fbpx
Browsing Category

Breaking News

ଦିଲ୍ଲୀ ସେବା ବିଲ୍ କୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ସରକାର ଜାରି କଲେ ଅଧିସୂଚନା, ଏବେ LG ଦିଲ୍ଲୀର ବସ୍

ନୂଆଦିଲ୍ଲୀ: ଦିଲ୍ଲୀ ସେବା ବିଧେୟକ ସଂସଦରେ ପାସ୍ ହେବା ପରେ ଏବେ ଆଇନରେ ପରିଣତ ହୋଇଛି । ମହାମହିମ ରାଷ୍ଟ୍ରପତି ଏହି ବିଧେୟକକୁ ମଞ୍ଜୁରୀ ଦେଇ ଦେଇଛନ୍ତି । ଭାରତ ସରକାର ବିଜ୍ଞପ୍ତି ଜାରି କରି ରାଷ୍ଟ୍ରୀୟ ରାଜଧାନୀ…

ରେଳ ଷ୍ଟେସନରେ ମିଳିବ ଶସ୍ତାରେ ଗୁଣବତ୍ତାବିଶିଷ୍ଟ ଔଷଧ, ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟର ୫୦ ରେଳ ଷ୍ଟେସନକୁ ଏଥିପାଇଁ କରାଯାଇଛି ଚୟନ

ନୂଆଦିଲ୍ଲୀ:କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ସାଧାରଣ ଜନତାଙ୍କୁ ଶସ୍ତାରେ ଗୁଣବତ୍ତା ବିଶିଷ୍ଟ ଜେନେରିକ୍ ମେଡିସିନ୍ ଉପଲବ୍ଧ କରାଇବା ଲାଗି ଦେଶର ଗଳି ଗଳି ଜନ ଔଷଧି କେନ୍ଦ୍ର ଖୋଲିଥିବା ବେଳେ ଏବେ ରେଳ ଷ୍ଟେସନରେ…

Video: ସହିଦ ଯବାନ ସୁଶାନ୍ତଙ୍କୁ ପାଛୋଟି ନେଉଛନ୍ତି ଆନନ୍ଦପୁରବାସୀ…ଅନ୍ତିମ ଦର୍ଶନ ପାଇଁ ଲାଗିଛି ଭିଡ଼

କେଉଁଝର: ଝୁରୁଛି ଗାଁ, ଖୋଜୁଛି ପରିବାର ଆଉ ମନେ ପକାଉଛି ସାରା ଦେଶ। କିନ୍ତୁ ସମସ୍ତଙ୍କୁ ପର କରି ଅଫେରା ରାଇଜକୁ ଚାଲିଯାଇଛନ୍ତି ଓଡିଆ ମାଟିର ବୀର ସନ୍ତାନ ସହୀଦ ସୁଶାନ୍ତ ଖୁଣ୍ଟିଆ। ସହିଦ ଖବର ଶୁଣି ସାରା ଗାଁର ଲୋକେ…

ସ୍ୱାସ୍ଥ୍ୟକର୍ମୀଙ୍କ ସହ Missbehave କଲେ ଭୋଗିବେ ପରିଣାମ: ରୋଗୀଙ୍କ ଚିକିତ୍ସା ପାଇଁ ମନା କରିପାରନ୍ତି ଡାକ୍ତର

ନୂଆଦିଲ୍ଲୀ: ଅନେକ ସମୟରେ ରୋଗୀ ବା ସମ୍ପର୍କୀୟଙ୍କୁ ଡାକ୍ତର ତଥା ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଝଗଡ଼ା କରୁଥିବାର ଦେଖିବାକୁ ମିଳିଥାଏ । ମେଡିକାଲରେ ସେମାନେ ଚାହୁଁଥିବା କିଛିଟା ଜିନିଷ ନ ମିଳିଲେ ବା ଏଭଳି କିଛି…

Video : ମୁଁ ତାକୁ ଛାଡିବିନି, ସହିଦ ପୁଅକୁ ଝୁରି ଝୁରି କାନ୍ଦୁଛି ମାଆ

ଭୁବନେଶ୍ୱର : ସହିଦ ସୁଶାନ୍ତଙ୍କ ଶରୀର ବର୍ତ୍ତମାନ ନିଜ ଜନ୍ମ ମାଟିରେ ପହଞ୍ଚିଛି । ନକ୍ସଲ ଗୁଳିରେ ସେ ସହିଦ ହୋଇଛନ୍ତି । ତାଙ୍କ ପାର୍ଥିବ ଶରୀରକୁ ସମ୍ମାନର ସହ ନିଜ ଗାଁ ଆନନ୍ଦପୁରକୁ ନିଆଯାଉଛି । ସେଠାରେ ପରିବାର…

