
Browsing Category
Breaking News
ପାରିବାରିକ କଳହର ଭୟଙ୍କର ପରିଣତି; ବାପା ଉପରକୁ ଗରମ ପାଣି ଫିଙ୍ଗି ଆଖି ନଷ୍ଟ କରିଦେଲା ଝିଅ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପାରିବାରିକ କଳହର ଭୟଙ୍କର ପରିଣତି। ବାପା ଉପରକୁ ଗରମ ପାଣି ଫିଙ୍ଗି ଗୋଟିଏ ଆଖି ନଷ୍ଟ କରିଦେଲା ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ । ପୋଲିସ ଝିଅ…
ବଡ଼ ଖବର; ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହେବ ବୋର୍ଡ ପରୀକ୍ଷା: ଜାରି ହେଲା Date Sheet
ନୂଆଦିଲ୍ଲୀ: ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପାଇଁ ଜାରି ହୋଇଛି ଡେଟ୍ ସିଟ୍ । ଆସନ୍ତାବର୍ଷ ଫେବୃଆରୀ ମାସରେ ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ୨୦୨୪ ଫେବୃଆରୀ ୧୫ ତାରିଖରୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ…
IND vs SA 2nd T20; ଜଏସ୍ୱାଲ ନା ଗାଏକ୍ୱାଡ… କାହାକୁ ଦଳରେ ସାମିଲ କରିବେ ସୂର୍ଯ୍ୟକୁମାର?
ନୂଆଦିଲ୍ଲୀ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ସିରିଜର ପ୍ରଥମ ଟି-୨୦ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଉଭୟ ଦଳ ପାଇଁ ଏହି ମ୍ୟାଚ ଆହୁରି ଗୁରୁତ୍ୱପୂର୍ଣ୍ଣ…
ପୁଣି ବଢିଲା ଡେଡଲାଇନ: ଏବେ ଆସନ୍ତା ବର୍ଷର ଏହି ତାରିଖ ପର୍ଯ୍ୟନ୍ତ ମାଗଣାରେ କରିପାରିବେ ଆଧାର ଅପଡେଟ୍
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସମସ୍ତ ଆଧାର କାର୍ଡଧାରୀଙ୍କୁ ଏକ ବଡ଼ ଖବର ମିଳିଛି। ଅନନ୍ୟ ପରିଚୟ ପ୍ରାଧିକରଣ ପୁଣିଥରେ ଆଧାରକୁ ଅପଡେଟ୍ କରିବାର ସମୟସୀମା ବଢ଼ାଇ ଦେଇଛି। ମାଗଣାରେ ଆଧାର ଅପଡେଟ୍ କରିବାର ଶେଷ ତାରିଖ ୧୪…
ଏଣିକି ନକଲି ନୋଟ୍ କାରବାର ହେବ ଆତଙ୍କବାଦୀ ଗତିବିଧି; କେନ୍ଦ୍ର ସରକାର
ନୂଆଦିଲ୍ଲୀ: କେନ୍ଦ୍ର ସରକାର ମଙ୍ଗଳବାର 'ଆତଙ୍କବାଦୀ କାର୍ଯ୍ୟ'ର ଆଇନଗତ ସଂଜ୍ଞାକୁ ସଂଶୋଧନ କରିଛନ୍ତି। ନୂଆ କ୍ରିମିନାଲ୍ କୋଡ୍ ରେ ନକଲି ନୋଟ୍ ଚଳାଇବା ଓ ସରକାରଙ୍କୁ ଧମକ ଦେବା ପାଇଁ ଅପହରଣ କରିବା, କାହାକୁ ଆହତ…
IPL-2024ରୁ କମବ୍ୟାକ କରିବେ ଋଷଭ ପନ୍ତ… ୱିକେଟ କିପର ନହେଲେ ନେବେ ନୂଆ ଅବତାର
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଜଗତରେ ଆସିଛି ଏକ ବଡ଼ ଖୁସି ଖବର । ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ଋଷଭ ପନ୍ତ ପୁଣିଥରେ ଦଳକୁ କମବ୍ୟାକ କରିବାକୁ ଯାଉଛନ୍ତି । ଆସନ୍ତା ଆଇପିଏଲ-୨୦୨୪ରେ ସେ ପୁଣିଥରେ କ୍ରିକେଟ ମଇଦାନରେ…
୭୦ ବର୍ଷ ଧରି ଦେଶକୁ ଲୁଟି ଚାଲିଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି
ଓଡିଶା ଭାସ୍କର: କଂଗ୍ରେସର ପୂର୍ବତ୍ତନ ରାଜ୍ୟ ସଭା ସଦସ୍ୟ ଧୀରଜ ସାହୁଙ୍କ ଘର ଝାଡ଼ଖଣ୍ଡ ଏବଂ ଓଡ଼ିଶାର ବୌଦ୍ଧ ଏବଂ ବଲାଙ୍ଗୀରି ଜିଲାରେ ଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ମଦଭାଟିରୁ ୩୫୦ କୋଟିରୁ ଅଧିକ ଟଙ୍କା…
ଭଜନଲାଲ ଶର୍ମା ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ; ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି
ନୂଆଦିଲ୍ଲୀ: ଭଜନଲାଲ ଶର୍ମା ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା ହେବେ ମୁଖ୍ୟମନ୍ତ୍ରୀ । ରାଜସ୍ଥାନ ବିଜେପିର ସଂଗଠନ ସଂପାଦକ ଅଛନ୍ତି ଭଜନଲାଲ । ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ…
Big Breaking: ବୋରୱେଲରେ ଖସିପଡ଼ିଲା ଶିଶୁ
ସମ୍ବଲପୁର: ବୋରୱେଲ ଭିତରେ ଶିଶୁଟି ଖସିପଡିବା ଖବର ସାମ୍ନାକୁ ଆସିଛି । ରେଙ୍ଗାଲି ନିକଟ ଲାରିପାଲିରେ ଥିବା ଏକ ବୋରୱେଲରେ ଶିଶୁଟି ଖସିପଡିଛି । ବୋରୱେଲ ଭିତରେ ପଡିଯାଇଥିବା ଶିଶୁଟି ନବଜାତ ବୋଲି କୁହାଯାଉଛି ।…
(Video) ଘର ଭଡ଼ା ପାଇଁ TO-LET ଲେଖିଲେ ଗଣିବ ଫାଇନ୍: ୫୦ ହଜାର ପର୍ଯ୍ୟନ୍ତ ଲାଗିବ ଜରିମାନା
ଭୁବନେଶ୍ୱର: ବର୍ତ୍ତମାନ ରାଜଧାନୀରେ ଅନ୍ୟାୟ ବିରୋଧରେ ଆକ୍ସନ ମୋଡକୁ ଆସିଛି BMC । ଗୋଟିଏ ପରେ ଗୋଟିଏ ଜାଗାରେ ଚଢାଉ କରି ବେଆଇନ କାର୍ଯ୍ୟକୁ ବିଏମସି ନିପାତ କରୁଛି । ସେହିଭଳି ଆଜି ମଧ୍ୟ ରାଜଦାନୀ ପାଇଁ ଏକ ବଡ଼…