Browsing Category

Breaking News

ଜନ୍ମ ହେବାର କିଛି ସମୟ ପରେ ଶିଶୁ ଚୋରି: ପିଲାର ଫଟୋ ଦେଖି ରାହା ଧରି କାନ୍ଦୁଛି ମା’

ନୟାଗଡ଼: ମେଡିକାଲ୍‌ରୁ ପୁଣି ନବଜାତ ଶିଶୁ ଚୋରି ଅଭିଯୋଗ । ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ନବଜାତ ଚୋରି ଅଭିଯୋଗ ହୋଇଛି । ଶିଶୁ ଜନ୍ମ ହେବାର କିଛି ସମୟ ପରେ ମେଡିକାଲରୁ ଗାଏବ ହୋଇଥିବା ଆଭିଯୋଗ କରିଛନ୍ତି…

ରାଜ୍ୟ ବିଜେପିର ସଙ୍ଗଠନ କର୍ମଶାଳା ଅନୁଷ୍ଠିତ: ‘ମୋଦୀଙ୍କ ପରାମର୍ଶକୁ ନେଇ ତିଆରି ହେବ ରୋଡ଼ ମ୍ୟାପ’

ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଛି ସଙ୍ଗଠନ କର୍ମଶାଳା । ଦଳର ସଙ୍ଗଠନ ମଜବୁତ ଦିଗରେ କର୍ମଶାଳାରେ ହେବ ଆଲୋଚନା । ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ପରାମର୍ଶକୁ କିପରି ତୃଣମୂଳ…

ଭାରତୀୟଙ୍କ ଗର୍ବ ‘ତ୍ରିରଙ୍ଗା’କୁ ଅସମ୍ମାନ! ପାଦରେ ଚାଲିଚାଲି ଯାଉଛନ୍ତି ଛାତ୍ରଛାତ୍ରୀ, ସବୁଠି ବିରୋଧର ସ୍ବର

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଅତ୍ୟାଚାର ହେଉଥିବା ମାମଲା ଅନେକ ଥର ସାମ୍ନାକୁ ଆସିଛି । ଏହାରି ଭିତରେ ଭାରତ ପ୍ରତି ଅପମାନଜନକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାଂଲାଦେଶ…

(Video) ଓଡ଼ିଶା କହିଲା ‘Thank You ମୋଦୀ ଜୀ’: ନିଜେ ଅଟକିଯାଇ ଆମ୍ବୁଲାନ୍ସକୁ ବାଟ ଛାଡ଼ି ମହାନତାର ପରିଚୟ ଦେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ୫୯ତମ ସର୍ବଭାରତୀୟ ଡିଜି-ଆଇଜି ସମ୍ମିଳନୀର ଦ୍ୱିତୀୟ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ସାମିଲ ହୋଇଛନ୍ତି ।…

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସୂଚନା: ଦେଶର କେନ୍ଦ୍ରୀୟ ୟୁନିଭରସିଟିରେ ପୂରଣ ହେବ ୫୧୮୨ ଶିକ୍ଷକ ପଦ

ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଦେଶର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନଙ୍କରେ ୫୧୮୨ଟି ଶିକ୍ଷକ ପଦ ପୂରଣ ହେବ । ରାଜ୍ୟସଭାରେ…

ଅଶୁଭ ଶନିବାର! ସିରିଜ ଦୁର୍ଘଟଣାରେ ଚାଲିଗଲା 4 ଜୀବନ

ଭୁବନେଶ୍ବର: ସକାଳୁ ସକାଳୁ ଭୟଙ୍କର ସଡକ ଦୁର୍ଘଟଣା । ଅକାଳରେ ଚାଲିଗଲା 4 ମୂଲ୍ୟବାନ ଜୀବନ । ସିରିଜ ଦୁର୍ଘଟଣାରେ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3ଜଣ ଗୁରୁତର ହୋଇଛନ୍ତି । ବାରିପଦା ତିରିଂ ଥାନା ବଡ଼ଡ଼ାଳିମା ଛକ ଏବଂ…

ଟି-୨୦ କ୍ରିକେଟରେ ପ୍ରଥମ: ମ୍ୟାଚରେ ଦଳର ୧୧ ଜଣ ଯାକ ଖେଳାଳି ବୋଲିଂ କଲେ

ନୂଆଦିଲ୍ଲୀ: କ୍ରିକେଟରେ ପ୍ରତ୍ୟେକ ମ୍ୟାଚରେ କିଛି ପୁରୁଣା ରେକର୍ଡ ଭାଙ୍ଗିବା ସହ ନୂଆ ରେକର୍ଡ ସ୍ଥାପିତ ହୋଇଥାଏ । ତେବେ ଏହା ମଧ୍ୟରେ ଟି-୨୦ କ୍ରିକେଟରେ ଏକ ପ୍ରଥମ ଘଟଣା ଦେଖିବାକୁ ମିଳିଛି । ମ୍ୟାଚ ସମୟରେ ଗୋଟିଏ…

ଓଡ଼ିଶାରୁ ପ୍ରଥମ ଥର ଆବିଷ୍କାର ହେଲା ଦୁଇଟି ମହାସିର୍ ପ୍ରଜାତି ମାଛ: ‘ଭାରତୀୟ ନଦୀର ରାଜା’କୁ ସନ୍ଧାନ କଲେ CUO ଗବେଷକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରୁ ପ୍ରଥମ ଥର ଆବିଷ୍କାର ହୋଇଛି ଦୁଇଟି ମହାସିର୍ ପ୍ରଜାତିର ମାଛ । ଏହି ମାଛକୁ ‘ଭାରତୀୟ ନଦୀର ରାଜା’ କୁହାଯାଉଥିବା ବେଳେ ଏହି ପ୍ରଜାତିର ମାଛ ସାୟପ୍ରିନୟଡ ପରିବାରର ଅନ୍ତର୍ଭୁକ୍ତ…

ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ପନ୍ନୁର ଧମକ, ମୋଦୀଙ୍କୁ କହିଲା ହିନ୍ଦୁ ଆତଙ୍କୀ ! ଡିଜିପି ସମ୍ମିଳନୀ ଭଣ୍ଡୁର ନେଇ ଆସିଛି ମେଲ୍

ଭୁବନେଶ୍ବର: ଓଡିଆ ସାମ୍ବାଦିକଙ୍କୁ ଧମକ । ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଖଲିସ୍ତାନୀ ଧମକ । ଡିଜିପି କନଫରେନ୍ସକୁ ପୁଣି ପନ୍ନୁ ଟାର୍ଗେଟ କରିଛି । ଗୁରପତୱନ୍ତ ପନ୍ନୁ ନାଁରେ ସାମ୍ବାଦିକଙ୍କୁ ଧମକପୂର୍ଣ୍ଣ ମେଲ୍…

(Video) ଓଡ଼ିଆରେ ଭାଷଣ ଦେଇ ଓଡ଼ିଶାବାସୀଙ୍କ ହୃଦୟ ଜିତିଲେ ପ୍ରଧାନମନ୍ତ୍ରୀ: ବିରୋଧୀ ହୋଇଗଲେ କାବା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୫୯ତମ ସର୍ବଭାରତୀୟ ଡିଜି-ଆଇଜି ସମ୍ମିଳନୀରେ ଯୋଗଦେବାକୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ…