fbpx
Browsing Category

Breaking News

ଜୁଲାଇ ୨୪ରେ ସ୍କୁଲ ବନ୍ଦ: ପ୍ରବଳ ବର୍ଷା କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶର ଅଧିକାଂଶ ରାଜ୍ୟରେ ଏବେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ପ୍ରବଳ ବର୍ଷାରେ ଅନେକ ଲୋକଙ୍କର ମୃତ୍ୟୁ ଘଟିବା ସହିତ ବହୁ ଘରଦ୍ୱାର, ଶିକ୍ଷାନୁଷ୍ଠାନ, ବ୍ରିଜ, ରାସ୍ତା ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି…

(Video) ଛତିଶଗଡ଼ ପାଣି ଛାଡ଼ିଲେ ଖୋଲିବ ହୀରାକୁଦ ଗେଟ: ଯଦି ଗେଟ ନ ଖୋଲେ ତେବେ ସବୁଦିନ ପାଇଁ ଇତିହାସ ହୋଇ ରହିଯିବ ହୀରାକୁଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହୀରାକୁଦ ନଦୀବନ୍ଧର ଜଳଭଣ୍ଡାରରୁ ନିଷ୍କାସିତ ହୋଇଛି ବର୍ଷର ପ୍ରଥମ ବନ୍ୟା ଜଳ । ୭ ନମ୍ବର ଗେଟ ଦେଇ ଏହି ଜଳକୁ ଛଡ଼ାଯାଇଛି । ହୀରାକୁଦ ଡ୍ୟାମରୁ ଜଳ ଛଡ଼ାଯିବା ନେଇ ଗତ ୨୦ ତାରିଖରେ…

ବର୍ଷାଦିନେ କେଶ ଝଡିବା ସମସ୍ୟାରୁ ପାଇବାକୁ ଚାହୁଁଛନ୍ତୁ କି ମୁକ୍ତି, ଆପଣାନ୍ତୁ ଏହି ଉପାୟ

ଆଜିିକାଲି କେଶ ଝଡିବା ସମସ୍ୟା ପ୍ରାୟ ଲୋକଙ୍କ ପାଖରେ ଦେଖିବାକୁ ମିଳୁଛି । ମହିଳା ହୁଅନ୍ତୁ ବା ପୁରୁଷ କେଶ ଝଡାକୁ ନେଇ ସମସ୍ତେ ଚିନ୍ତା କରନ୍ତି । ପ୍ରାୟତଃ ବର୍ଷାଦିନେ ଏହି ସମସ୍ୟା ବେଶି ଦେଖିବାକୁ ମିଳେ । ତେବେ…

OSSCର ସୂଚନା: ବାତିଲ୍ ହେଲା JE ସିଭିଲ୍ ମେନ୍ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଶିକ୍ଷାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । କନିଷ୍ଠ ଯନ୍ତ୍ରୀ (ଜେଇ) ସିଭିଲ୍ ମେନ୍ ପରୀକ୍ଷା ବାତିଲ୍ ହୋଇଛି । ଗତ ୧୬ ତାରିଖରେ ଜେଇ ସିଭିଲ ମେନ୍ ପରୀକ୍ଷା ଅନୁଷ୍ଠିତ ହୋଇଥିବା…

ସହାୟ ହେଲେ ଈଶ୍ୱର: ଗଭୀର ବୋରୱେଲରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲା ଶିଶୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି ରଖେ ହରି ମାରେ କିଏ, ମାରେ ହରି ରଖେ କିଏ । ବିହାରର ୪୦ ଫୁଟ ଗଭୀର ବୋରୱେଲରେ ଖସିପଡ଼ିଥିବା ୩ ବର୍ଷର ଶିଶୁ ନୂଆ ଜୀବନ ଜୀବନ ପାଇଛି । ସ୍ଥାନୀୟ ପ୍ରଶାସନ, ପୋଲିସ, ରେସକ୍ୟୁ…

ଆପଣଙ୍କ ଛୁଆର ଦାନ୍ତ ଉଠୁଛି କି ? ଶୀଘ୍ର କରନ୍ତୁ ଏହି କାମ, ଦାନ୍ତ ଉଠିବା ବେଳେ ହେଉଥିବା ଯନ୍ତ୍ରଣାରୁ ମିଳିବ ମୁକ୍ତି

