fbpx
Browsing Category

Breaking News

ନାଇଜର ହିଂସା: ଯଥାଶୀଘ୍ର ସ୍ୱଦେଶ ଫେରି ଆସିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅଶାନ୍ତ ହୋଇପଡ଼ିଥିବା ଆଫ୍ରିକୀୟ ଦେଶ ନାଇଜରରେ ରହୁଥିବା ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି ଭାରତ ସରକାର। ସେଠାରେ ରହିବା ଅତି ଜରୁରୀ ନଥିଲେ ତୁରନ୍ତ ସ୍ୱଦେଶ ଫେରି ଆସିବାକୁ ଆଜି ବୈଦେଶିକ…

ହଜିଯାଇଛି ବର୍ଷା, ଝାଉଁଳିଲାଣି ତଳ; ଉତ୍ତରକୁ ଘୁଞ୍ଚିଯାଇଛି ନିମ୍ନ ଚାପରେଖା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ନିଷ୍କ୍ରିୟ ହୋଇପଡିଛି। ଆକାଶରୁ ବର୍ଷା ଗାଏବ ହୋଇଯାଇଛି। ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ବର୍ଷା ବିତ୍ପାତ ଓ ବନ୍ୟା ଡର ପରେ ହଜିଯାଇଛି ବର୍ଷା। ମୌସୁମୀରେ ଟାଇଁଟାଇଁ ଖରା। ପ୍ରବଳ ଗରମ ସହ…

ଗାଈଗୋରୁଙ୍କୁ ଏଣେତେଣେ ଛାଡିଲେ ମାଲିକଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଓଡିଶା ଭାସ୍କର; ନୂଆ ନୂଆ ଢଙ୍ଗରେ ନୂଆ ନୂଆ ଗାଇଡ଼ଲାଇନ ପ୍ରସ୍ତୁତ କରୁଛି ଭୁବନେଶ୍ୱର ମହାନଗର ନିଗମ ବା ବିଏମସି । ଘରୁ କିମ୍ୱା ଅଫିସରୁ ମଶା ବାହାରିଲେ ଫାଇନ କଟାଯିବ ବୋଲି ଗତକାଲି ଏକ ଅଭିନବ ପଦକ୍ଷେପ ଗ୍ରହଣ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ୨୦୨୩ ଫାଇନାଲରେ ପହଞ୍ଚିଲା ଭାରତ: ୫-୦ ଗୋଲରେ ହାରିଲା ଜାପାନ

ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନସ ଟ୍ରଫି ହକି ୨୦୨୩ ସେମିଫାଇନାଲରେ ଭାରତ ଶାନଦାର ପ୍ରଦର୍ଶନ କରିଛି । ଆଜି ସେମିଫାଇନାଲ ମ୍ୟାଚରେ ଭାରତ ଓ ଜାପାନ ମଧ୍ୟରେ ଟକ୍କର ହୋଇଥିଲା । ତେବେ ଏହି ଲଢ଼େଇରେ ଭାରତ ୫-୦ ଗୋଲରେ…

‘ଗଦ୍ଦର-୨’ ସିନେମା ଦେଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡିଶା ଭାସ୍କର; ସନ୍ନି ଦେଓଲଙ୍କ ଅଭିନୀତ ‘ଗଦ୍ଦର-୨’ ସିନେମାକୁ ନେଇ ଏବେ ଖୁବ ଚର୍ଚ୍ଚା ଦେଖିବାକୁ ମିଳୁଛି । ବିଭିନ୍ନ ସିନେମା ହଲରେ ଏହା ରିଲିଜ ହୋଇଥିବା ବେଳେ ପ୍ରାୟ ସମସ୍ତେ ଏହାକୁ ପସନ୍ଦ କରୁଥିବା ଦେଖିବାକୁ…

(Video) ମିଜୋରାମରେ ଏୟାର ଷ୍ଟ୍ରାଇକ୍ କରିଥିଲା କଂଗ୍ରେସ ସରକାର: ଲୋକସଭାରେ ବର୍ଷିଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ: ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବକୁ ନେଇ ଆଲୋଚନା ଚାଲିଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ବର୍ଷିଛନ୍ତି । ଏହି ଅବସରରେ ସେ ୧୯୬୬ ମସିହାରେ କଂଗ୍ରେସ ଶାସନ ସମୟରେ ମିଜୋରାମରେ…

ତତ୍କାଳୀନ ଫିରିଙ୍ଗିଆ ଥାନା ଆଇଆଇସି ତପନ କୁମାର ନାହାକ ନିଲମ୍ବିତ

ଓଡିଶା ଭାସ୍କର; ବହୁ ଚର୍ଚ୍ଚିତ ଫିରିଙ୍ଗିଆ ଥାନା ପୋଡି ଘଟଣାରେ ପୋଲିସ ଉପରେ ପୋଲିସର ଆକ୍ସନ । ଲୋକଙ୍କ ଅଭିଯୋଗରେ ଛନ୍ଦି ହୋଇଥିବା ତତ୍କାଳୀନ ଆଇଆଇସିଙ୍କ ଉପରେ କାର୍ୟ୍ୟାନୁଷ୍ଠାନ । ଏହି ଘଟଣାରେ ରାଜ୍ୟ ପୁଲିସ…

(Video) ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ କରୁଥିବା ଦୋଷୀଙ୍କ ଦଣ୍ଡକୁ ଆହୁରି କଠୋର କରାଯାଇଛି: ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ଭାରତୀୟ ନ୍ୟାୟ ସଂହିତା ବିଲ, ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଲ ଓ ଭାରତୀୟ ସାକ୍ଷ୍ୟ ବିଲ ଆଗତ କରିଛନ୍ତି । ଏହି ବିଲ ଭାରତୀୟ ଦଣ୍ଡ ସଂହିତା,…

ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ କୋଟି କୋଟି ଟଙ୍କା ନିଅନ୍ତି ବିରାଟ କୋହଲି: ସାମ୍ନାକୁ ଆସିଲା ତାଜା ରିପୋର୍ଟ

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ପୋଷ୍ଟରୁ ସର୍ବାଧିକ ରୋଜଗାର କରୁଥିବା ଆଥଲେଟ୍ ତାଲିକାରେ ବିରାଟ କୋହଲି ତୃତୀୟ ସ୍ଥାନରେ ଅଛନ୍ତି । ଯଦି ଆମେ କ୍ରିକେଟରଙ୍କ ବିଷୟରେ କହିବା, ତେବେ ସେ ଏହି ମାମଲାରେ ଟପରେ ଶୀର୍ଷରେ ଅଛନ୍ତି…

NMC କଲା ନୂଆ ନିୟମ: ରୋଗୀ ମାରପିଟ ବା ଗାଳିଗୁଲଜ କଲେ ଚିକିତ୍ସା କରିବାକୁ ମନା କରିପାରିବେ ଡାକ୍ତର

ନୂଆଦିଲ୍ଲୀ: ଅନେକ ସମୟରେ କିଛି ରୋଗୀ ବା ରୋଗୀଙ୍କ ସମ୍ପର୍କୀୟ ମେଡିକାଲରେ ବଡ଼ଧରଣର କାରନାମା କରିଥାନ୍ତି । ଏପରିକି କିଛି ବ୍ୟକ୍ତି ମେଡିକାଲ କର୍ମଚାରୀଙ୍କ ପ୍ରତି ଖରାପ ଆଚରଣ ମଧ୍ୟ କରିବାକୁ ପଛାଇ ନଥାନ୍ତି । ତେବେ…