Browsing Category

Breaking News

NCERT ଅଷ୍ଟମ ଶ୍ରେଣୀ ଇତିହାସ ପାଠ୍ୟପୁସ୍ତକରେ ମୋଗଲଙ୍କ ଉପରେ ନୂଆ ଅଧ୍ୟାୟ: ଅତ୍ୟାଚାରର କାହାଣୀ ମଧ୍ୟ ସାମିଲ

ନୂଆଦିଲ୍ଲୀ : ନ୍ୟାସନାଲ କାଉନସିଲ ଅଫ ଏଜୁକେସନାଲ ରିସର୍ଚ ଆଣ୍ଡ ଟ୍ରେନିଂ (NCERT) ଅଷ୍ଟମ ଶ୍ରେଣୀର ନୂଆ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ ‘ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ ବିଓଣ୍ଡ’ରେ ମୋଗଲ ଶାସନ ଉପରେ ଏକ…

ବୈଭବ ସୂର୍ଯ୍ୟବଂଶୀଙ୍କ ଆଉ ଏକ ଧମାକା: ଗୋଟିଏ ବର୍ଷରେ ୪୦ ଗୁଣ ବଢ଼ିଗଲା ଧନ

ଭାରତୀୟ କ୍ରିକେଟରେ ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ କେବଳ ମୈଦାନରେ ନୁହେଁ, ଆର୍ଥିକ ଦିଗରେ ମଧ୍ୟ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ମାତ୍ର ୧୪ ବର୍ଷ ବୟସରେ ସେ ଆଇପିଏଲ (IPL) ୨୦୨୫ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳି…

ସୁପ୍ରିମ କୋର୍ଟରେ ବଡ଼ ନିଷ୍ପତ୍ତି: ପିତାଙ୍କୁ ଦିଆଯାଇଥିବା ଶିଶୁ ହେପାଜତ ନିଷ୍ପତ୍ତି ଭୁଲ ଥିଲା, ବଦଳାଇଲେ କଷ୍ଟଡି

ନୂଆଦିଲ୍ଲୀ : ଭାରତର ସୁପ୍ରିମକୋର୍ଟ ପିତା ଓ ପୁତ୍ରଙ୍କ ସମ୍ପର୍କ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଜଣେ ୧୨ ବର୍ଷୀୟ ବାଳକର ହେପାଜତ (କଷ୍ଟଡି) ପିତାଙ୍କୁ ଦେବାର ପୂର୍ବ ନିଷ୍ପତ୍ତିକୁ ପରିବର୍ତ୍ତନ…

ରାଜନୀତିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ମାଓବାଦୀ, ଖୁବଶୀଘ୍ର ଘୋଷଣା କରିବେ ପାର୍ଟି

ନୂଆଦିଲ୍ଲୀ: ରାଜନୈତିକ ଦଳ ଗଢ଼ିବେ ମାଓବାଦୀ । ସଙ୍ଗଠନ ଲୋକ ପାଉଥିବାରୁ ଦଳ ଗଢ଼ିବାକୁ ଯୋଜନା କରୁଛନ୍ତି ମାଓବାଦୀ । ଗଣତାନ୍ତ୍ରିକ ପଦ୍ଧତିରେ ରାଜନେଅତିକ ଦଳ ଗଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି ମାଓ ସଙ୍ଗଠନ ।…

ଦେଶର ସବୁଠାରୁ ସ୍ୱଚ୍ଛ ସହରଙ୍କ ତାଲିକା ପ୍ରକାଶିତ, ଜାଣନ୍ତୁ ଟପରେ ରହିଲା କେଉଁ ସହର ?

