fbpx
Browsing Category

Breaking News

ରାଜଧାନୀର ଲୋକଙ୍କ ପାଇଁ ଖୁସି ଖବର : ଆଜିଠୁ ଖୋଲିଲା ମାର୍କେଟ ବିଲଡିଂ, ବଢିବ ଗ୍ରାହଙ୍କ ଗହଳି

ଭୁବନେଶ୍ୱର : ମାର୍କେଟ ବିଲଡିଂ ଉପରେ ଅନେକ ଲୋକ ନିର୍ଭର ହୋଇଥାନ୍ତି । ବିଏମସି ଏବଂ ମାର୍କେଟ ବିଲଡିଂ ବ୍ୟବସାୟୀଙ୍କ ମଧ୍ୟରେ ୧୮ ଦିନ ଧରି ଲାଗି ରହିଥିବା ବିବାଦ ଆଜି ଥମିଛି । ଏନେଇ ଆଜି ଖୋଲିବ ମାର୍କେଟ ବିଲଡିଂ ଏବଂ…

ITR ସହ ଜଡିତ ଏହି କାମ କରି ନାହନ୍ତି କି? ତେବେ ଆପଣଙ୍କୁ ଏକ ଟଙ୍କା ମଧ୍ୟ ମିଳିବନି ରିଫଣ୍ଡ

ନୂଆଦିଲ୍ଲୀ: ଇନକମ ଟ୍ୟାକ୍ସ ରିଫଣ୍ଡ ଫାଇଲ କରିବାର ଶେଷ ତାରିଖ ହେଉଛି ୩୧ ଜୁଲାଇ । ଯେଉଁମାନେ ଏହି ସମୟ ସୀମାରେ ରିଟର୍ଣ୍ଣ ଦାଖଲ କରିନାହାନ୍ତି, ସେମାନେ ବିଲେଟେଡ ଆଇଟିଆର ଫାଇଲ ଦାଖଲ କରିପାରିବେ । ଯଦି ଆପଣ ଇନକମ…

Today’s Gold Rate : ଖୁସି ଖବର ! ସୁନା ରୂପା ଦରରେ ହେଲା ବଡ଼ ପରିବର୍ତ୍ତନ

ଭୁବନେଶ୍ୱର : ସୁନା ରୂପା ଦରରେ ଆଜି ସାମାନ୍ୟ ପରିବର୍ତ୍ତନ ଆସିଛି । ସୁନା କିଣିବା ପୂର୍ବ ନଜର ପକାନ୍ତୁ କେତେ ରହିଛି ଓଡିଶା ସମେତ ଦେଶର ପ୍ରମୁଖ ସହରରେ ସୁନା ଓ ରୂପାର ଦର । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦଶ…

ଭାରତରେ କେତେ ସଫଳ Marriage Life? ଏହି ଦେଶରେ ସବୁଠୁ ଅଧିକ ଭାଙ୍ଗେ ବିବାହ ସମ୍ପର୍କ

ନୂଆଦିଲ୍ଲୀ: ପରିବାରରେ ସମ୍ପର୍କ ଏବଂ ସମ୍ପର୍କର ମହତ୍ତ୍ୱ ବଜାୟ ରଖିବା କ୍ଷେତ୍ରରେ ଭାରତ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ସମ୍ପର୍କକୁ ଦୀର୍ଘସ୍ଥାୟୀ କରିବା ଦିଗରେ ଭାରତ ଅନ୍ୟ ଦେଶମାନଙ୍କ ତୁଳନାରେ ଖୁବ ଆଗରେ…

Asia Cup-2023ରୁ ବାଦ୍ ପଡ଼ି ପାରନ୍ତି ୨ ଷ୍ଟାର ଖେଳାଳି: ଟିମ ଇଣ୍ଡିଆକୁ ଲାଗିବ ଶକ୍ତ ଝଟକା

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବରରେ ଖେଳାଯିବ ଏସିଆ କପ୍-୨୦୨୩ ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ଟିମ ଇଣ୍ଡିଆ ନିଜକୁ ପ୍ରସ୍ତୁତ କରି ସାରିଛି । ତେବେ ଆଉ ଟୁର୍ଣ୍ଣାମେଣ୍ଟକୁ ଆଉ ମାତ୍ର ମାସେ ବାକି ଥିବା ବେଳେ ଟିମ…

