Browsing Category
Breaking News
ଡାକ୍ତରଙ୍କ ଚମତ୍କାର: କାର ଦୁର୍ଘଟଣାରେ ବେକରୁ ଅଲଗା ହୋଇଥିବା ମୁଣ୍ଡକୁ ପୁଣିଥରେ ଯୋଡିଦେଲେ
ଜେରୁସଲମ୍: ଇସ୍ରାଏଲ୍ ଡାକ୍ତରମାନେ ଏକ ଚମତ୍କାର କରି ଦେଖାଇଛନ୍ତି । ଏଠାରେ ଡାକ୍ତରମାନେ ସଫଳତାର ସହିତ ଏକ ୧୨ ବର୍ଷର ବାଳକର ମୁଣ୍ଡକୁ ତାଙ୍କ ବେକରେ ପୁଣି ଯୋଡିଛନ୍ତି । ସାଇକେଲ ଚଲାଇବା ସମୟରେ କାର୍ ଧକ୍କା ହେବା…
ପ୍ରକାଶ ପାଇଲା +୩ କଟ୍ ଅଫ୍ ମାର୍କ ତାଲିକା: ଉଚ୍ଚଶିକ୍ଷା ବିଭାଗ ତରଫରୁ ହେଲା ଘୋଷଣା
ଭୁବନେଶ୍ୱର: ଯୁକ୍ତ ୩ରେ ନାମଲେଖାକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରକାଶ ପାଇଛି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ତାଲିକାପତ୍ର ପ୍ରକାଶ କରାଯାଇଛି ।…
ଫ୍ରାନ୍ସ Bastille Day ସେଲିବ୍ରେସନରେ ପଞ୍ଜାବ ରେଜିମେଣ୍ଟର ମାର୍ଚ୍ଚ: ପ୍ରଧାନମନ୍ତ୍ରୀ ମୋଦୀ ବି କଲେ ସଲାମ୍
ନୂଆଦିଲ୍ଲୀ: ପ୍ରତ୍ୟେକ ବର୍ଷ ଭଳି ଆଜି ମଧ୍ୟ ଜୁଲାଇ ୧୪ ତାରିଖରେ ଫ୍ରାନ୍ସରେ ପାଳନ ହେଉଛି ରାଷ୍ଟ୍ରୀୟ ଦିବସ । ଏହାକୁ ଫ୍ରାନ୍ସ ବେଷ୍ଟିଲ ଡେ’ ଭାବରେ ମଧ୍ୟ ପାଳନ କରିଥାଏ । ତେବେ ଚଳିତବର୍ଷ ଏହି ବେଷ୍ଟିଲ ଡେ’ କେବଳ…
ଆଉ ରିମାଣ୍ଡରେ ନେବନି CBI, ଏଥର ଜେଲ ଗଲେ ବାହାନଗା ଦୁର୍ଘଟଣାର ୩ ଅଭିଯୁକ୍ତ: ୨୭ରେ ପରବର୍ତ୍ତୀ ଶୁଣାଣି
ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଜେଲ ପଠାଇ ଦେଇଛି ସିବିଆଇ । ୯ ଦିନ ରିମାଣ୍ଡରେ ନେଇ ଜେରା କରିବା ପରେ ଏବେ ଜେଲର ଚାରିକାନ୍ଥ ଭିତରେ ଫସିଛନ୍ତି ୩ ଅଭିଯୁକ୍ତ । ୯ ଦିନ…
କୁନୋ ନେସନାଲ ପାର୍କରେ ଆଉ ଏକ ଚିତାର ମୃତ୍ୟୁ: ‘ତେଜସ୍’ ପରେ ପ୍ରାଣ ହରାଇଲା ‘ସୁରଜ୍’
ଭୋପାଲ: ବିଦେଶରୁ ଅଣାଯାଇଥିବା ଚିତାଙ୍କ ପାଇଁ ମରଣଯନ୍ତା ପାଲଟି ଯାଇଛି କୁନୋ ନେସନାଲ ପାର୍କ । ଗେଟିଏ ପରେ ଗୋଟିଏ ସବୁ ଚିତା ଏବେ ମୃତ୍ୟୁମୁଖରେ ପଡୁଛନ୍ତି । ପୂର୍ବରୁ ୭ଟି ଚିତା ଏହି ପାର୍କରେ ମୃତ୍ୟୁବରଣ କରିଥିବା…
ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର: ଏଣିକି କମ୍ ଆସିବ ବିଜୁଳି ବିଲ୍
ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ବିଲ୍ କମ କରିବା ପାଇଁ ପଦକ୍ଷେପ ନେଉଛି ଆପିଲେଟ ଟ୍ରିବ୍ୟୁନାଲ ଫର ଇଲେକ୍ଟ୍ର୍ରିସିଟି । ବିଦ୍ୟୁତ ବିଲ୍ ହ୍ରାସ କରିବା ପାଇଁ ମୁମ୍ବାଇର ବିଦ୍ୟୁତ ବିତରଣ କମ୍ପାନୀ ଟାଟା…
ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି । ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର,…
ଓଡ଼ିଶା ହାଇକୋର୍ଟରେ ପୂର୍ବବର୍ଷଗୁଡ଼ିକ ତୁଳନାରେ ଚଳିତବର୍ଷର ପ୍ରଥମ ୬ ମାସରେ ବୃଦ୍ଧି ପାଇଛି ମାମଲା ଫଇସଲା ହାର
ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟରେ ୨୦୨୩ ମସିହାର ପ୍ରଥମ ୬ମାସ ଜାନୁୟାରୀରୁ ଜୁନ୍ ମାସ ମଧ୍ୟରେ ୬୨ ହଜାର ୮୬୯ ମାମଲା ଫଇସଲା ହୋଇଛି । ଫଇସଲା ହାର ୧୨୬ ଦଶମିକ ୬୬ ପ୍ରତିଶତ ଥିବା ହାଇକୋର୍ଟ ସୂତ୍ରରୁ ଜଣାପଡିଛି । ଏହି…
କେବେ ପ୍ରକାଶ ପାଇବ CUET UG ରେଜଲ୍ଟ, ତାରିଖ ଘୋଷଣା କଲେ UGC ମୁଖ୍ୟ
ନୂଆଦିଲ୍ଲୀ : CUET UG ୨୦୨୩ ପରୀକ୍ଷା ଫଳାଫଳ ଖୁବ ଶୀଘ୍ର ଘୋଷଣା କରିବ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି । ୟୁଜିସିର ଅଧ୍ୟକ୍ଷ ପ୍ରଫେସର ଜଗଦିଶ କୁମାରଙ୍କ କହିବା ଅନୁସାରେ ଜୁଲାଇ୧୭, ୨୦୨୩ରେ ଏହା ପ୍ରକାଶ ପାଇବ । ୧୪.୯…
ଟମାଟୋ ଦାମ୍ କମିବା ନେଇ ଆଶା ରଖିଥିବା ଲୋକଙ୍କୁ ବଡ ଝଟକା, ବଜାର ବିଶେଷଜ୍ଞ କହିଲେ ଦର ୩୦୦ ଛୁଇଁବ
ନୂଆଦିଲ୍ଲୀ: ଟମାଟୋ ଦାମ୍ ଦିନକୁ ଦିନ ବଢିବାରେ ଲାଗିଛି । ଦେଶର ବିଭିନ୍ନ ସ୍ଥାନରେ ମୂଷଳଧାରାରେ ବର୍ଷା ଲାଗି ରହିଥିବାରୁ ଟମାଟୋ ଦର କମିବାର ନାଁ ଧରୁନାହିଁ । ଗତ କିଛି ଦିନ ହେବ ଟମାଟୋ ମୂଲ୍ୟରେ ୩୦୦ ପ୍ରତିଶତ…