fbpx
Browsing Category

Breaking News

ଦେଶର ୬ ଲକ୍ଷ ୪୦ ହଜାର ଗ୍ରାମକୁ ଇଣ୍ଟରନେଟ୍‍ ସଂଯୋଗ ପାଇଁ ୧,୩୯, ୫୦୦ କୋଟି ଟଙ୍କାର ବ୍ୟୟ ବରାଦ, ସୃଷ୍ଟି ହେବ ଅଢ଼େଇ ଲକ୍ଷ ନିଯୁକ୍ତି

ନୂଆଦିଲ୍ଲୀ: ଦେଶର ୬ ଲକ୍ଷ ୪୦ ହଜାର ଗ୍ରାମକୁ ଇଣ୍ଟରନେଟ୍‍ ସେବା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ୧ ଲକ୍ଷ ୩୯ ହଜାର ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଭାରତ ନେଟ୍‍ ପ୍ରକଳ୍ପ ଅଧୀନରେ ଆସନ୍ତା ୨ ବର୍ଷ…

ସଭ୍ୟ ସମାଜରେ ଅତ୍ୟନ୍ତ ଅସଭ୍ୟ ଆଚରଣ; ଚୋରୀ ଅଭିଯୋଗରେ ଦୁଇ ନାବାଳକଙ୍କୁ ପିଆଇଲେ ପରିସ୍ରା, ଗୁପ୍ତାଙ୍ଗରେ ଭର୍ତ୍ତି କଲେ ଲଙ୍କାଗୁଣ୍ଡ

ନୂଆଦିଲ୍ଲୀ:ଉତ୍ତରପ୍ରଦେଶ ସିଦ୍ଧାର୍ଥନଗରରୁ ଏକ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି । ସଭ୍ୟ ମଣିଷ ଆଜି କେତେ ଯେ ଅସଭ୍ୟ ହୋଇଗଲାଣି ତାହା ଏହି ଘଟଣା ସୂଚାଇ ଦେଉଛି । ଏଠାରେ ନିଜକୁ ଦବଙ୍ଗ ବୋଲି ସାବ୍ୟସ୍ତ…

ସାବଧାନ! Disposable ପ୍ଲାଷ୍ଟିକ କପରେ ଚା’, କଫି ଓ ପାଣି ପିଇବା ବିପଜ୍ଜନକ, କେମିକାଲ କାରଣରୁ ଜନ୍ମ ନେଉଛି କ୍ୟାନସର ଓ ଥାଇରଏଡ୍ ପରି ଭୟଙ୍କର…

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ କାଚ ଗ୍ଲାସ ବଦଳରେ ଡିସ୍ପୋଜେବଲ କପରେ ଚା’ ପିଉଥିବା ଦେଖାଯାଉଛି । ପାଣି, ଚା’, କଫି ସହିତ ଅନ୍ୟାନ୍ୟ ପାନୀୟ ପାଇଁ ଡିସ୍ପୋଜେବଲ କପର ବହୁଳ ବ୍ୟବହାର ହେଉଥିବା ଦେଖାଯାଉଛି ।…

ତତ୍କାଳ ପଇସା ଆବଶ୍ୟକ ପଡିଲେ ହଠାତ୍ ଭାଙ୍ଗି ଦିଅନ୍ତୁନି ଏଫଡି, କ’ଣ ବିକଳ୍ପ ଉପାୟ ଆପଣାଇବେ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ଯେତେବେଳେ ବି କାହାକୁ ଇମର୍ଜେନ୍ସୀରେ ପଇସାର ଆବଶ୍ୟକତା ପଡିଥାଏ ସେତେବେଳେ ସମସ୍ତେ ନିଜ ପାଖରେ ଥିବା ସମସ୍ତ ବିକଳ୍ପର ସନ୍ଧାନ କରିଥାନ୍ତି । ଏପରି ସ୍ଥିତିରେ ପ୍ରଥମେ ନଜର ପଡିଥାଏ ବ୍ୟାଙ୍କରେ…

ସାହାରା ନିବେଶକମାନଙ୍କୁ କେବେ ୧୦,୦୦୦ ରୁ ଅଧିକ ଟଙ୍କା ମିଳିବ? ଗୃହମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣି ଥରେ ସାହାରା ଗ୍ରୁପର ସମବାୟ ସମିତିର ଜମାକାରୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଆଗାମୀ ସମୟରେ ସେମାନଙ୍କର ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ କରାଯିବ । ସରକାର ଗତ…