ଚାଷୀଙ୍କ ପାଇଁ ଖୁସିଖବର! PM Kisan Yojna ସହ ମାସିକ ୩୦୦୦ ଟଙ୍କା ଉପହାର ଦେଉଛନ୍ତି ସରକାର

ନୂଆଦିଲ୍ଲୀ: ଦେଶର କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରାଯାଇଛି । ତେବେ ଏହି ସମୁ ଯୋଜନା ମଧ୍ୟରେ ପିଏମ କିସାନ ସମ୍ମାନ ନିଧି ଯୋଜନା ବେଶ୍…

ପେଡ୍ ଉପଭୋକ୍ତାଙ୍କ ପାଇଁ ଏଲୋନ ମସ୍କ ଦେଲେ ଏହି ବିଶେଷ ସୁବିଧା! ଏଭଳି ଅପସରଣ କରିପାରିବେ ବ୍ଲୁ ଟିକ

ନୂଆଦିଲ୍ଲୀ : ଏଲୋନ ମସ୍କ ଏବେ ପୁଣେର ପଞ୍ଚସିଲ ବିଜନେସ ପାର୍କରେ ଇଣ୍ଡିଆ ମୋଟର ଆଢଣ୍ଡ ଏନର୍ଜି ପିଭି ଲିମିଟେଡ ପାଇଁ ଏକ ଅଫିସ ଭଡାକୁ ନେଇଛନ୍ତି । ବର୍ତ୍ତମାନ ଏହି କମ୍ପାନରେ କେତେକ କର୍ମଚାରୀ କାମ କରିବେ ଏବଂ ଧିରେ…

ଏହି ସରକାରୀ ବ୍ୟାଙ୍କର ଗ୍ରାହକଙ୍କୁ ମିଳୁଛି ନୋଟିସ୍: ୩୧ ଅଗଷ୍ଟ ସୁଦ୍ଧା ସାରି ଦିଅନ୍ତୁ ଏହି ଜରୁରୀ କାମ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଯେଉଁ ନିବେଶକମାନେ ଏପର୍ଯ୍ୟନ୍ତ KYC ପ୍ରୋସେସ ଶେଷ କରିନାହଁ, ଏହାକୁ ଅଗଷ୍ଟ ୩୧ ସୁଦ୍ଧା ସଂପୂର୍ଣ୍ଣ କରଦିଅନ୍ତୁ । ପିଏନବି ଦ୍ୱାରା…

କାଲି ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହା! ଦୁଇ ଦିନିଆ ଗସ୍ତରେ ଆସୁଥିବା ନେଇ ସୂଚନା

ଭୁବନେଶ୍ୱର: ଆସନ୍ତାକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସୁଥିବା ସୂଚନା ମିଳିଛି । କେନ୍ଦ୍ର ଗୃହମନ୍ତ୍ରୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବୋଲି କୁହାଯାଇଛି । ଓଡ଼ିଶା ଗସ୍ତରେ ଆସି…

ODI WC-2023 ସୂଚୀରେ ହେବ ବଡ଼ ପରିବର୍ତ୍ତନ: ବଦଳିବ ୬ଟି ମ୍ୟାଚର ତାରିଖ, ଜାଣନ୍ତୁ ଭାରତର ମ୍ୟାଚ କେବେ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ସୂଚୀରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ଟୁର୍ଣ୍ଣାମେଣ୍ଟର କିଛିଟା ମ୍ୟାଚ ପାଇଁ ତାରିଖରେ ପରିବର୍ତ୍ତନ କରିବାକୁ ଯାଉଛି ବିସିସିଆଇ । ଏକ ରିପୋର୍ଟ…