fbpx
Browsing Category

Breaking News

ସ୍ତ୍ରୀ ଯଦି ସ୍ୱାମୀଙ୍କୁ କଳା କହେ, ତେବେ ଏହା ହୋଇପାରେ ଛାଡ଼ପତ୍ରର ଆଧାର, ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

ବେଙ୍ଗାଲୁରୁ: ଯଦି ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ କଳା ବୋଲି କହି ଅପମାନିତ କରେ, ତେବେ ଏହା ନିଷ୍ଠୁରତା ଆଧାରରେ ଛାଡ଼ପତ୍ରକୁ ମଞ୍ଜୁରୀ ଦିଆଯିବ । କର୍ଣ୍ଣାଟକ ହାଇକୋର୍ଟ ଏପରି ଏକ ଟିପ୍ପଣୀକୁ କେନ୍ଦ୍ର କରି ଜଣେ…

TMC ସାଂସଦ ସସପେଣ୍ଡ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖରବ । ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଡେରେକ ଓ’ବ୍ରାଏନ ରାଜ୍ୟସଭାରୁ ସସପେଣ୍ଡ ହୋଇଛନ୍ତି । ମୌସୁମୀ ଅଧିବେଶନ ଅବସରେ ଖରାପ ଆଚରଣ ଓ ନିୟମ ଉଲ୍ଲଂଘନ କାରଣରୁ…

ବାଦବିବାଦ ପରେ କାଲି ହେବ ବନକଲାଗି ନୀତି : ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ : ବୁଧବାର ଶ୍ରାବଣ ମଳ କୃଷ୍ଣ ନବମୀ ତିଥିରେ ଶ୍ରୀଜିଉଙ୍କର ବନକଲାଗି ନୀତି ଅନୁଷ୍ଟିତ ହେବ । ଅନେକ ବାଦ ବିବାଦ ପରେ କାଲି ହେବ ବନକଲାଗି ନୀତି । ଅନେକ ଦିନ ଧରି ଶ୍ରୀଜିଉଙ୍କର ମୁଖରେ ଶିଙ୍ଗାର ହୋଇନଥିବା ବେଳେ…

ଅଗଷ୍ଟରେ କମିଯିବ ସିମେଣ୍ଟ ଦର, ଜାଣନ୍ତୁ ଏହା ପଛରେ ଥିବା କାରଣ

ନୂଆଦିଲ୍ଲୀ: ବର୍ତ୍ତମାନ ଘର ନିର୍ମାଣ ଟିକେ ଶସ୍ତା ହୋଇପାରେ କାରଣ ଦେଶରେ ସିମେଣ୍ଟ ମୂଲ୍ୟ ହ୍ରାସ ହେବାର ସମ୍ଭାବନା ରହିଛି। ଇନପୁଟ୍ ମୂଲ୍ୟର ଚାପ ହ୍ରାସ ପାଉଛି ଯେଉଁଥିପାଇଁ ସିମେଣ୍ଟର ଚାହିଦା ବଢିବ। ଆଗାମୀ ଲୋକସଭା…

ସାଳନ୍ଦୀ ନଦୀରେ ଭାସି ଯାଇଥିବା ୨ କାଉଡିଆଙ୍କ ମୃତ ଦେହ ଉଦ୍ଧାର : ପ୍ରାୟ ୨୨ ଘଣ୍ଟା ପରେ ଓଡ୍ରାଫ ଟିମ ହୋଇଛି ସଫଳ

ସୋର : ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅନ୍ତର୍ଗତ ବରଦା ଅଞ୍ଚଳରେ ସୋମବାର ଦିନ ଘଟିଲା ଏକ ଅଘଟଣ । ସିନ୍ଧୁକେଶ୍ୱର ମହାଦେବ ମନ୍ଦିରକୁ ଜଳାଭିଷେକ କରିବାକୁ ଯାଉଥିବା ବେଳେ ବରଦା ପୋଲ ନିକଟରେ ଏହି ଅଘଟଣ ହୋଇଥିଲା ।…