(Video) ପ୍ରେମିକଙ୍କ ସହ ଝଗଡ଼ା ପରେ ବିଦ୍ୟୁତ ଟାୱାର ଉପରେ ଚଢ଼ିଗଲେ ଯୁବତୀ: ତା’ପରେ ଚାଲିଲା ହାଇ ଡ୍ରାମା

ନୂଆଦିଲ୍ଲୀ: ଆଜିକାଲିର ଯୁବକ-ଯୁବତୀ, ପୁରୁଷ-ମହିଳାଙ୍କ ମଧ୍ୟରେ ବହୁ ପ୍ରେମଜନିତ ମାମଲା ଦେଖିବାକୁ ମିଳୁଛି । କିଏ ପ୍ରେମ ପାଇଁ ନିଜର ହାତ କାଟିଲାଣି ତ ଆଉ କିଏ ରାସ୍ତା ମଝିରେ ଗୋଲାପ ଦେଇ ପ୍ରପୋଜ୍ କଲାଣି । ସେହିପରି…

୬ ବର୍ଷରେ ଅବସର ପୂର୍ବରୁ ପଦବୀ ଛାଡିଛନ୍ତି ୧୨ ବିଚାରପତି, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟର ଜଷ୍ଟିସ ରୋହିତ ଦେବ ୪ ଅଗଷ୍ଟରେ ଇସ୍ତଫା ଦେଇଛନ୍ତି। ଅବସର ଗ୍ରହଣ କରିବାର ଦୁଇ ବର୍ଷ ପୂର୍ବରୁ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ଇସ୍ତଫା ଘୋଷଣା ସମୟରେ ଉପସ୍ଥିତ ଜଣେ ଓକିଲଙ୍କ…

ODI WORLD CUP 2023:ଖେଳାଳୀଙ୍କ ସହ ମନସ୍ତତ୍ତ୍ୱବିଦଙ୍କୁ ସାମିଲ କରି ଭାରତ ପଠାଇବ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)

ନୂଆଦିଲ୍ଲୀ:  ଭାରତରେ ଚଳିତ ବର୍ଷ ଅକ୍ଟୋବର ନଭେମ୍ବରରେ ଆୟୋଜିତ ହେବାକୁ ଯାଉଥିବା ଦିନିକିଆ ୱାର୍ଲ୍ଡକପକୁ ନେଇ ସାରା ବିଶ୍ୱର କ୍ରିକେଟ ଟିମ୍ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହି କ୍ରିକେଟ ମହାକୁମ୍ଭରେ ୧୦ଟି ଦଳ…

X ରେ କିଛି ପୋଷ୍ଟ କିମ୍ବା ଲାଇକ ପାଇଁ ଯଦି ଚାକିରିରେ ମାଲିକ ଅସଦାଚରଣ କରନ୍ତି, ତେବେ ସମସ୍ତ ଆଇନଗତ ଦେୟ ଦେବେ ମସ୍କ

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ ଆଉ ଏକ ପୋଷ୍ଟ ଆଜି ଚର୍ଚ୍ଚାରେ ଅଛି। ଆଜି ସକାଳେ, ମସ୍କ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ଯଦି ଜଣେ ନିଯୁକ୍ତିଦାତା ପୋଷ୍ଟ କିମ୍ବା ଲାଇକ୍ ଆଧାରରେ X ବ୍ୟବହାରକାରୀଙ୍କ ସହ ଅସଦାଚରଣ କରନ୍ତି,…

‘Boss I am drunk….’: ରାତି ୨.୩୦ରେ ବସଙ୍କ ପାଖକୁ ମେସେଜ୍ ପଠାଇଲେ କର୍ମଚାରୀ, ସ୍କ୍ରିନଶଟ୍ ଭାଇରାଲ

ନୂଆଦିଲ୍ଲୀ: ମଦ ନିଶାରେ ଥିବା ମଣିଷଟି ସର୍ବଦା ସତ କଥା କହିଦେଇଥାଏ ବୋଲି ଅନେକ କୁହନ୍ତି । ଅନେକ ସମୟରେ ନିଶାର ବଶବର୍ତ୍ତୀ ହୋଇ କିଏ ଶତ୍ରୁ ଆଉ କିଏ ମାତ୍ରା ତାହା ମଧ୍ୟ ଜାଣିହୋଇନଥାଏ । ତେବେ ନିକଟରେ ଜଣେ କର୍ମଚାରୀ…