ଭୁବନେଶ୍ୱର: ଯେତେବେଳେ ଛୋଟ ଛୁଆମାନଙ୍କର ପ୍ରଥମ କରି ଦାନ୍ତ ଉଠେ ସେତେବେଳେ ସେମାନଙ୍କୁ ବହୁତ କଷ୍ଟ ହୋଇଥାଏ । ଏହି କାରଣରୁ ଛୁଆମାନେ ବାରମ୍ବାର କାନ୍ଦିଥାନ୍ତି । ଛୁଆମାନଙ୍କର ଏହି ଯନ୍ତ୍ରଣା ଦେଖି ପିତାମାତାମାନେ…

ଆମେରିକାରୁ ବ୍ୟାପିଯିବ କରୋନା ପରି ମହାମାରୀ! ମିଳିଲା ପଶୁମାନଙ୍କଠାରୁ ମଣିଷ ପର୍ଯ୍ୟନ୍ତ ବ୍ୟାପୁଥିବା ଭାଇରସ୍, ରିପୋର୍ଟରେ ଦାବି

ନୂଆଦିଲ୍ଲୀ: ହାର୍ଭାର୍ଡ ଲ ସ୍କୁଲ ଏବଂ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଏକ ରିପୋର୍ଟ ଦାବି କରିଛି ଯେ, ପରବର୍ତ୍ତୀ ବିଶ୍ୱବ୍ୟାପୀ ମହାମାରୀ ଆମେରିକାରୁ ଆରମ୍ଭ ହୋଇପାରେ । ଯଦିଓ ଆମେରିକୀୟମାନେ ଭାବନ୍ତି ଯେ ଆମେରିକାରେ…

ହାତରେଖା ଦେଖାଇବା ସମୟରେ ଏହି କଥାକୁ ଧ୍ୟାନରେ ରଖନ୍ତୁ, ନଚେତ ଭୁଲ ହୋଇପାରେ ଭବିଷ୍ୟବାଣୀ

ଭୁବନେଶ୍ୱର: ଅନେକ ଲୋକ ନିଜ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ବିଷୟରେ ଜାଣିବା ପାଇଁ ଜ୍ୟୋତିଷମାନଙ୍କୁ ହାତ ଦେଖାଇଥାନ୍ତି । ବିଶ୍ୱାସ ରହିଛି ଯେ ହାତରେଖାରୁ ଭବିଷ୍ୟତ ବିଷୟରେ ସୂଚନା ମିଳେ ଏବଂ ହାତରେଖା ଦେଖାଇବା…

(Video) ବୋରୱେଲ ଭିତରେ ମରଣ ସହ ସଂଘର୍ଷ କରୁଛି ୩ ବର୍ଷର ଶିଶୁ: ଜାରି ରହିଛି ରେସକ୍ୟୁ ଅପରେସନ୍

ନୂଆଦିଲ୍ଲୀ: ପୁଣି ଥରେ କାଳ ସାଜିଛି ଖୋଲା ବୋରୱେଲ । ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଖୋଲା ବୋରକେଲରେ ପଡ଼ି ଅନେକ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଣି ଥରେ ସେହି ଘଟଣାର ପୁନରାବୃତ୍ତି ଘଟିଛି । ବିହାରରେ ଗୋଟିଏ…

ପୋଖରୀ ଭିତରକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍: ପାଣିରେ ବୁଡ଼ି ୧୭ ଜଣଙ୍କ ମୃତ୍ୟୁ, ୩୫ ଜଣ ଆହତ

ନୂଆଦିଲ୍ଲୀ: ଅଚାନକ ଦୁର୍ଘଟଣା ଘଟିବା ମଣିଷ ପାଇଁ ଏକ ଶନିଗ୍ରହ ସଦୃଶ ହୋଇଯାଇଥାଏ । ହସଖୁସିରେ ଯାତ୍ରା କରୁଥିବା ମଣିଷଟି ନିମିଷକ ମଧ୍ୟରେ ଅଘଟଣର ଶିକାର ହୋଇଥାଏ ଓ ପରିସ୍ଥିତି ବିଗିଡ଼ିଲେ ଶେଷ ନିଃଶ୍ୱାସ ମଧ୍ୟ ତ୍ୟାଗ…