ସ୍ୱାଧୀନତା ଦିବସରେ ଆମେରିକୀୟ ସାଂସଦମାନେ ଲାଲ କିଲାରେ ଶୁଣିବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ, ଏହି ଲୋକମାନଙ୍କୁ ମଧ୍ୟ ଭେଟିବେ

ନୂଆଦିଲ୍ଲୀ: ଅଗଷ୍ଟ ୧୫ ରେ ଲାଲ କିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ଶୁଣିବା ପାଇଁ ଆମେରିକା ସାଂସଦର ଏକ ଦ୍ୱିପାକ୍ଷିକ ଦଳ ଭାରତ ଗସ୍ତ କରୁଛନ୍ତି। ଦ୍ୱିପାକ୍ଷିକ ସଂସଦୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ…

Airtel Xstream AirFiber ସର୍ଭିସ ଭାରତରେ ଲଞ୍ଚ ହେଲା: ୬୪ଟି ଡିଭାଇସରେ ଏକସଙ୍ଗେ ଚାଲିବ 5G ଇଣ୍ଟରନେଟ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓଠାରୁ ଗୋଟିଏ ପାଦ ଆଗକୁ ଯାଇ ଭାରତରେ ଏୟାରଟେଲ ନିଜର ଏକ୍ସଷ୍ଟ୍ରିମ ଏୟାରଫାଇବର ସର୍ଭିସ ଲଞ୍ଚ କରିଛି । ଏହି ସେବାର ସହାୟତାରେ ଆପଣ ଯେ କୌଣସି ଡିଭାଇସରେ ଏକ ସଙ୍ଗେ ୫ଜି ଇଣ୍ଟରନେଟ ୟୁଜ୍…

ଦୀର୍ଘ ୨୪ ବର୍ଷର ଗବେଷଣା ତଥ୍ୟ: ଦିନକୁ ଅଳ୍ପ ମଦ ସେବନ କଲେ ମଧ୍ୟ ହାର୍ଟ ଆଟାକ, କିଡନୀ ରୋଗ ହୋଇପାରେ

ନୂଆଦିଲ୍ଲୀ: ମଦ୍ୟ ପାନ ଆମ ଶରୀର ପାଇଁ କ୍ଷତିକାରକ ବୋଲି ଆମେ ସମସ୍ତେ ଜାଣିଛେ । ତେବେ ଏହାପରେ ବି ଅନେକ ଲୋକ ଏହି କୁଅଭ୍ୟାସରେ ଲିପ୍ତ ରହି ଅକାଳରେ ଜୀବନ ହରାଉଛନ୍ତି । ତେବେ ମଦକୁ ନେଇ ଆମ ମନରେ ଅନେକ ଭୁଲ୍ ଧାରଣା…

What Is Disease X? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭବିଷ୍ୟବାଣୀ କ’ଣ ଥିଲା, ବୈଜ୍ଞାନିକମାନେ ଏହି ଅଜଣା ରୋଗକୁ ନେଇ ଏତେ ଚିନ୍ତିତ କାହିଁକି

ନୂଆଦିଲ୍ଲୀ: କୋଭିଡ-୧୯ ପୂର୍ବରୁ ଡିଜିଜ-ଏକ୍ସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ପାଖାପାଖି ତିନିବର୍ଷ ଧରି କରୋନା ସାରା ବିଶ୍ୱରେ ତାଣ୍ଡବ ରଚିଥିଲା । ତେବେ ଗତବର୍ଷ ଶେଷ ଆଡ଼କୁ କିଛି…

ଖୁସି ଖବର! ଖୁବ ଶୀଘ୍ର କମିବ ବିଲାତି ଏବଂ ଡାଲି ଦର, ସରକାର ନେଉଛନ୍ତି ପଦକ୍ଷେପ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅନୁଯାୟୀ, ସରକାର ବିଲାତି, ପିଆଜ ଏବଂ ଡାଲି ଭଳି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ଉପରେ ନଜର ରଖିଛନ୍ତି ଏବଂ ଘରୋଇ ଉପଲବ୍ଧତା ବୃଦ୍ଧି ତଥା ମୂଲ୍ୟ…