରାସ୍ତା, ସର୍ଟକଟ୍ ପାଇଁ କେନାଲରେ ଗଳିପଡିଲା କାର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲିରେ ପୁଣିଥରେ ଗୁଗଲ ମ୍ୟାପ ଭୁଲ ରାସ୍ତା ଦେଖାଇଛି। କୁହୁଡି କାରଣରୁ ଗୁଗଲ ମ୍ୟାପ ଲଗାଇ ପିଲିଭୀତ ଆଡକୁ ଯାଉଥିବା ଯୁବକଙ୍କ କାର ସର୍ଟକଟ ଚକ୍କରରେ କେନାଲରେ ଯାଇ ପଡିଛି। ଆଶ୍ୱସ୍ତିକର…

IND vs AUSର ଦ୍ୱିତୀୟ ଟେଷ୍ଟ ସମୟ କରିନିଅନ୍ତୁ ନୋଟ୍‌, ବଦଳିବା ସମୟରେ ଆରମ୍ଭ ହେବ ମୁକାବିଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ମିଶନ ଅଷ୍ଟ୍ରେଲିଆରେ ବର୍ତ୍ତମାନ ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତି ଚଳାଇଛି। ସିରିଜର ଦ୍ୱିତୀୟ ମ୍ୟାଚ ୬ ଡିସେମ୍ବରରେ ଏଡିଲେଡରେ ଆରମ୍ଭ ହେବ। ଏହାରି ମଧ୍ୟରେ ଭାରତ ପାଇଁ ଭଲ ଖବର…

ଓଡ଼ିଆ ଭଜନକୁ ମିଳିଲା ଜାତୀୟ ସମ୍ମାନ, ମାୟାନଗରୀରେ ଶୁଭିଲା ଜଗନ୍ନାଥଙ୍କ ଭଜନ

ଭୁବନେଶ୍ୱର: ଜାତୀୟ ସ୍ତରରେ ଓଡିଆ ଭଜନକୁ ସମ୍ମାନ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ହୋଇଥିବା ଓଡିଆ ଆଧ୍ୟାତ୍ମିକ ଭଜନ 'ଜଗା ତୁ ଯାଦୁଗର'କୁ ମିଳିଛି ଇଣ୍ଡିଆନ୍ ମ୍ୟୁଜିକ୍ ଆୱାର୍ଡ-୨୦୨୪ । ହଙ୍ଗାମା ଆର୍ଟିଷ୍ଟ…

‘ପୁଷ୍ପା-୨’ର ଟିକେଟ୍ ଶସ୍ତାରେ କିପରି କରିବେ ବୁକିଂ? ଏହା ହେଉଛି ଡିସକାଉଣ୍ଟ ଅଫର୍ସ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନା ଷ୍ଟାରଙ୍କର ଫିଲ୍ମ ପୁଷ୍ପା-୨: ଦ ରୁଲ ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇସାରିଛି। ଏହି ଫିଲ୍ମର ଆଡଭାନ୍ସ ବୁକିଂ ରେକର୍ଡ ଭାଙ୍ଗିଛି। ଦିଲ୍ଲୀ,…

ବାଙ୍କୀରେ ଚାଲିଥିଲା ଦେହ ବେପାର, ଗ୍ରାହକ ବେଶରେ ଯାଇ ସେକ୍ସ ରାକେଟ୍ ଠାବ କଲା ପୋଲିସ

ବାଙ୍କୀ: କଟକ- ଭୁବନେଶ୍ୱର ପରେ ଏବେ ପାଳି ପଡ଼ିଛି ବାଙ୍କୀର । ବଙ୍ଗଲାଦେଶୀଙ୍କ ଯୁବତୀଙ୍କ ଦେହକାରବାର ଉପରୁ ଧୀରେ ଧରେ ଗୁମର ଖୋଲିବାରେ ଲାଗିଥିବାବେଳେ, ବାଙ୍କୀ କଳାପଥରରେ ସେକ୍ସ ରାକେଟ୍ ଠାବ କରିଛି ପୋଲିସ । ଗ୍ରାହକ…

