CHARIDHAM
Browsing Category

Breaking News

ରାମ ମନ୍ଦିରର ଉଦଘାଟନ ପାଇଁ ମୁରଲୀ ମନୋହର ଯୋଶୀ-ଏଲ.କେ ଆଡଭାନୀଙ୍କୁ କରାଗଲା ନିମନ୍ତ୍ରଣ

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ପାଇଁ ଆନ୍ଦୋଳନ କରିଥିବା ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀ-ଏଲ.କେ ଆଡଭାନୀଙ୍କୁ ୨୨ ଜାନୁଆରୀ ୨୦୨୪ ରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନୀ ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣ…

IPL 2024 Auction: ଇଂଲଣ୍ଡ ବ୍ୟାଟର ହ୍ୟାରି ବ୍ରୁକଙ୍କୁ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ, ଜାଣନ୍ତୁ ତାଙ୍କ ଦାମ୍ କେତେ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ଜାରି ରହିଛି ଖେଳାଳିଙ୍କ ନିଲାମ ପ୍ରକ୍ରିୟା । ବିଭିନ୍ନ ଦଳ ମାନେ ଜଣଙ୍କ ପରେ ଜଣେ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ କିଣୁଛନ୍ତି । ଏଥର ଦୁବାଇରେ ଏହି ଆଇପିଏଲ୍‌ ମିନି ଅକ୍ସନ…

ରାଉରକେଲାରେ ବଢ଼ିବାରେ ଲାଗିଛି ଡାଇରିଆ: ନେଲାଣି ୯ ଜଣଙ୍କ ଜୀବନ, ଶତାଧିକ ଚିକିତ୍ସାଧୀନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଇସ୍ପାତ ନଗରୀ ରାଉରକେଲାରେ ଡାଇରିଆ ବଢ଼ିବାରେ ଲାଗିଛି । ବେଳକୁ ବେଳ ଏହି ରୋଗ ବଢ଼ିବାରେ ଲାଗିଥିବା ବେଳେ ଏଥିରେ ୯ ଜଣଙ୍କ ଜୀବନ ଗଲାଣି । ତେବେ ସହରରେ ଡାଇରିଆ ରୋଗ ବ୍ୟାପିବାର କାରଣ…

ଶୀତଦିନିଆ ଚର୍ମ ସମସ୍ୟା ପାଇଁ ଲୋସନ ଏବଂ ମଶ୍ଚରାଇଜରରେ ଅଧିକ ଟଙ୍କା ଖର୍ଚ୍ଚ ନ କରି, ଏଭଳି ପ୍ରାକୃତିକ ଉପଚାର କରନ୍ତୁ

ଓଡିଶା ଭାସ୍କର: ଶୀତଦିନରେ ଆମ ଚର୍ମ ପାଇଁ ଅତିରିକ୍ତ ଯତ୍ନ ଅତ୍ୟନ୍ତ ଜରୁରୀ। କାରଣ କମ୍ ଆର୍ଦ୍ରତା ଏବଂ ଅତ୍ୟଧିକ ନିମ୍ନ ତାପମାତ୍ରା ଆମ ଚର୍ମକୁ ସାଧାରଣ ଅପେକ୍ଷା ଅଧିକ ସମ୍ବେଦନଶୀଳ କରିପାରେ। ଏହି ଋତୁରେ ଆମେ ଗରମ…

ଭୋଡାଫୋନ୍ ଆଇଡିଆ ଜାରି କଲା ନୂଆ ଶସ୍ତା ପ୍ଲାନ, ଗ୍ରାହକଙ୍କୁ ମାଗଣାରେ ମିଳିବ ୧୩ଟି OTT ସବସ୍କ୍ରିପସନ

ନୂଆଦିଲ୍ଲୀ: ଜିଓ ଏବଂ ଏୟାରଟେଲ ପରେ ଭୋଡାଫୋନ୍ ଆଇଡିଆ ହେଉଛି ଭାରତୀୟ ଟେଲିକମ୍ କ୍ଷେତ୍ରର ତୃତୀୟ ବୃହତ୍ତମ କମ୍ପାନୀ। ଏହାର ଉପଭୋକ୍ତା ଆଧାର ବୃଦ୍ଧି କରିବାକୁ, କମ୍ପାନୀ ଗ୍ରାହକଙ୍କୁ ନୂତନ ଆକର୍ଷଣୀୟ ଯୋଜନା ପ୍ରଦାନ…

ଛତିଶଗଡ଼ର ବାଚସ୍ପତି ଭାବେ ନିର୍ବାଚିତ ହେଲେ ରମଣ ସିଂହ

ନୂଆଦିଲ୍ଲୀ: ଛତିଗଡ଼ରେ ୧୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିଥିବା ବିଜେପି ନେତା ରମଣ ସିଂହ ରାଜ୍ୟର ପରବର୍ତ୍ତୀ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ବାଚସ୍ପତି ପଦ ପାଇଁ ରମଣ ଗତ ୧୭ ତାରିଖରେ ନାମାଙ୍କନ…

BIG BREAKING: ପୁଣି ୪୯ ଜଣ ସାଂସଦ ହେଲେ ନିଲମ୍ବିତ

ନୂଆଦିଲ୍ଲୀ: ଆକ୍ସନ ମୋଡ଼ରେ ଲୋକସଭା ବାଚସ୍ପତି ଓମ ବିର୍ଲା। ଆଜି ପୁଣି ସେ ୪୯ ଜଣ ବିରୋଧୀ ସାଂସଦଙ୍କୁ ଲୋକସଭାରୁ ନିଲମ୍ବନ କରିଛନ୍ତି। ତେବେ ଏଯାବତ ଲୋକସଭାରୁ ମୋଟ ୧୪୧ ସାଂସଦଙ୍କୁ ନିଲମ୍ବନ କରାଗଲାଣି। ଅନ୍ୟପଟେ…

I.N.D.I.A ମେଣ୍ଟର ବୈଠକ ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଦିଲ୍ଲୀରେ ଇଣ୍ଡିଆ ଆଲାଇନ୍ସ (I.N.D.I.A Alliance) ର ଏକ ବୈଠକ ପ୍ରସ୍ତାବ ଦିଆଯାଇଛି। ବିରୋଧୀ ଦଳ ଭାରତର ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ…

ଗୁଜରାଟ: କଂଗ୍ରେସ ବିଧାୟକ ଚିରାଗ ପଟେଲଙ୍କ ଇସ୍ତଫା

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ସେନେଇ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ସେମାନଙ୍କର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ନିକଟରେ ୫ଟି ରାଜ୍ୟରେ…

ହାଲୋ..ହାଲୋ.. ମାମୁଁ କହୁଛି, ୪୫ ହଜାର ପଠା କହି ବ୍ୟାଙ୍କ ଆକାଉଣ୍ଟରୁ ଠକିନେଲେ ଟଙ୍କା

ଲକ୍ଷ୍ନୌ: ଦେଶ ଏବଂ ବିଶ୍ୱରେ ଟେକ୍ନୋଲୋଜିର ବିକାଶ ସହିତ ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସୁଛି। ବର୍ତ୍ତମାନ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଯୋଗୁଁ ଅନଲାଇନ୍ ଠକେଇର ଘଟଣା ମଧ୍ୟ ସାମ୍ନାକୁ ଆସିବା…