ନୂଆଦିଲ୍ଲୀ: ସ୍ୱଚ୍ଛ ସର୍ଭେକ୍ଷଣ ୨୦୨୪-୨୫ର ଫଳାଫଳ ଆଜି ପ୍ରକାଶ ପାଇଛି, ଏବଂ ମଧ୍ୟପ୍ରଦେଶର ଇନ୍ଦୋର ପୁଣି ଥରେ ଲଗାତାର ଅଷ୍ଟମ ଥର ପାଇଁ ଦେଶର ସବୁଠାରୁ ସ୍ୱଚ୍ଛ ସହର ଭାବେ ସ୍ଥାନ ପାଇଛି। ଏହି ସମ୍ମାନଜନକ ଖିତାବ ହାସଲ…

ଟୋଲ ଟ୍ୟାକ୍ସରେ ମିଳିବ ବଡ଼ ରିହାତି: ସରକାରଙ୍କ ନୂଆ ଯୋଜନାରେ ଅଧା ହୋଇପାରେ ଟୋଲ ଖର୍ଚ୍ଚ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ଜାତୀୟ ରାଜପଥ (NH) ରେ ଟୋଲ ଟ୍ୟାକ୍ସ ହାରରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ପାଇଁ ପ୍ରସ୍ତାବ ରଖିଛି। ଏହି ନୂଆ ନିୟମ ଅନୁସାରେ, ଯଦି ୧୦ ମିଟର…

ଏହି ହ୍ରଦ କୂଳରେ ଚୀନ୍ ତିଆରି କରୁଛି ସର୍ବାଧିକ ପରମାଣୁ ବୋମା, ଭାରତଠାରୁ ମାତ୍ର ଏତିକି ଦୂର

ଚୀନର ଝିଞ୍ଜିଆଙ୍ଗ ପ୍ରାନ୍ତରେ ଥିବା ଲୋପ ନୁର ହ୍ରଦ କୂଳରେ ଚୀନ ତା’ର ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମକୁ ଦ୍ରୁତ ଗତିରେ ଆଗେଇ ନେଉଛି। ଏହି ଅଞ୍ଚଳ, ଯାହା ଭାରତରୁ ମାତ୍ର ୧୫୦୦ କିଲୋମିଟର ଦୂରରେ ଅବସ୍ଥିତ, ଚୀନର…

Airtelର କୋଟି କୋଟି ୟୁଜର୍ସଙ୍କ ପାଇଁ ଖୁସି ଖବର, ବର୍ଷକ ଯାକ ମାଗଣାରେ ମିଳିବ ପ୍ରିମିୟମ AI ସର୍ଭିସ

ନୂଆଦିଲ୍ଲୀ: ଏୟାରଟେଲ ଏଆଇ ଟୁଲର ଷ୍ଟାର୍ଟ ଅପ କମ୍ପାନୀ Perplexity ସହ ଡିଲ୍ କରିଛି। ଏହାର ଫାଇଦା ଭାରତୀ ଏୟାରଟେଲର ୩୬ କୋଟି ୟୁଜର୍ସଙ୍କୁ ମିଳିବ। କମ୍ପାନୀ ନିଜ ୟୁଜର୍ସଙ୍କୁ ବର୍ଷ ସାରା ପାଇଁ Perplexity…

ବିବାହ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ଅଧ୍ୟାପକ, ଅଭିଯୋଗ ପରେ ରସିକିଆ ସାର୍ ଗିରଫ

ସମ୍ବଲପୁର: ଜିଏମ୍ ବିଶ୍ୱ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ମାମଲା ସାମ୍ନାକୁ ଆସିଛି । ଛାତ୍ରୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ଅଧ୍ୟାପକଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ । ଜଣେ ବିଏଡ୍ ଛାତ୍ରୀଙ୍କୁ…

ପ୍ରେମିକାକୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରୁଥିଲା ଲିଭ୍-ଇନ୍ ପାର୍ଟନର୍, ମନା କରିବାରୁ ମାରିଦେଲା

ଆନ୍ଧ୍ରପ୍ରଦେଶ: ଆମ୍ବେଦକର କୋନସାମେୟା ଜିଲ୍ଲାର ରାଜୋଲୁ ମଣ୍ଡଳର ବାସଭରମ ଗାଁରେ ବୁଧବାର ରାତିରେ ଏକ ଭୟଙ୍କର ହତ୍ୟାକାଣ୍ଡ ଘଟିଛି । ଏଠି ଜଣେ ମହିଳାଙ୍କୁ ନିର୍ମମ ଭାବରେ ହତ୍ୟା କରିଛି ତାର ଲିଭ୍-ଇନ୍ ପାର୍ଟନର୍ ।…