ପୁଣି ଆଳୁ ଗୋଦାମରେ ଚଢ଼ାଉ, ଚଢ଼ା ଦରରେ ଆଳୁ ବିକ୍ରି ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଇଗିଣିଆ ଆଳୁ ଗୋଦାମରେ ଚଢ଼ାଉ । ଚଢ଼ା ଦରରେ ଆଳୁ ବିକ୍ରି ଅଭିଯୋଗରେ ଯୋଗାଣ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । ଆଳୁ ଗୋଦାମ ମାଲିକଙ୍କ କହିବାନୁଯାୟୀ ପଶ୍ଚିମବଙ୍ଗରୁ ୨ ଆଳୁଗାଡ଼ି…

ସ୍କୁଲରେ ନାହାନ୍ତି ଇଂରାଜୀ ଶିକ୍ଷକ, ପିଲାଙ୍କୁ ଦିଆଯାଉଛି ନିମ୍ନମାନର ଖାଦ୍ୟ

ଉଦଳା: ସ୍କୁଲରେ ନାହାନ୍ତି ଇଂରାଜୀ ଶିକ୍ଷକ । ଏ ନେଇ ଅଭିଯୋଗ କରିବା ପାଇଁ ଛାତ୍ରୀଙ୍କୁ କରିବାକୁ ପଡ଼ିଛି ବହୁ କଷ୍ଟ । ସ୍କୁଲରେ ଇଂରାଜୀ ଶିକ୍ଷକ ନିଯୁକ୍ତ କରାଇବା ଦାବି ନେଇ ୮ ଜଣ ଛାତ୍ରୀଙ୍କୁ ୧୦ କି.ମି ବାଟ…

‘ଗେରୁଆ ବସ୍ତ୍ର ପିନ୍ଧନ୍ତୁନି ଏବଂ ତିଳକକୁ ପୋଛି ଦିଅନ୍ତୁ’, ବାଂଲାଦେଶୀ ହିନ୍ଦୁଙ୍କୁ ପରାମର୍ଶ ଦେଲା ISKCON

ନୂଆଦିଲ୍ଲୀ: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ବିରୋଧରେ ଅତ୍ୟାଚାର କରାଯାଉଛି । ଇସ୍କନ ସହ ଜଡିତ ସନ୍ଥ ଏବଂ ସେମାନଙ୍କ ଅନୁସରଣକାରୀଙ୍କୁ ଖାସକରି ନିରାଶ କରାଯାଉଛି । ଗେରୁଆ ବସ୍ତ୍ର ପିନ୍ଧିବା ଏବଂ ମଥାରେ ତିଳକ…

ଚୀନ୍ ଉପରେ ମୋଦୀ ସରକାରଙ୍କ ବଡ ଆକ୍ସନ! ଏହି ୨ଟି କମ୍ପାନୀ ଭାରତରେ ବ୍ୟାନ୍, ଆପଣ ମଧ୍ୟ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ: ଦେଶରେ ଲିଥିୟମ୍ ବ୍ୟାଟେରୀ ଆମଦାନୀ କରୁଥିବା ଏବଂ ଏକ ତୃତୀୟ କମ୍ପାନୀ ଉପରେ ଅନୁସନ୍ଧାନ କରୁଥିବା ଦୁଇଟି ବଡ କମ୍ପାନୀ ବିରୋଧରେ ଭାରତ ସରକାର ପଦକ୍ଷେପ ନେଇଛନ୍ତି । ଭାରତରେ ଚାଇନାରୁ ଆସୁଥିବା ଖରାପ…

ଜାନୁଆରୀ ୭ ତାରିଖରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା, ଏହି ଦିନରୁ ଡାଉନ ଲୋଡ଼ ହେବ ଆଡ଼ମିଟ କାର୍ଡ

ଭୁବନେଶ୍ୱର: ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଜାନୁଆରୀ ୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଷଷ୍ଠ, ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ନାମଲେଖା ପାଇଁ ଏହି ପରୀକ୍ଷା ହେବ। ତେବେ ସକାଳ ୯ ଟାରୁ ୧୧…