Video : ଦିଲ୍ଲୀ ଷ୍ଟେସନରୁ ଛାଡିବା ମାତ୍ରେ ସୁହେଲଦେବ ଏକ୍ସପ୍ରେସର ବିଦ୍ୟୁତ କାଟ, ରାଗରେ ଯାତ୍ରୀମାନେ TTE କୁ ଶୌଚାଳୟରେ କଲେ ବନ୍ଦ

ନୂଆଦିଲ୍ଲୀ : ଶୁକ୍ରବାରକୁ ସୁହେଲଦେବ ଏକ୍ସପ୍ରେସରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଥିଲା । ରେଳଟି ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲ ରୁ ଗାଜିପୁରକୁ ଯାତ୍ରା କରୁଛି । ରେଳଟି ଷ୍ଟେସନରୁ ଛାଡିବା ପରେ ପରେ…

ଇନଷ୍ଟାଗ୍ରାମ ରୋଜଗାର ଉପରେ ସୋସିଆଲ ମିଡିଆରେ ଘୁରିବୁଲୁଥିବା ଖବରକୁ ନେଇ ମୁହଁ ଖୋଲିଲେ କୋହଲି, କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ:  ଭାରତୀୟ ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲିଙ୍କୁ ନେଇ ଶୁକ୍ରବାର ଏକ ରିପୋର୍ଟ ସାମ୍ନାକୁ ଆସିଥିଲା । ଏଥିରେ କୁହାଯାଇଥିଲା ଯେ, କିଙ୍ଗ କୋହଲି ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ଲାଗି ୧୧.୪୫ କୋଟି ଟଙ୍କା…

ବିଶ୍ୱକପ ପାଇଁ Top Order ଫାଇନାଲ, କିନ୍ତୁ ୪/୫ ନମ୍ବରରେ ଖେଳିବେ କିଏ? ଏବେ ବି Suspense…

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ଯେତେ ପାଖେଇ ଆସୁଛି, ଟିମ ଇଣ୍ଡିଆ ପାଇଁ ଚିନ୍ତା ସେତେ ବଢିବାରେ ଲାଗିଛି । କାରଣ ଟୁର୍ଣ୍ଣାମେଣ୍ଟକୁ ଆଉ ମାତ୍ର ୨ ମାସ ବାକି ଥିବା ବେଳେ ଏପର୍ଯ୍ୟନ୍ତ ଭାରତୀୟ ଦଳ ଚୟନ ହୋଇ ପାରିନି ।…

ଖାଉଟିଙ୍କ ପାଇଁ ଖୁସି ଖବର : ଶସ୍ତା ହୋଇଯିବ ଟମାଟୋ, ସରକାର ନେବାକୁ ଯାଉଛନ୍ତି ଏଭଳି ପଦକ୍ଷେପ!

ନୂଆଦିଲ୍ଲୀ : ଦେଶରେ ଟମାଟୋର ମୂଲ୍ୟ ଏବେ ବି ଉଚ୍ଚ ସ୍ତରରେ ରହିଛି । ଦେଶର ଅଧିକାଂଶ ସ୍ଥାନରେ ଟମାଟୋ 150 କିଲୋଗ୍ରାମରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି । ଏଭଳି ପରିସ୍ଥିତିରେ ସରକାର ଟମାଟୋର ମୂଲ୍ୟ ହ୍ରାସ କରିବାକୁ…

ଜନ୍ମମାଟିରେ ପହଞ୍ଚିଲା ସହିଦ ସୁଶାନ୍ତଙ୍କ ପାର୍ଥିବ ଶରୀର: ନେବେ ଶେଷ ବିଦାୟ

ଆନନ୍ଦପୁର: ସହିଦ ଓଡ଼ିଆ ପୁଅ ସୁଶାନ୍ତଙ୍କ ମରଶରୀର ବର୍ତ୍ତମାନ ତାଙ୍କ ଜନ୍ମମାଟିରେ ପହଞ୍ଚିଛି । ନକ୍ସଲଙ୍କ ଗୁଳିରେ ସହିଦ ହେବା ପରେ ଆଜି ତାଙ୍କୁ ଶେଷ ବିଦାୟ ଦେବ ନିଜ ଗାଁ । ତେଣୁ ତାଙ୍କ ପାର୍ଥିବ ଶରୀରକୁ ସସମ୍ମାନେ…